Latest Odisha News

BREAKING NEWS

Browsing Category

ଫିଚର

ପୁଣି ନନ୍ଦନକାନନରେ ପଶିଲେ ଜଙ୍ଗଲୀ ହାତୀ, ବାହାର କରିବାକୁ କସରତ

ଭୁବନେଶ୍ୱର: ନନ୍ଦନକାନନରେ ପୁଣି ପଶିଲେ ଜଙ୍ଗଲୀ ହାତୀ । ଆଜି ଦୁଇଟି ହାତୀ ଚିଡିଆଖାନା ଭିତରେ ପ୍ରବେଶ କରିଛନ୍ତି । ସେମାନେ ଏବେ ବାଘ ସଫାରୀ ପଛ ପଟ ଜଙ୍ଗଲରେ ଥିବା ଜଣାପଡ଼ିଛି । ହାତୀଙ୍କୁ ବାହାର କରିବା ପାଇଁ ଲାଗିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ଗତ ୮ ତାରିଖରେ ନନ୍ଦନକାନନରେ…

କୁଆଡ଼େ ଗଲେ ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ ? ଖୋଜୁଛି ପୋଲିସ

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ । ୨୪ ଘଣ୍ଟା ପରେ ବି ସେମାନଙ୍କର କୌଣସି ପତ୍ତା ମିଳୁନି । କୁଆଡ଼େ ଗଲେ ଓ କେଉଁଠି ଅଛନ୍ତି ସେନେଇ କୌଣସି ସୂଚନା ଏଯାଏ ପାଇନି ପୋଲିସ । ଖୋଳତାଡ କରୁଛି ସହିଦନଗର ଥାନା ପୋଲିସ । ପୋଲିସ ଜଣେ ଛାତ୍ରୀଙ୍କ ହଷ୍ଟେଲ ରୁମରୁ…

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ । ଏଆଇସିସି ସଭାପତି ସୋନିଆ ଗାନ୍ଧିଙ୍କ ପାଖକୁ ହାତଲେଖା ଇସ୍ତଫାପତ୍ର ପଠାଇଛନ୍ତି ସିଦ୍ଧୁ । ଧାଡ଼ିକିଆ ଇସ୍ତଫାପତ୍ର ପଠାଇଛନ୍ତି । ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେସବୁ ରାଜ୍ୟର…

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ପଡ଼ିବନି ପ୍ରଭାବ

ଭୁବନେଶ୍ୱର: ମାର୍ଚ୍ଚ ମାସରେ ଲଘୁଚାପ । ଘୁର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗକୁ ଏହା ଅଧିକ ଘନୀଭୂତ ହେବ । କିଛି ପାଣିପାଗ ସଂସ୍ଥାର…

ପଞ୍ଜାବରେ ଆଜିଠୁ ଆପ୍ ସରକାର: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଞ୍ଜାବରେ ଆଜିଠୁ ଆମ୍ ଆଦମୀ ପାର୍ଟି ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ଭଗୱନ୍ତ ମାନ୍ । ସହିତ ଭଗତ ସିଂହଙ୍କ ଜନ୍ମମାଟି ଖଟକର କଲାନରେ ଶପଥ ନେବେ । ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗୱନ୍ତ ମାନ । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ…

ଏନକାଉଣ୍ଟରରେ ଟଳିଲେ ୨ ମହିଳା ମାଓବାଦୀ

ମାଲକାନଗିରି: ଛତିଶଗଡ଼ ଦାନ୍ତେଓ୍ୱାଡାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଏନକାଉଣ୍ଟରରେ ଟଳିଲେ ୨ ହାର୍ଡକୋର ମହିଳା ମାଓବାଦୀ । ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ-ମାଓବାଦୀ । କଟେକଲ୍ୟାଣ ଜଙ୍ଗଲରେ ୫୦ରୁ ଅଧିକ ମାଓବାଦୀ କ୍ୟାମ୍ପ କରି ପୋଲିସକୁ ଟାର୍ଗେଟ କରିବାକୁ ଯୋଜନା…

କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମନୋଜ ବେହେରାଙ୍କ ଘର ସମେତ ଏକାକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚଳାଇଛି ଭିଜିଲାନ୍ସ । କଟକ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଚାଲିଛି ରେଡ୍ । କଟକ ଜିଲ୍ଲା ନେମାଳଠାରେ…

ଦି କଶ୍ମୀର ଫାଇଲ୍ସ: ସମାଲୋଚନା କରି ଫସିଲେ ସ୍ୱରା

ମୁମ୍ବାଇ: ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର କଶ୍ମୀର ଫାଇଲ୍ସ ସଫଳତାକୁ ବୋଧହୁଏ ହଜମ କରିପାରି ନାହାନ୍ତି । ବିଭିନ୍ନ ମହଲରେ ଏହି ଫିଲ୍ମକୁ ପ୍ରଶଂସା କରାଯାଉଥିବା ବେଳେ ସ୍ୱରା କାହାର ନାମ ନ ନେଇ ଲେଖିଛନ୍ତି ଯଦି ଆପଣ ଚାହାନ୍ତି ସଫଳତା ନେଇ କରାଯାଇଥିବା ପରିଶ୍ରମକୁ ପ୍ରଶଂସା…

ଆଇପିଏଲରେ ବଦଳିଲା ଆଉ କିଛି ନିୟମ

ମୁମ୍ବାଇ: ଆଇପିଏଲର ୧୫ତମ ସିଜନ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ । ଇତି ମଧ୍ୟରେ ବିସିସିଆର କିଛି ନିୟମରେ ପରିବର୍ତନ କରିଛି । କ୍ରିକବିଜ ରିପୋର୍ଟ ମୁତାବକ ଯଦି କୌଣସି ଟିମରେ ଖେଳାଳି କରୋନା ସଂକ୍ରମିତ ହୋଇଥାନ୍ତି ତାହାହେଲେ ପୂର୍ବ ନିର୍ଦ୍ଧାରିତ ଚୂଡାନ୍ତ ଏକାଦଶରେ ପରିବର୍ତନ କରାଯାଇପାରିବ ।…

ଫ୍ୟାନଙ୍କୁ ବର୍ଥ ଡେ ଟ୍ରିଟ୍ ଦେଲେ ଆଲିୟା, ସେୟାର କଲେ ‘ବ୍ରହ୍ମାସ୍ତ୍ର’ରେ ନିଜ ଫାଷ୍ଟ ଲୁକ୍

ମୁମ୍ବାଇ: ଆଜି ବଲିଉଡର ଗର୍ଜିୟସ କୁଇନ୍ ଆଲିୟା ଭଟ୍ଟଙ୍କ ଜନ୍ମଦିନ । ସ୍ପେଶାଲ୍ ଡେରେ ଫ୍ୟାନଙ୍କୁ ବର୍ଥ ଡେ ଟ୍ରିଟ୍ ଦେଇଛନ୍ତି ଆଲିୟା । ଅପକମିଂ ଫ୍ଲିମ ବ୍ରହ୍ମାସ୍ତ୍ରରେ ନିଜ ଫାଷ୍ଟ ଲୁକ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏହି ଫିଲ୍ମରେ ସେ ରଣବୀର କପୁରଙ୍କ ବିପକ୍ଷରେ ଅଭିନୟ…