Latest Odisha News

BREAKING NEWS

Browsing Category

ଫିଚର

ସଂସଦରେ ଅପରାଜିତାଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗ : ଜବାବ୍ ଦେଲେ ପୁରୀ ସାଂସଦ ପିନାକୀ ମିଶ୍ର, ଆଇନର ଉଲ୍ଲଂଘନ…

 ଭୁବନେଶ୍ୱର : ଶ୍ରୀମନ୍ଦିର ଐତିହ ପରିକ୍ରମା ପ୍ରକଳ୍ପ ନେଇ ସାଂସଦ ଅପରାଜିତାଙ୍କୁ ଜବାବ୍ ଦେଲେ ପୁରୀ ସାଂସଦ ପିନାକୀ ମିଶ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଆଇନର କୌଣସି ଉଲ୍ଲଙ୍ଘନ ହୋଇନାହିଁ ।ଏହି ପ୍ରକଳ୍ପ ପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି ଏନଏମଏର ଅନୁମତି ରହିଛି  ବୋଲି…

୪.୧୪ କୋଟି ଟଙ୍କା ହରାଇ ଥାନାରେ ଦ୍ୱାରସ୍ତ ଅଭିନେତ୍ରୀ ରିମି ସେନ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିମି ସେନ୍ ଓରଫ ଶୁଭମିତ୍ରା ସେନ୍ । ନିକଟରେ ଏହି ଅଭିନେତ୍ରୀ ବଡ ଧରଣର ଠକାମୀର ଶିକାର ହୋଇଛନ୍ତି । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୪.୧୪ କୋଟି ଟଙ୍କା ହରାଇ ଅଭିନେତ୍ରୀ ରିମି ସେନ୍ ଜଣେ ବ୍ୟବସାୟୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୋଲିସ…

ବିଧାନସଭାରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର

ଭୁବନେଶ୍ୱର : ବିଧାନସଭାରେ ଉଠିଲା ଦରଦାମ ବୃଦ୍ଧି ପ୍ରସଙ୍ଗ । ବିଧାନସଭା ଶେଷ ଦିନ ଅଧିବେସନରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଧାୟକ ସନ୍ତୋଷ ସିଂ ସାଲୁଜା । ଦେଶରେ ଯେଉଁଭଳି ଭାବେ ଦରଦାମ ବୃଦ୍ଧି ହେଉଛି ସରକାର ତାକୁ ତୁରନ୍ତ ନିୟନ୍ତ୍ରଣ କରନ୍ତୁ…

[ଭିଡିଓ] ଦିଲ୍ଲୀ ଲୋକସଭାରେ ଶ୍ରୀମନ୍ଦିର ଐତିହ କରିଡର ପ୍ରସଙ୍ଗ ଉଠାଇଲେ ସାଂସଦ ଅପରାଜିତା ଷଡଙ୍ଗୀ

ଦିଲ୍ଲୀ : ଦିଲ୍ଲୀ ଲୋକସଭା ଭବନରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ । ଭୁବନେଶ୍ୱର  ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ସଂସଦରେ ଶ୍ରୀମନ୍ଦିର ଐତିହ କରିଡର ପ୍ରସଙ୍ଗ ଲୋକସଭାରେ ଉଠାଇଛନ୍ତି । ଏହି ସମୟରେ ଅପରାଜିତା କହିଛନ୍ତି ସମସ୍ତଙ୍କୁ ଜଣା ଜଗନ୍ନାଥ ଧାମ ଚାରିଧାମରୁ ଗୋଟିଏ ଧାମ ।ଆମ ହିନ୍ଦୁ…

ଦଶରଥପୁରରେ ତହସିଲଦାରଙ୍କୁ ବାଲି ମାଫିଆଙ୍କ ହତ୍ୟା ଉଦ୍ୟମ

ଯାଜପୁର : ଯାଜପୁରରେ ପୁଣି ମାତିଲେ ବାଲି ମାଫିଆ । ଚଢାଉ ବେଳେ ତହସିଲଦାରଙ୍କୁ ଗାଡି ଚଢାଇବାକୁ ଉଦ୍ୟମ କରିବାକୁ ବି ପଚାଇଲେନି ବାଲି ମାଫିଆ । ଦଶରଥପୁର ତହସିଲରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ । ଦଶରଥପୁର ତଦସିଲଦାର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି…

ମାନସ ସ୍ୱାଇଁ ହତ୍ୟା ମାମଲା : ଅଧାପୋଡା ଚପଲ ,ଇୟରଫୋନ୍ ଓ ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଚଣ୍ଡିଖୋଲରୁ ଜବତ

 ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ତନାଘନା ଜାରି ରଖିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍  । ମାନସ ହତ୍ୟା ମାମଲାରେ ବ୍ୟବହାର ହୋଇଥିବା ଜିନିଷ ଜବତ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଟିମ୍ ଯାଜପୁର ଜିଲ୍ଲାର ଚଣ୍ଡିଖୋଲରୁ କୋଦାଳ, ଗଇଁତି ଓ ଅଖା ବସ୍ତା ଜବତ…

ସଲମାନଙ୍କ ମାନହାନି ଆବେଦନ ଖାରଜ

ମୁମ୍ବାଇ: ବିବାଦ ଏବଂ ସଲମାନ ଖାଁ ପରସ୍ପରଠାରୁ ଅଲଗା ରହିପାରନ୍ତି ନାହିଁ । କିଛି ଦିନ ତଳେ ସଲମାନଙ୍କ ପଡୋଶୀ କେତନ କକ୍କଡ ତାଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିଲେ । ଏହା ତାଙ୍କ ମାନହାନି କରୁଛି ବୋଲି କହି ସଲମାନ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ତେବେ କୋର୍ଟ ତାଙ୍କ ଆବେଦନ ଖାରଜ କରି…

ଆଜି ସରିବ ବିଧାନସଭା ବଜେଟ ଅଧିବେସନ

ଭୁବନେଶ୍ୱର : ଆଜି ସରିବ ବଜେଟ ଅଧିବେସନ  ।ବଜେଟ ଅଧିବେସନର ଶେଷ ଦିନରେ ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତ କାଲି ୪ ମାସ ପାଇଁ କାମଚଳା ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ୧ ଲକ୍ଷ ୬ହଜାର ୪ ଶହ ୯୮ କୋଟି ବଜେଟ…

ସିକ୍ରେଟ ଲେଟର ସହ ଆମେରିକାର କୌଣସି ସମ୍ପର୍କ ନାହିଁ

କରାଚୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସରକାର ଯିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ସେ ଏକ ସିକ୍ରେଟ ଲେଟର ଇସ୍ୟୁ ଉଠାଇ ଏହାକୁ ଆହୁରି ରୋଚକ କରି ଦେଇଛନ୍ତି । ପରୋକ୍ଷରେ ଆମେରିକା ଏହି ଲେଟର ପଠାଇଥିବା ପାକିସ୍ତାନର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ…

୧୧ କେ.ଭି ବିଦ୍ୟୁତ ତାର ଛିଡି ପଡିଲା , ଜଳିଗଲା ୫ ପରିବା ଦୋକାନ

କଳାହାଣ୍ଡି : ହଠାତ୍ ଛିଡିଗଲା ୧୧ କେଭି ବିଦ୍ୟୁତ ତାର । ପ୍ରାୟ ୫ ବଖରାରୁ ଅଧିକ ପରିବା ଦୋକାନ ଜଳି ଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଛକ ନିକଟଟେ ଏପରି ଅଘଟଣ ଘଟିଛି । ତାରଟି ଛିଡି ଯିବାରୁ ପାଖରେ ଥିବା ଅଧିକାଂଶ ଦୋକାନ ଜଳି ଯାଇଛିାସେପଟେ କ୍ଷତି ପୁରଣ ଦାବିରେ ବ୍ୟବସାୟୀ ମାନେ…