Latest Odisha News

BREAKING NEWS

Browsing Category

ଫିଚର

ମୋଦୀଙ୍କ ‘କଂଗ୍ରେସ ମୁକ୍ତ ଭାରତ’ ଅଭିଯାନ ବିରୋଧରେ ଗଡ଼କରୀ ?

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରୁ କଂଗ୍ରେସ ହଟିବା ନେଇ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାରା ଦେଉଛନ୍ତି ଅନ୍ୟପଟେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ କହିଛନ୍ତି, ଦେଶରେ କଂଗ୍ରେସ ସୁଦୃଢ ହେବା ଦରକାର । ପାଞ୍ଚ ରାଜ୍ୟରେ କଂଗ୍ରେସ ମୂଳପୋଛ ହେବା ପରେ…

ଅପରାଜିତାଙ୍କୁ ଖାରବେଳଙ୍କ ପ୍ରଶ୍ନ, ଦଳକୁ ଏକାଠି କରିବ କିଏ ?

ଭୁବନେଶ୍ୱର: ନିଜର ଏକ ସ୍ୱତନ୍ତ୍ର ସଙ୍ଗଠନ କରି ନିଜର ପତିଆରା ବିସ୍ତାର କରୁଥିବା ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱର ସାଂସଦଙ୍କ ବିରୋଧରେ ଏକଚାଟିଆ ନିଷ୍ପତ୍ତି ନେଉଥିବା ଅଭିଯୋଗ ଆସିଛି । ମେୟର ନିର୍ବାଚନ ବେଳେ ସାଂସଦ ଅପରାଜିତା ନିଜ ଇଚ୍ଛାରେ ପ୍ରାର୍ଥୀ ଦେଉଥିଲେ ଏବଂ ହାରିବା ପରେ…

ବୋମା ଫୁଟି ୩ ଜଣ ନାବାଳିକା ଗୁରୁତର ,ହସ୍ପିଟାଲରେ ଭର୍ତି

ଭଦ୍ରକ : ଭଦ୍ରକ ଜିଲା ଵନ୍ତ ବ୍ଲକ ତ୍ରିକୋଣ ଗାଁରେ ଅଘଟଣ । ବୋମା ଫୁଟି ୩ ଜଣ ଶିଶୁ କନ୍ୟା ଗୁରୁତର ହୋଇପଡିଛନ୍ତି । ଗୁରୁତର ନାବାଳିକା ମାନେ ହେଲେ ଦେବତା ଗଢିଆ ଅଞ୍ଚଳର ସବିତା ମୁର୍ମୁ (୯), ପୂଜା ହାଂସଦା(୧୦) ଓ ବାସନ୍ତି ହାଂସଦା (୮) । ପିଲାମାନେ ଖେଳୁଥିଲେ । ଏହି ସମୟରେ ତ୍ରୀକୋଣା…

ସପ୍ତମ ବେତନ କମିଶନର ୨୦% ବକେୟା ଦେୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

 ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କୁ ମିଳିବ ବକେୟା ଦେୟ । ସପ୍ତମ ବେତନ କମଶନ ବାବଦରେ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ସରକାରୀ କର୍ମଚାରୀ ମାନେ ସମ୍ପୁର୍ଣ୍ଣ ବକେୟା ରାଶି ପାଇପାରିବେ । ପୂୂର୍ବରୁ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ମାରିବା ଘଟଣା ,୯ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ମାରିବା ଘଟଣା । ଏହି ଅଭିଯୋଗରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି ।ଏହି ଅଭିଯୁକ୍ତ ମାନେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବାଣପୁର ବ୍ଲକ ପରିସରରେ ନିସ୍ତୁକ ମାଡ ମାରିଥିଲେ ।ପୋଲିସ ଏହି ଅଭିଯୁକ୍ତମାନଙ୍କୁ ବିଭିନ୍ନ ସ୍ଥାନରେ ଚଢାଉ କରି…

ଉଡାଣ ଭରିବା ପୂର୍ବରୁ ଇଲେକ୍ଟ୍ରି ଖୁଣ୍ଟରେ ଧକ୍କା ହେଲା ବିମାନ

ଦିଲ୍ଲୀ : ଆଜି ଦିଲ୍ଲୀରେ ଅଳ୍ପକେ ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ।ଉଡାଣ କରିବା ପୂର୍ବରୁ ବିମାନଟି ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଯାଇଥିଲା । ସୋମବାର ସକାଳେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ସ୍ପାଇସ୍ ଜେଟର ବିମାନର ୱିଙ୍ଗସ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯାଇଥିଲା । ଏହି ସମୟରେ…

ବାରୁଣୀ ଘାଟରେ ୧୪୪ ଧାରା ଜାରି , ବାରୁଣୀ ବୁଡ ବନ୍ଦ

ଯାଜପୁର : ବାରୁଣୀ  ଘାଟରେ ଲାଗିଲା ୧୪୪ ଧାରା ।ଆସନ୍ତା ୩୦ ତାରିଖରେ ବାରୁଣୀ ବୁଡ ସ୍ନାନ ଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛି । ୨୯ ଓ ୩୦ ତାରିଖ କଟକଣା ଜାରି କରିଛି ପ୍ରଶାସନ । ବ୍ୟାରେଜ ନିର୍ମାଣ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବାରୁଣୀ ବୁଡ ବନ୍ଦ…

ହ୍ୱାଟ୍ସଆପ୍ ଷ୍ଟାଟସ୍‌ରେ ଥିଲା ପାକିସ୍ତାନ ଗଣତନ୍ତ୍ର ଦିବସ ବାର୍ତ୍ତା, ଗିରଫ ହେଲେ ଭାରତୀୟ ମହିଳା

ଭୁବନେଶ୍ୱର: ପାକିସ୍ତାନର ଗଣତନ୍ତ୍ର ଦିବସର ପ୍ରଚାରପ୍ରସାର କରି ଜଣେ ଭାରତୀୟ ଯୁବତୀ ଗିରଫ ହୋଇଛନ୍ତି । ହ୍ୱାଟ୍ସଆପ୍ ଷ୍ଟାଟସ୍‌କୁ ନେଇ ସଂପୃକ୍ତ ଯୁବତୀଙ୍କ ବିରୋଧରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ…

ମାଲକାନଗିରିର ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ନଗଦ ୧କୋଟି ୩୬ ଲକ୍ଷ ଟଙ୍କା ,୧ କିଲୋ ୨୦୦ ଗ୍ରାମ୍ ସୁନା ଜବତ

ମାଲକାନଗିରି : ଓଡିଶା ଭିଜିଲାନ୍ସ ଇତିହାସରେ ରେକର୍ଡ । ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରି ଅମାପ ସମ୍ପତି ଜବତ କରିଛି ।ଆଶିଷ ଦାସଙ୍କ ଘରୁ ନଗଦ ଏକ କୋଟି ୩୬ ଲକ୍ଷ ୩୫ ହଜାର ଟଙ୍କା ଓ୧ କିଲୋ ୨ଶହ ଗ୍ରାମ ସୁନା…

ଡେବ୍ୟୁ କରିବ ଗୁଜରାଟ ଟାଇଟନ୍ସ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲରେ ଅନେକ ଦଳରେ ନୂଆ ଅଧିନାୟକ ନେତୃତ୍ୱ ନେଇଛନ୍ତି । ହେଲେ ସମସ୍ତଙ୍କ ମଧ୍ୟରୁ ସବୁଠୁ ଅଧିକ ଦୃଷ୍ଟି ଆକର୍ଷଣ କରିଛନ୍ତି ଗୁଜରାଟ୍ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆଜି ଗୁଜରାଟ୍ ଟିମ୍ ଏମିତି ଜଣେ ଅଧିନାୟକୁ ନେଇ ଡେବ୍ୟୁ କରିବାକୁ ଯାଉଛି, ଯିଏ…