Latest Odisha News

BREAKING NEWS

Browsing Category

ଫିଚର

ବାଇକକୁ ପିଟିଲା ଟ୍ରକ୍, ବାପା-ଝିଅ ମୃତ

ଅନୁଗୋଳ: ବାଇକରେ ଯିବା ବେଳେ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣା ନେଲା ବାପା-ଝିଅଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଖମାର ଥାନା କଲଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ସୁନୀଲ ସାହୁ ଓ ତାଙ୍କ ଝିଅ ସଙ୍ଗୀତା ସାହୁ । ଆଜି ନିଜ ଝିଅକୁ ବାଇକରେ ସାଙ୍ଗରେ ଧରି ସୁନୀଲ…

ଚୀନରେ ମାଡୁଛି କରୋନା: ଲକଡାଉନରେ ଅନେକ ସହର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱରେ ବିଭିନ୍ନ ଦେଶରେ କରୋନା ପ୍ରକୋପ କମୁଛି । କିନ୍ତୁ ଚୀନରେ କାୟା ମେଲାଉଛି କରୋନା । କରୋନାର ଉତ୍ପତ୍ତି ସ୍ଥଳ ଚୀନର ଦୈନିକ କୋଭିଡ୍ କେସ୍ ପୁଣି ଥରେ ସଂକ୍ରମଣ ଚିନ୍ତା ବଢ଼ାଇଛି । ସେଠାରେ ଦୈନିକ କେସ୍ ହୁ ହୁ ହୋଇ ବଢୁଛି । ସଂକ୍ରଣ ବଢ଼ିବା ସହ ଫେରିଛି…

ଡାକ୍ତର-ରୋଗୀ ପିଟାପିଟି, ହସ୍ପିଟାଲ ଭିତରେ ହାଇଡ୍ରାମା

ଧର୍ମଗଡ଼ (କଳାହାଣ୍ଡି): ହସ୍ପିଟାଲ ଭିତରେ ପିଟାପିଟି । ରୋଗୀ-ଡାକ୍ତର କଳି । ବଚସାରୁ ହାତାହାତି ଯାଏ କଥା ଯାଇଥିଲା । ରୋଗୀଙ୍କୁ ନିସ୍ତୁକ ପିଟିଲେ ଡାକ୍ତର । ହସ୍ପିଟାଲ ବାହାରେ ଓ ଭିତରେ ପିଟାପିଟି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼…

ସ୍ୱାମୀ ନା ପିଶାଚ: ସ୍ତ୍ରୀକୁ ଜୀଅନ୍ତା ପୋତି ଦେଇଥିଲା

କାମାକ୍ଷାନଗର: ଘରୋଇ କଳିର କରୁଣ ପରିଣତି । ସ୍ୱାମୀର ଉନ୍ମତ୍ତକାଣ୍ଡ । ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କଲା । ସେତିକିରେ ମନ ବୁଝିଲା ନାହିଁ ଯେ, ଜୀଅନ୍ତା ପୋତି ଦେଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗାଁରେ ଏଭଳି ବର୍ବର ଓ ଅମାନବୀୟ ଘଟଣା ଘଟିଛି ।…

ବାରାକ ଓବାମା କରୋନା ସଂକ୍ରମିତ, ଆରୋଗ୍ୟ କାମନା କଲେ ମୋଦି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଓବାମା । ସେ କହିଛନ୍ତି, କୋଭିଡ୍ ପରୀକ୍ଷା କରାଇଥିଲେ । ଡାକ୍ତରଙ୍କ ଅନୁସାରେ ସେ କରୋନା ସଂକ୍ରମିତ…

ରୁଷିଆ ଆକ୍ରମଣରେ ଆମେରିକା ସାମ୍ବାଦିକଙ୍କ ମୃତ୍ୟୁ

କ୍ୱିଭ: ୟୁକ୍ରେନ ଉପରେ ରୁଷିଆ ଘନ ଘନ ଆକ୍ରମଣ ଜାରୀ ରଖିଛି । ଏପରିକି ଜନବସତି ଉପରେ ମଧ୍ୟ ଗୁଳି ଓ ମିସାଇଲରେ ଆକ୍ରମଣ କରାଯାଉଥିବା ନେଇ ଖବର ପ୍ରକାଶ ପାଇଛି । ରବିବାର ଆମେରିକାର ନ୍ୟୁୟର୍କ ଟାଇମ୍ସ ସାମ୍ବାଦିକ କ୍ୱିଭରେ ରିପୋର୍ଟିଂ କରୁଥିବା ବେଳେ ରୁଷିଆ ସେନାବାହିନୀ ପକ୍ଷରୁ ଗୁଳିବର୍ଷଣ…

୪୦ ବର୍ଷ ତଳର କପିଳଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ

ବାଙ୍ଗାଲୋର: ଚଳିତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଦ୍ୱିତୀୟ ଇନିଂସରେ ସେ ମାତ୍ର ୨୮ ବଲରେ ଅର୍ଦ୍ଧଶତକ ହାସଲ କରି କପିଳଦେବଙ୍କ ୪୦ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ଭାରତ…

ରୋହିତଙ୍କ ଛକାରେ ପ୍ରଶଂସକଙ୍କ ନାକ ଭାଙ୍ଗିଲା

ବାଙ୍ଗାଲୋର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ତେବେ ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଏକ ବିଶାଳ ଛକା ଏବେ ଚର୍ଚ୍ଚାର କାରଣ ସାଜିଛି । ଏହି ଛକା ଯୋଗୁ ଷ୍ଟାଡିୟମରେ ମ୍ୟାଚ…

ଟିଏମସିରେ ଯୋଗ ଦେଲେ ଶତ୍ରୁଘ୍ନ, ଆସନସୋଲରୁ ହେବେ ପ୍ରାର୍ଥୀ

କୋଲକାତା: ବଲିଉଡର ଭେଟେରାନ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ଟିଏମସିରେ ଯୋଗ ଦେଇଛନ୍ତି । ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି । ଏହା ବ୍ୟତୀତ ତାଙ୍କୁ ଆଗାମୀ ଉପ ନିର୍ବାଚନରେ ଆସନସୋଲରୁ ପ୍ରାର୍ଥୀ କରାଯିବ ବୋଲି ମମତା କହିଛନ୍ତି । କଂଗ୍ରେସ, ବିଜେପି ପରେ ଏହି…

ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପୋଲାଣ୍ଡରୁ ହେବ ପରିଚାଳିତ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରୁ ଏଠାରେ ଥିବା ଭାରତୀୟ ଦୂତାବାସକୁ ଅସ୍ଥାୟୀ ଭାବେ ପୋଲାଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ଏହା ପରିଚାଳିତ ହେବ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପଶ୍ଚିମ ୟୁକ୍ରେନରେ ସ୍ଥିତି ଧିରେ ଧିରେ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଏହି…