Latest Odisha News

BREAKING NEWS

Browsing Category

ଫିଚର

ଇସ୍ତଫା ଦେଲେ ଜଗନମୋହନ ରେଡ୍ଡୀ ସରକାରଙ୍କ ପୂରା କ୍ୟାବିନେଟ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସରକାରଙ୍କ ଆଜି ସମ୍ପୂର୍ଣ୍ଣ କ୍ୟାବିନେଟ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୨୪ଜଣ ମନ୍ତ୍ରୀ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କୁ ଦଳର ସାଂଗଠନିକ ସ୍ଥିତି ମଜଭୁତ କରିବା ପାଇଁ…

କୋଇଡ଼ାରେ ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ମାଗଣା ଶିକ୍ଷା, ସୁଦକ୍ଷର ଚତୁର୍ଥ କୋଚିଂ ଉଦଘାଟିତ

ସୁନ୍ଦରଗଡ଼: କୋଇଡ଼ାରେ ଖୋଲିଲା ସୁଦକ୍ଷ କୋଚିଂ କେନ୍ଦ୍ର। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ବୁଧବାର ଏହି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ପୂର୍ବରୁ ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁଠାରେ ୩ଟି ସୁଦକ୍ଷ କେନ୍ଦ୍ର ରହିଛି। ଏବେ କୋଇଡ଼ାରେ ଆଉ…

ହନୀ ସିଂଙ୍କ ସହ ମାରପିଟ, ମାମଲା ରୁଜୁ

ମୁମ୍ବାଇ: ର‌୍ୟାପର ହନୀ ସିଂଙ୍କୁ ୫ଜଣ ଅଜ୍ଞାତ ଲୋକ ମାରପିଟ କରିଛନ୍ତି । ଏ ନେଇ ହନୀ ସିଂ ଥାନାରେ ମାମଲା ରୁଜୁ କରିଛନ୍ତି । ସେ ଏକ ସ୍ଥାନରେ ତାଙ୍କ ଶୋ କରୁଥିବା ବେଳେ ଏହି ବ୍ୟକ୍ତିମାନେ ଷ୍ଟେଜ ଉପରେ ଚଢ଼ି ବିୟର ବୋତଲ ଦେଖାଇବା ସହ ମାରପିଟ କରିଥିଲେ । ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ…

ଲଦାଖର ପାୱାର ଗ୍ରୀଡକୁ ଟାର୍ଗେଟ କରୁଥିଲେ ଚାଇନା ହ୍ୟାକର !

ନୂଆଦିଲ୍ଲୀ: ଲଦାଖର ପାୱାର ଗ୍ରୀଡକୁ ହ୍ୟାକ କରି ଅଚଳ କରିବା ପାଇଁ ଚାଇନା ହ୍ୟାକର ଉଦ୍ୟମ କରୁଥିବା ଖବର ହସ୍ତଗତ ହୋଇଛି । କେନ୍ଦ୍ରମନ୍ତ୍ରୀ ଆରକେ ସିଂ ଏହି ତଥ୍ୟ ଉଜାଗର କରିଛନ୍ତି । ତେବେ ଏହାକୁ ଆମ ଇଂଜିନିୟରମାନେ ସଫଳତାର ସହ ଅକାମୀ କରିଥିଲେ ବୋଲି ସେ କହିଛନ୍ତି । ଅଗଷ୍ଟରୁ ମାର୍ଚ୍ଚ…

ବନ୍ଦ ହୋଇଗଲା ଭାରତ-ଋଷିଆ ବିମାନ ସେବା, ଋଷିଆ ଯିବାକୁ ଏୟାର ଇଣ୍ଡିଆର ନାହିଁ ଇନସ୍ୟୁରାନ୍ସ

ନୂଆଦିଲ୍ଲୀ: ବନ୍ଦ ହୋଇଗଲା ଭାରତ-ଋଷିଆ ବିମାନ ସେବା । ଏବେ ଭାରତରୁ ଋଷିଆ କିମ୍ବା ଋଷିଆରୁ ଭାରତ ବିମାନ ଆଉ ଚାଲିବନି । ପ୍ରତ୍ୟକ୍ଷ ଭାବେ ଏହି ଦୁଇ ଦେଶ ମଧ୍ୟରେ ଆଉ ବିମାନ ଚାଲିବନି । ଭାରତରୁ ଋଷିଆ ଏୟାର ଇଣ୍ଡିଆର ଗୋଟିଏ ବିମାନ ଚାଲୁଥିଲା । ଯାହା ସପ୍ତାହକୁ ଦୁଇ ଦିନ ଚଳାଚଳ କରିଥାଏ ।…

ପରୀକ୍ଷା ହଲରେ ବି “ପୁଷ୍ପରାଜ” ରାଜୁତି

ଭୁବନେଶ୍ୱର: ଅଲ୍ଲୁ ଅର୍ଜୁନ୍ ଷ୍ଟାରର୍ ଫିଲ୍ମ ପୁଷ୍ପାର କ୍ରେଜ୍ ଏବେ ଲୋକଙ୍କ ନିକଟରେ କମିବାର ନାଁ ଧରୁନି । ବକ୍ସ ଅଫିସରେ ବ୍ଲକବଷ୍ଟର୍ ଟ୍ୟାଗ୍ ହାସଲ କରିଥିବା ଏହି ଫିଲ୍ମର ହିନ୍ଦୀ ଭର୍ସନର ଅନେକ ଡାଇଲଗ୍ ଭାଇରାଲ୍ ହୋଇଥିଲା । ସେଥିମଧ୍ୟରୁ "ପୁଷ୍ପା..ପୁଷ୍ପରାଜ, ଝୁକେଗା ନହିଁ ସାଲା"…

ସାମ୍ବାଦିକ ନା ଅପରାଧୀ ,ଗୋଡରେ କାହିଁକି ପଡିଲା ଶିକୁଳି ?

ବାଲେଶ୍ୱର : ସାମ୍ବାଦିକଙ୍କ ଗୋଡରେ ହାତକଡି ପକାଇଲା ପୋଲିସ । ହୋମଗାର୍ଡଙ୍କୁ ମାରପିଟ କରିବା ଅଭିଯୋଗରେ ସାମ୍ବାଦିକଙ୍କ ଗୋଡରେ ପୋଲିସ ହାତକଡି ପକାଇଛିା ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ନୀଳଗିରିରେ ଦେଖିବାକୁ ମିଳିଛି । ଏହିଭଳି ଘଟଣାକୁ ସାଧାରଣରେ ତଥା ସାମ୍ବାଦିକ ମହଲରେ ଘୋର ନିନ୍ଦା…

ହିଜାବ ବିବାଦରେ ମୁଣ୍ଡ ଖେଳଉଛି ଅଲ-କାଏଦା, ବିଜେପି-କଂଗ୍ରେସର କଡ଼ା ସମାଲୋଚନା

ବେଙ୍ଗାଲୁରୁ: ହିଜାବ ବିବାଦରେ ବୁଧବାର ମୁଣ୍ଡ ପୁରେଇଛି ଅଲ-କାଏଦା । କର୍ଣ୍ଣାଟକ ହାଇକୋର୍ଟକୁ ବିରୋଧ କରି ମନ୍ତବ୍ୟ ରଖିଛନ୍ତି ଅଲ-କାଏଦା ମୁଖ୍ୟ ଏମାନ-ଅଲ-ଜୱାହିରି । ସେ ଏକ ୮ ମିନିଟ୍ ୪୩ ସେକେଣ୍ଟର ଭିଡିଓ ଜାରି କରିଛନ୍ତି । କର୍ଣ୍ଣାଟଙ୍କ ହାଇକୋର୍ଟଙ୍କ ରାୟକୁ ମୁସଲମାନ ବିରୋଧୀ ବୋଲ…

ଜାଲରେ ପଡିଲା ବିଚିତ୍ର ଜୀବ, ବେବି ଡ୍ରାଗନ୍ ?

ଭୁବନେଶ୍ୱର: ୟୁକ୍ରେନ୍ ଉପରେ ଯୁଦ୍ଧର କଳା ବାଦଲ । ଏତିକି ବେଳେ ଋଷିଆରୁ ଆସିଛି ତାଜୁବକର ଖବର । ସମୁଦ୍ରରୁ ଧରାପଡିଛି ଏକ ଅଦ୍ଭୁତ ଜୀବ । ଦେଖଣାହାରୀ ଦାବି କରିଛନ୍ତି ଜୀବଟି ଅବିକଳ ବେବି ଡ୍ରାଗନ୍ ଭଳି ଦେଖାଯାଉଛି । ଋଷିଆର ରୋମନ୍ ଫେଡୋର୍ଟସୋ ନାମକ ଜଣେ ୩୯ ବର୍ଷୀୟ ବ୍ୟକ୍ତି ନରୱେ…

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ : ସ୍ୱାସ୍ଥ୍ୟ ପ୍ରତି ସେଚେତନ ରହିବା ନିହାତି ଆବଶ୍ୟକ

ଭୁବନେଶ୍ୱର : ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ସଫଳ ଜୀବନ ପାଇଁ ସୁସ୍ଥ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ୱାସ୍ଥ୍ୟ ଭଲ ନରହିଲେ ମଣିଷ ଠିକ୍ ଭାବେ ଜୀବନ ଯାପନ କରିପାରିବ ନାହିଁ । ସ୍ୱାସ୍ଥ୍ୟପ୍ରତି ସଚେତନ ରହିବା ଲାଗି ପ୍ରତିବର୍ଷ ଏପ୍ରିଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ…