Latest Odisha News

BREAKING NEWS

Browsing Category

ଫିଚର

ନୂଆଦିଲ୍ଲୀରୁ ଉଡାଣ ଭରିଥିବା ବିମାନ ହଠାତ୍ ପାକିସ୍ତାନରେ କଲା ଅବତରଣ

ଇସଲାମାବାଦ: ବୈଷୟିକ ତ୍ରୁଟି କାରଣରୁ କାତାର ଏୟାରୱେଜର QR579 ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହି ବିମାନ ଦିଲ୍ଲୀରୁ ଦୋହାକୁ ଯାଉଥିଲା ଯେଉଁଥିରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ। କାତାର ଏୟାରୱେଜ୍ କହିଛି ଯେ ବିମାନ ଉଡ଼ାଣ ସମୟରେ କାର୍ଗୋ ହୋଲ୍ଜରୁ ଧୂଆଁ…

ନିଜ ଦଳ କଂଗ୍ରେସକୁ ମଧ୍ୟ କ୍ଷମା ଦେବିନି: ଆଜାଦ୍

ଜମ୍ମୁ: ଦେଶ ଭିତରେ ଲୋକଙ୍କୁ ବିଭାଜନ କରିବାକୁ କୌଣସି ରାଜନୈତିକ ଦଳ ପଛାଇ ନାହାନ୍ତି । ଯେଉଁଥିରେ ନିଜ ଦଳ କଂଗ୍ରେସ ମଧ୍ୟ ରହିଛି । ଏହା କହିଛନ୍ତି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ । କଂଗ୍ରେସର ଅସନ୍ତୁଷ୍ଟ ୨୩ କଂଗ୍ରେସ…

[ଦେଖନ୍ତୁ ଭିଡିଓ] ୟୁକ୍ରେନର ସପିଂ ମଲରେ ରୁଷର ଭୟଙ୍କର ବିସ୍ଫୋରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୬ ଦିନରେ ପହଞ୍ଚିଛି ରୁଷ-ୟୁକ୍ରେନ୍ ଲଢ଼େଇ । ଅଧିକ ହିଂସ୍ର ହୋଇ ଉଠିଛି ପୁଟିନ୍ ସେନା । ସେପଟେ ପ୍ରତିଆକ୍ରମଣକୁ ବି ଜୋରଦାର କରିଛି ୟୁକ୍ରେନ୍ । ଆଜି କିଭର ଏକ ସପିଂ ମଲରେ ଭୟଙ୍କର ବିସ୍ଫୋରଣ କରିଛି ରୁଷ୍ ସେନା । ରେଟ୍ରୋଭିଲ୍ ସପିଂ ମଲକୁ ଉଡ଼ାଇ ଦେଇଛି ।…

ପୁରୀରେ ସେବାୟତଙ୍କୁ ହତ୍ୟାର ପର୍ଦ୍ଦାଫାସ: ୨ ଷଡଯନ୍ତ୍ରକାରୀଙ୍କ ସମେତ ୬ ଗିରଫ

ପୁରୀ: ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ପର୍ଦ୍ଦାଫାସ୍ । ପ୍ରେସମିଟରେ ମାମଲାର ପର୍ଦ୍ଦାଫାସ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଲ ସିଂ । ହତ୍ୟାକାଣ୍ଡରେ ୬ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଅଛନ୍ତି ୨ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ…

ତେଲ ପକାଇବା ବାହାନରେ ଆସି ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଲୁଟ୍

କେନ୍ଦୁଝର: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍ । ତେଲ ପକାଇବା ବାହାନାରେ ଆସି ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଧରି ଛୁ ମାରିଲେ ଲୁଟେରା । କେନ୍ଦୁଝର ଜିଲ୍ଲା ପଦ୍ମପୁର ପୁଟୁଳିଆରେ ଥିବା ରାଲିଏନ୍ସ ପେଟ୍ରୋଲ…

ଆସନ୍ତା ୧୨ ଘଣ୍ଟାରେ ଆଣ୍ଡାମାନ ସାଗରରେ ବାତ୍ୟା

ନୂଆଦିଲ୍ଲୀ: ମାଡ଼ି ଆସୁଛି ବାତ୍ୟା ଅସାନୀ । ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତ । ଆସନ୍ତା ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏହାର ନାଁ ରହିବ ଅସାନୀ । ଗତକାଲି ଡିପ୍ରେସନ୍ ଆଜି ଡିପ୍ରେସନରେ ପରିଣତ…

ୟୁକ୍ରେନରେ ମୃତ ମେଡିକାଲ ଛାତ୍ର ନବୀନଙ୍କ ମୃତଦେହ ବେଙ୍ଗାଲୁରୁରେ ପହଞ୍ଚିଲା

ବେଙ୍ଗାଳୁରୁ: ୟୁକ୍ରେନ୍ ଖାରକିଭରେ ରୁଷ ସେନାର ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଭାରତୀୟ ମେଡିକାଲ ଛାତ୍ର ନବୀନ ଜ୍ଞାନଗୌଦରଙ୍କ ମୃତଦେହ ବେଙ୍ଗାଳୁରୁରେ ପହଞ୍ଚିଛି । ମାର୍ଚ୍ଚ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ୨୦ ଦିନ ପରେ ମରଶରୀର ଭାରତରେ ପହଞ୍ଚିଛି । ବେଙ୍ଗାଳୁରୁ…

ଜେଲେନସ୍କିଙ୍କ ବଡ଼ ବୟାନ: ଆଲୋଚନା ପାଇଁ ପୁଟିନ ରାଜି ନହେଲେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୬ ଦିନରେ ପହଞ୍ଚିଲାଣି ରୁଷ-ୟୁକ୍ରେନ୍ ଯୁଦ୍ଧ । ମିସାଇଲ୍, ରକେଟ୍ ଓ ଟ୍ୟାଙ୍କ ମାଡ଼ରେ ୟୁକ୍ରେନର ଅନେକ ସହର ଛାରଖାର ହୋଇ ଗଲାଣି । ବହୁ ଜୀବନ ବି ଗଲାଣି । ଯୁଦ୍ଧ ଲମ୍ବୁଥିବା ବେଳେ ଭୟାବହ ସ୍ଥିତି ବି ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ବଡ଼ ବୟାନ ଦେଇଛନ୍ତି…

ପୁରୀ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା, ୪ ଅଟକ

ପୁରୀ: ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ  କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୪ ଜଣ ଅଟକ । ଏହି ଚାରି ଜଣଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଷଡଯନ୍ତ୍ରକାରୀ ରହିଛନ୍ତି ବୋଲି ସୂଚନା ରହିଛି । ଅଟକଙ୍କ ମଧ୍ୟରେ ରହିଛନ୍ତି କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ । ଗୁନସିଂହାରୀ ମୃତ୍ୟୁ ଘଟଣାରେ…

ଋଷ-ୟୁକ୍ରେନ ଯୁଦ୍ଧ ବେଳେ ନେହରୁଙ୍କ କୂଟନୀତିକୁ ବ୍ୟବହାର କରୁଛନ୍ତି ମୋଦୀ !

ନୂଆଦିଲ୍ଲୀ: ରାତି ପାହିଲେ ଅଷ୍ଟ୍ରେଲିଆ ସହ ଭାରତର ଡିଜିଟାଲ ଶିଖର ସମ୍ମିଳନୀ ରହିଛି । ଏହା ପୂର୍ବରୁ ଭାରତକୁ ପ୍ରଶଂସା କରିଛି ଅଷ୍ଟ୍ରେଲିଆ। ରବିବାର ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବେରି ଓ ଫାରେଲ ରୁଷ-ୟୁକ୍ରେନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ।…