Latest Odisha News

BREAKING NEWS

Browsing Category

ଫିଚର

ଭାରତର ନୀତିକୁ ପ୍ରଶଂସା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ହେଲେ କାହିଁକି ?

ଇସଲାମାବାଦ: ନିଜ ଦେଶରେ ଅନାସ୍ଥା ପ୍ରସ୍ତାବ ଭୋଟର ପରୀକ୍ଷା ଦେବାକୁ ଯାଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତକୁ ପ୍ରଶଂସା କରିଛନ୍ତି। ମୁଖ୍ୟତଃ ଭାରତର ବୈଦେଶିକ ନୀତିକୁ ଇମ୍ରାନ୍ ପ୍ରଶଂସା କରିବା ପାକିସ୍ତାନ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।  ସେ କହିଛନ୍ତି ଯେ…

ଭୁବନେଶ୍ୱରରେ ଆରମ୍ଭ ହେଲା ଜାତୀୟ ଭାରୋତୋଳନ ଚାମ୍ପିୟନଶିପ

ଭୁବନେଶ୍ୱର: ଜାତୀୟ ଭାରୋତୋଳନ ଚାମ୍ପିୟନଶିପ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି । ୩୦ ରାଜ୍ୟର ୮୦୦ ପ୍ରତିଯୋଗୀ ଯୁବ, ଜୁନିୟର ଓ ସିନିୟର ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଭାରତୀୟ ୱେଟଲିଫ୍ଟିଂ ଫେଡେରେଶନ, ଓଡିଶା ୱେଟଲିଫ୍ଟିଂ ଆସୋସିଏଶନ ଏବଂ ଓଡିଶା ସରକାର କ୍ରୀଡା ଓ ଯୁବ ବ୍ୟାପାର…

ଆରଜେଡିରେ ବିଲୟ ହେଲା ଏଲଜେଡି

ପାଟନା: ବିହାରରେ ଦୀର୍ଘ ଦିନ ପରେ ଦୁଇ ପୁରୁଣା ରାଜନୈତିକ ବନ୍ଧୁ ଏକତ୍ର ହୋଇଛନ୍ତି କହିଲେ ଭୁଲ ହେବନି । ରବିବାର ଶରଦ ଯାଦବଙ୍କ ଲୋକତାନ୍ତ୍ରିକ ଜନତା ଦଳ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳରେ ବିଲୟ ହୋଇଛି । ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଛି । ଆରଜେଡି ମୂଖ୍ୟ…

୪୧ ଡିଗ୍ରୀ ଟପିଲା ଟିଟିଲାଗଡ଼ ସହରର ତାପମାତ୍ରା

ଭୁବନେଶ୍ୱର: ଆଜି ରାଜ୍ୟର ୫ଟି ସହହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ୪୧.୪ ଡ଼ିଗ୍ରି ସହ ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ସେହିପରି ବଲାଙ୍ଗୀରରେ ୪୧ ଡ଼ିଗ୍ରି, ଅନୁଗୁଳରେ ୪୦.୧ ଡ଼ିଗ୍ରି, ବୌଦ୍ଧ ଏବଂ ବାରିପଦା ରେ ୪୦ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ…

ଦକ୍ଷିଣ କୋରିଆ ଏବଂ ଚୀନରେ ବଢୁଛି କରୋନା ସଂକ୍ରମଣ, କ’ଣ ରହିଛି କାରଣ?

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଦକ୍ଷିଣ କୋରିଆରେ ସଂକ୍ରମଣ ଉପରମୁହାଁ ରହିବା ପରେ ଏବେ ତଳମୁହାଁ ହୋଇଛି । ସାମନ ଗ୍ରାଫ ଚୀନରେ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଶନିବାର ବର୍ଷେ ପରେ ଚୀନରେ କୋଭିଡରେ ପ୍ରାଣ ହରାଇଛନ୍ତି ଦୁଇ ଜଣ । କେବଳ ଦକ୍ଷିଣ କୋରିଆ କିମ୍ବା ଚାଇନା ନୁହେଁ ଅନେକ…

ହୋଲି ପାଳନ ବେଳେ ଫୁଟିଲା ବୋମା, ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ

ପୁରୀ: ହୋଲି ପାଳନ ବେଳେ ଫୁଟିଲା ବୋମା । ପୁରୀ ଜିଲ୍ଲା ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ଗତକାଲି ବୋମାମାଡ଼ ଓ ଗୁଳି ଚାଳନା ପରେ ଚାପା ଉତ୍ତେଜନା ଲାଗି ରହିଛି । ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ ପ୍ରଶାସନ । ଗିରଫଦାରୀ ଭୟରେ ପୂରା ଦଣ୍ଡୁଆସିପଡ଼ା ଗାଁ…

‘ବାପା, ମା’ ଜୀବିତ ଥିଲେ ପୁଅ ସମ୍ପତ୍ତିର ମାଲିକାନା ଦାବି କରିପାରିବନି’

ମୁମ୍ବାଇ:  ବାପା-ମା' ଜୀବିତ ଥିଲେ ପୁଅ ସମ୍ପତ୍ତିର ମାଲିକାନା କିମ୍ବା ଭାଗ ଦାବି କରିପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ଏକ ଆବେଦନର ଶୁଣାଣି କରି ରାୟ ଦେଇଛନ୍ତି। ବାପାଙ୍କୁ ବିଧି ସଂରକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ହୋଇଥିବା ପୁଅର ଆବେଦନକୁ ହାଇକୋର୍ଟ ଶୁଣାଣି ପାଇଁ ଖାରଜ…

ୟୁକ୍ରେନରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି ରୁଷ୍, ୮୪୭ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୫ ଦିନରେ ପହଞ୍ଚିଛି ୟୁକ୍ରେନ-ରୁଷ୍ ଯୁଦ୍ଧ । ଘମାଘୋଟ ଲଢ଼େଇ ଚାଲିଛି । ଘନ ଘନ ହମଲା କରୁଛି ପୁଟିନ୍ ସେନା । ପାଲଟା ଆକ୍ରମଣ ବି କରୁଛି ୟୁକ୍ରେନ୍ । ଯୁଦ୍ଧ ଯେତିକି ଲମ୍ବୁଛି, ସେତିକି ଉଗ୍ର ହେଉଛି ପୁଟିନ୍ ସେନା । କୌଣସି ବାଛବିଚାର ନକରି ସାଧାରଣ ଲୋକଙ୍କ ଜୀବନ…

ବାଣୀବିହାରରେ ଛାତ୍ର ଉତ୍ତେଜନା

ଭୁବନେଶ୍ୱର: ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହାପରେ ବିଳମ୍ବିତ ରାତିରେ ହଷ୍ଟେଲରେ ଗାଡି ପୋଡ଼ିଦେଲେ ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ବାଣୀବିହାର ଛାତ୍ର ନିବାସରେ ଚାପା ଉତ୍ତେଜନା ଦେଖାଦେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ…

ସ୍ତ୍ରୀ ମଟନ ରୋଷେଇ ନକରିବାରୁ ଥାନାକୁ ଜଣାଇଲେ ମହିଳାଙ୍କ ସ୍ୱାମୀ, ଆଉ ତା ପରେ . . .

ହାଇଦ୍ରାବାଦ: ଜଣେ ବ୍ୟକ୍ତି ନିଶାରେ ଥିଲେ, ଆଉ ଏହି ସମୟରେ ନିଜର ଖାଇବା ପାଇଁ ରଖିଥିବା ଅଭିଳାଶକୁ ବି ପୂରଣ କରିବାକୁ ଚାହୁଁଥିଲେ । କିନ୍ତୁ ଅପରପକ୍ଷେ ବ୍ୟକ୍ତି ଯେତେବେଳେ ସଂପୃକ୍ତ ବ୍ୟକ୍ତିଙ୍କ ଇଚ୍ଛାନୁସାରେ କାମ ନକରେ ତାହେଲେ ଜଣେ କଣ କରିବେ ? ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି…