Latest Odisha News

BREAKING NEWS

Browsing Category

ଫିଚର

ରୁଷକୁ ନିଜ ଦେଶରେ ବିରୋଧ: ସରକାରୀ ଟିଭି ଚ୍ୟାନେଲ୍ ଲାଇଭରେ ପଶି ଯୁଦ୍ଧକୁ ବିରୋଧ କଲେ ମହିଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ବିରୋଧରେ ରୁଷର ଯୁଦ୍ଧକୁ ସାରା ବିଶ୍ୱ ନିନ୍ଦା କରୁଛି । ରୁଷକୁ ନିଜ ଦେଶରେ ବି ବିରୋଧର ସାମନା କରିବାକୁ ପଡୁଛି । ରୁଷର ସରକାରୀ ଟିଭି ଚ୍ୟାନେଲର ଲାଇଭରେ ଜଣେ ମହିଳା ଯୁଦ୍ଧକୁ ବିରୋଧ କରିଛନ୍ତି । ଲାଇଭ୍ ସୋ ଚାଲିଥିବା ବେଳେ ଆଙ୍କର ପଛ ପଟରେ ହଠାତ୍ ଠିଆ…

ଚୀନରେ କରୋନା ରଚୁଛି ତାଣ୍ଡବ, ଲକଡାଉନରେ ୫ କୋଟି ଲୋକ

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ତାଣ୍ଡବ ରଚୁଛି ମହାମାରୀ । ସଂକ୍ରମଣ ହୁ ହୁ ହୋଇ ବଢୁଛି । ଦିନକରେ ଡବଲ୍ ହେଉଛି କରୋନା କେସ୍ । ଓମିକ୍ରନ୍ ଓ ଡେଲଟା ଦ୍ରୁତ ମାଡୁଛି । ବର୍ତ୍ତମାନ ସଂକ୍ରମଣ କରୋନାର ସବୁ ରେକର୍ଡ ପାର କରିଛି । ଗତ ୨୪ ଘଣ୍ଟାରେ ୫ହଜାରରୁ ଅଧିକ…

ସ୍କୁଲ କଲେଜରେ ହିଜାବକୁ ଅନୁମତି ନାହିଁ, ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ହିଜାବ ବିବାଦ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ସ୍କୁଲ କଲେଜରେ ହିଜାବ ବ୍ୟାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ପିଟିସନକୁ ଖାରଜ କରିଛନ୍ତି କୋର୍ଟ । ଉଡୁପିର ଛାତ୍ରୀ ସ୍କୁଲରେ ହିଜାବ ପିନ୍ଧିବାକୁ ଅନୁମତି ଦେବା ପାଇଁ…

ୟୁକ୍ରେନର ମାରିୟୁପୁଲରେ ହାହାକାର: ଖାଦ୍ୟ ଓ ପାଣି ପାଇଁ ଡହଳବିକଳ, ମିଳୁନି ଔଷଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦ ଦିନ ହେଲାଣି ରୁଷ-ୟୁକ୍ରେନ୍ ଭିତରେ ଭୟାବହ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହରକୁ ଧ୍ୱସବିଧ୍ୱସ୍ତ କରି ଦେଲାଣି ପୁଟିନେ ସେନା । ଦକ୍ଷିଣରେ ଥିବା ମାରିୟୁପୁଲ ଯୁଦ୍ଧରେ ଛାରଖାର ହୋଇଯାଇଛି । ମାରିୟୁପୁଲ ଆକାଶରୁ ନିଆଁ ଓ ଧୂଆଁ ଲିଭୁନି । ଚାରିଆଡ଼େ ଅନ୍ଧାର…

୨୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ବିଧାନସଭାର ୬ ଦିନିଆ ଅଧିବେଶନ । ତାପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ଆଜି ଦିନ ସାଢ଼େ ୧୧ଟାରେ ଏହି ବୈଠକ ବସିବ । ବିଧାନସଭାର ନିୟମାବଳୀ ଓ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ । ସୁରୁଖୁରୁରେ…

ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ଆନନ୍ଦ ରାଓଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି । ମାଲକାନଗିରି, ନବରଙ୍ଗପୁର, ବିଶାଖାପାଟଣାର…

କାଲିଠୁ ରାଜ୍ୟରେ ଗ୍ରୀଷ୍ମ ଲହରି

ଭୁବନେଶ୍ୱର: ଡେଉଁଛି ପାରଦ । ବଢୁଛି ତାତି । କାଲିଠୁ ଅସହ୍ୟ ହେବ । ୪୦ ଡିଗ୍ରୀ ଛୁଇଁପାରେ ଦିନର ତାପମାତ୍ରା । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ ଅସହ୍ୟ ହେବାର ସମ୍ଭାବନା ରହିଛି । ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲାକୁ ହିଟଓ୍ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…

ସାବାସ ମହାଶ୍ୱେତା: ୟୁକ୍ରେନରୁ ୮୦୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଆଣିଛନ୍ତି ୨୪ ବର୍ଷୀୟ ଝିଅ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ଘନଘଟା ଭିତରେ ହଜାର ହଜାର ଭାରତୀୟ ସୁରକ୍ଷିତ ଭାବରେ ସ୍ୱଦେଶ ଫେରିଛନ୍ତି । କେନ୍ଦ୍ର ସରକାରଙ୍କ ଅପରେସନ୍ ଗଙ୍ଗା ଅଭିଯାନରେ ସେମାନେ ଭାରତ ଫେରିଛନ୍ତି । ଏହି ଅଭିଯାନରେ ସାମିଲ ଥିବା କୋଲକାତାର ୨୪ ବର୍ଷୀୟ ମହାଶ୍ୱେତା ଚକ୍ରବର୍ତ୍ତୀଙ୍କୁ ନେଇ ଏବେ ସବୁଠି…

ସଉକିଆ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଘରୁ ମିଳିଲା ୪ଟି ଦାମୀ ବାଇକ୍

ଭୁବନେଶ୍ୱର: ଭୁବନେଶ୍ୱରରେ କାର୍ଯ୍ୟରତ ଆର୍ ଆଣ୍ଡ ବି ଡିଭିଜନ୍-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ରେଡ୍ ଚଳାଇଛି ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ଘରୁ ନଗଦ ୮୪ହଜାର ୫୦୦ ଟଙ୍କା ଜବତ ହୋଇଛି । ଅଜୟ ମିଶ୍ରଙ୍କ ପାଖରେ ରହିଛି ୪ଟି ଦାମୀ ମୋଟରସାଇକେଲ୍ ଓ ଗୋଟିଏ କାର୍…

ବାଇକକୁ ପିଟିଲା ଟ୍ରକ୍, ବାପା-ଝିଅ ମୃତ

ଅନୁଗୋଳ: ବାଇକରେ ଯିବା ବେଳେ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣା ନେଲା ବାପା-ଝିଅଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଖମାର ଥାନା କଲଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ସୁନୀଲ ସାହୁ ଓ ତାଙ୍କ ଝିଅ ସଙ୍ଗୀତା ସାହୁ । ଆଜି ନିଜ ଝିଅକୁ ବାଇକରେ ସାଙ୍ଗରେ ଧରି ସୁନୀଲ…