Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ପ୍ରତି ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା

ପୁରୀ: ଏଣିକି ସବୁ ଦିନ ଜଗା ଦର୍ଶନ । ଆଜିଠାରୁ ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ବଡ଼ଦେଉଳ ଦୁଆର । ଆଜିଠୁ ପ୍ରତି ରବିବାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ପୂର୍ବରୁ କରୋନା କଟକଣା ଯୋଗୁ ସପ୍ତାହରେ ୬ ଦିନ ଦର୍ଶନ ଅନୁମତି ଥିଲା । ସଂକ୍ରମଣ କମିବା ପରେ ସ୍ଥିତି ଦେଖି…

ବାଲୁକା କଳାରେ ପଖାଳ ଦିବସର ଶୁଭେଚ୍ଛା

ପୁରୀ: ଆଜି ବିଶ୍ୱ ପଖାଳ ଦିବସ । ପଖାଳକୁ ଭଲ ପାଉଥିବା ଲୋକଙ୍କ ପାଇଁ ଦିନଟିଏ । ଓଡ଼ିଆଙ୍କର ପ୍ରିୟ ଖାଦ୍ୟ । ଏହାକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ବାଲୁକା କଳାରେ ପଖାଳ ଦିବସର ଶୁଭେଚ୍ଛା…

ଯାଜପୁର ଖରସ୍ରୋତାରେ ବୁଡ଼ି ଯାଇଥିବା ୬ ଜଣଙ୍କର ମୃତଦେହ ମିଳିଲା

ଯାଜପୁର: ବଡ଼ସୁଆର ନିକଟରେ ଖରସ୍ରୋତା ନଦୀରେ ବୁଡ଼ି ଯାଇଥିବା ୬ ଜଣ ଯୁବକଙ୍କ ମୃତଦେହ ମିଳିଛି । ଆଜି ଆଉ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନାଁ ବିଶ୍ୱଜିତ ଜେନା । ଗତକାଲି ଯାଏ ୫ ଜଣଙ୍କର ମରଶରୀର ଉଦ୍ଧାର କରିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ତିନି ଦିନରେ…

ପ୍ରତିଶ୍ରୁତି ପୂରଣ କଲା ଜନତାଙ୍କ ‘ଆପ’, ପ୍ରଥମ କ୍ୟାବିନେଟରେ ୨୫ ହଜାର ନିଯୁକ୍ତିକୁ ମୋହର

ଚଣ୍ଡିଗଡ: ୧୦ କ୍ୟାବିନେଟ ମନ୍ତ୍ରୀ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନେତୃତ୍ୱରେ ବସିଥିଲା ବୈଠକ । ଏହି ବୈଠକରେ ୨୫ ହଜାର ନିଯୁକ୍ତି ସୃଷ୍ଟି କରିବାକୁ କ୍ୟାବିନେଟ ନିଷ୍ପତି ନେଇଛି । ୨୫ ହଜାର ଚାକିରିରୁ ୧୫ ହଜାର ପୁଲିସ ଚାକିରି ଏବଂ ୧୦ ହଜାର ଅନ୍ୟାନ୍ୟ ବିଭାଗ ପାଇଁ ରହିବ ।…

ମହିଳା ବିଶ୍ୱକପ କ୍ରିକେଟ: ଭାରତକୁ ହରାଇ ସେମିରେ ପ୍ରବେଶ ନିଶ୍ଚିତ କଲା ଅଷ୍ଟ୍ରେଲିଆ

ଅକଲାଣ୍ଡ: ଆଇସିସି ମହିଳା ବିଶ୍ୱକପ କ୍ରିକେଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ବିଜୟ ସହ ଅଷ୍ଟ୍ରେଲିଆ ସେମି ଫାଇନାଲ ପ୍ରବେଶ ଏକ ପ୍ରକାର ନିଶ୍ଚିତ କରିଛି । ପ୍ରଥମେ ବ୍ୟାଟିଂ…

ହୋଲି ଖେଳ ହେଲା କାଳ: ଇନ୍ଦ୍ରାବତୀ ନଦୀରେ ବୁଡି ୨ ମୃତ

କୋରାପୁଟ : ହୋଲି ଖେଳ ହେଲା କାଳ । ହୋଲି ଖେଳିସାରି ଗାଧୋଇବା ବେଳେ  ଇନ୍ଦ୍ରାବତୀ ନଦୀରେ ଦୁଇ ଯୁବକ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି ।ଏହି ଦୁଇ ଜଣ ଯୁବକ ହେଉଛନ୍ତି କୋଟପାଡର ଜଗନ୍ନାଥ ମାହାପାତ୍ର ଏବଂ ଅଙ୍କୁଶ ନାୟକ । ଖବର ପାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଦମକଳ ବିଭାଗ । ଏହି…

ଭାରତର ଜ୍ୱାଇଁ ହେଲେ ମ୍ୟାକ୍ସୱେଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ ଶେଷରେ ଭାରତର ଜ୍ୱାଇଁ ହେବାର ଗୌରବ ଅର୍ଜନ କରିଛନ୍ତି । ମ୍ୟାକ୍ସୱେଲ ଭାରତୀୟ ବଂଶୋଦ୍ଭବ ଭିନି ରମଣଙ୍କୁ ଦୀର୍ଘ ଦିନ ହେବ ଭଲ ପାଉଥିଲେ । ରଙ୍ଗମୟ ପରିବେଶରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ୨୦୨୦ରେ ଉଭୟଙ୍କ ନିର୍ବନ୍ଧ…

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା , ଶିଶୁ ମୃତ

କୋରାପୁଟ : ହୋଲିରେ ଅଘଟଣ । କୋରାପୁଟ କୋକ୍ରିଗୁଡା ଛକ ନିକଟରେ ବାଇକ ଟ୍ରକ ମୁହାଁମୁହିଁ ଧକ୍କା ।ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଛୋଟ ଶିଶୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଶିଶୁଟିର ମାମୁ ପୁରୁଷୋତ୍ତମ ଖିଲ ଗୁରୁତର ଆହତ ହୋଇପଡିଛନ୍ତି ।ତାଙ୍କୁ କୋରାପୁଟ ସହିଦ ଲଷ୍ମଣନାୟକ…

ଖରସ୍ରୋତା ନଦୀରେ ୭ ଜଣ ବୁଡିଯିବା ଘଟଣା : ଚତୁର୍ଥ ଜଣକ ମୃତ ଦେହ ଉଦ୍ଧାର

ଯାଜପୁର  : ଖରସ୍ରୋତା ନଦୀରେ ଗତକାଲି ପିଲାମାନେ ବୁଡିଯିବା ଘଟଣା । ଖରସ୍ରୋତା ନଦୀରେ ୭ ଜଣ ବୁଡି ଯାଇଥିଲେ । ଚତୁର୍ଥ ଜଣଙ୍କ ମୃତ ଦେହ ଏବେ ଉଦ୍ଧାର ହୋଇଛି । । ଅଗ୍ନିସମ ବାହିନୀ କର୍ମଚାରୀ ମାନେ ୨୪ ଘଣ୍ଟା ହେବ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସକାଳେ ଅଗ୍ନିସମ ବାହିନୀ କ୍ରିଷ୍ଣା…

[ଭିଡିଓ] ପତିଙ୍କ ସହ ହୋଲି ଖେଳିଲେ ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା

ଦିଲ୍ଲୀ  : ସବୁଆଡେ ହୋଲିର ମାହୋଲ । ବଲିଉଡରେ ସେଲିବ୍ରେଟି ମାନେ ମଧ୍ୟ ଏହି ହୋଲି ଖେଳରୁ ବାଦ୍ ପଡିନାହାନ୍ତି । ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ହୋଲି ଖେଳିବାର ଫୋଟ ଓ  ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ଏହି ଭଡିଓରେ ପ୍ରିୟଙ୍କା ନିକି ଜୋନ୍ସଙ୍କ ସହ ହୋଲି ଖେଳୁଥିବା…