Latest Odisha News

BREAKING NEWS

Browsing Category

ଫିଚର

ଆଇପିଏଲରେ ବଦଳିଲା ଆଉ କିଛି ନିୟମ

ମୁମ୍ବାଇ: ଆଇପିଏଲର ୧୫ତମ ସିଜନ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ । ଇତି ମଧ୍ୟରେ ବିସିସିଆର କିଛି ନିୟମରେ ପରିବର୍ତନ କରିଛି । କ୍ରିକବିଜ ରିପୋର୍ଟ ମୁତାବକ ଯଦି କୌଣସି ଟିମରେ ଖେଳାଳି କରୋନା ସଂକ୍ରମିତ ହୋଇଥାନ୍ତି ତାହାହେଲେ ପୂର୍ବ ନିର୍ଦ୍ଧାରିତ ଚୂଡାନ୍ତ ଏକାଦଶରେ ପରିବର୍ତନ କରାଯାଇପାରିବ ।…

ଫ୍ୟାନଙ୍କୁ ବର୍ଥ ଡେ ଟ୍ରିଟ୍ ଦେଲେ ଆଲିୟା, ସେୟାର କଲେ ‘ବ୍ରହ୍ମାସ୍ତ୍ର’ରେ ନିଜ ଫାଷ୍ଟ ଲୁକ୍

ମୁମ୍ବାଇ: ଆଜି ବଲିଉଡର ଗର୍ଜିୟସ କୁଇନ୍ ଆଲିୟା ଭଟ୍ଟଙ୍କ ଜନ୍ମଦିନ । ସ୍ପେଶାଲ୍ ଡେରେ ଫ୍ୟାନଙ୍କୁ ବର୍ଥ ଡେ ଟ୍ରିଟ୍ ଦେଇଛନ୍ତି ଆଲିୟା । ଅପକମିଂ ଫ୍ଲିମ ବ୍ରହ୍ମାସ୍ତ୍ରରେ ନିଜ ଫାଷ୍ଟ ଲୁକ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏହି ଫିଲ୍ମରେ ସେ ରଣବୀର କପୁରଙ୍କ ବିପକ୍ଷରେ ଅଭିନୟ…

ରୁଷକୁ ନିଜ ଦେଶରେ ବିରୋଧ: ସରକାରୀ ଟିଭି ଚ୍ୟାନେଲ୍ ଲାଇଭରେ ପଶି ଯୁଦ୍ଧକୁ ବିରୋଧ କଲେ ମହିଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ବିରୋଧରେ ରୁଷର ଯୁଦ୍ଧକୁ ସାରା ବିଶ୍ୱ ନିନ୍ଦା କରୁଛି । ରୁଷକୁ ନିଜ ଦେଶରେ ବି ବିରୋଧର ସାମନା କରିବାକୁ ପଡୁଛି । ରୁଷର ସରକାରୀ ଟିଭି ଚ୍ୟାନେଲର ଲାଇଭରେ ଜଣେ ମହିଳା ଯୁଦ୍ଧକୁ ବିରୋଧ କରିଛନ୍ତି । ଲାଇଭ୍ ସୋ ଚାଲିଥିବା ବେଳେ ଆଙ୍କର ପଛ ପଟରେ ହଠାତ୍ ଠିଆ…

ଚୀନରେ କରୋନା ରଚୁଛି ତାଣ୍ଡବ, ଲକଡାଉନରେ ୫ କୋଟି ଲୋକ

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ତାଣ୍ଡବ ରଚୁଛି ମହାମାରୀ । ସଂକ୍ରମଣ ହୁ ହୁ ହୋଇ ବଢୁଛି । ଦିନକରେ ଡବଲ୍ ହେଉଛି କରୋନା କେସ୍ । ଓମିକ୍ରନ୍ ଓ ଡେଲଟା ଦ୍ରୁତ ମାଡୁଛି । ବର୍ତ୍ତମାନ ସଂକ୍ରମଣ କରୋନାର ସବୁ ରେକର୍ଡ ପାର କରିଛି । ଗତ ୨୪ ଘଣ୍ଟାରେ ୫ହଜାରରୁ ଅଧିକ…

ସ୍କୁଲ କଲେଜରେ ହିଜାବକୁ ଅନୁମତି ନାହିଁ, ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ହିଜାବ ବିବାଦ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ସ୍କୁଲ କଲେଜରେ ହିଜାବ ବ୍ୟାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ପିଟିସନକୁ ଖାରଜ କରିଛନ୍ତି କୋର୍ଟ । ଉଡୁପିର ଛାତ୍ରୀ ସ୍କୁଲରେ ହିଜାବ ପିନ୍ଧିବାକୁ ଅନୁମତି ଦେବା ପାଇଁ…

ୟୁକ୍ରେନର ମାରିୟୁପୁଲରେ ହାହାକାର: ଖାଦ୍ୟ ଓ ପାଣି ପାଇଁ ଡହଳବିକଳ, ମିଳୁନି ଔଷଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦ ଦିନ ହେଲାଣି ରୁଷ-ୟୁକ୍ରେନ୍ ଭିତରେ ଭୟାବହ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହରକୁ ଧ୍ୱସବିଧ୍ୱସ୍ତ କରି ଦେଲାଣି ପୁଟିନେ ସେନା । ଦକ୍ଷିଣରେ ଥିବା ମାରିୟୁପୁଲ ଯୁଦ୍ଧରେ ଛାରଖାର ହୋଇଯାଇଛି । ମାରିୟୁପୁଲ ଆକାଶରୁ ନିଆଁ ଓ ଧୂଆଁ ଲିଭୁନି । ଚାରିଆଡ଼େ ଅନ୍ଧାର…

୨୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ବିଧାନସଭାର ୬ ଦିନିଆ ଅଧିବେଶନ । ତାପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ଆଜି ଦିନ ସାଢ଼େ ୧୧ଟାରେ ଏହି ବୈଠକ ବସିବ । ବିଧାନସଭାର ନିୟମାବଳୀ ଓ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ । ସୁରୁଖୁରୁରେ…

ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ଆନନ୍ଦ ରାଓଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି । ମାଲକାନଗିରି, ନବରଙ୍ଗପୁର, ବିଶାଖାପାଟଣାର…

କାଲିଠୁ ରାଜ୍ୟରେ ଗ୍ରୀଷ୍ମ ଲହରି

ଭୁବନେଶ୍ୱର: ଡେଉଁଛି ପାରଦ । ବଢୁଛି ତାତି । କାଲିଠୁ ଅସହ୍ୟ ହେବ । ୪୦ ଡିଗ୍ରୀ ଛୁଇଁପାରେ ଦିନର ତାପମାତ୍ରା । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ ଅସହ୍ୟ ହେବାର ସମ୍ଭାବନା ରହିଛି । ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲାକୁ ହିଟଓ୍ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…

ସାବାସ ମହାଶ୍ୱେତା: ୟୁକ୍ରେନରୁ ୮୦୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଆଣିଛନ୍ତି ୨୪ ବର୍ଷୀୟ ଝିଅ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ଘନଘଟା ଭିତରେ ହଜାର ହଜାର ଭାରତୀୟ ସୁରକ୍ଷିତ ଭାବରେ ସ୍ୱଦେଶ ଫେରିଛନ୍ତି । କେନ୍ଦ୍ର ସରକାରଙ୍କ ଅପରେସନ୍ ଗଙ୍ଗା ଅଭିଯାନରେ ସେମାନେ ଭାରତ ଫେରିଛନ୍ତି । ଏହି ଅଭିଯାନରେ ସାମିଲ ଥିବା କୋଲକାତାର ୨୪ ବର୍ଷୀୟ ମହାଶ୍ୱେତା ଚକ୍ରବର୍ତ୍ତୀଙ୍କୁ ନେଇ ଏବେ ସବୁଠି…