Latest Odisha News

BREAKING NEWS

Browsing Category

ଫିଚର

କୋଭିଡ ପରିସ୍ଥିତିରେ ଭାରତର ଭୂମିକା ଅତୁଳନୀୟ: ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା

ଭୁବନେଶ୍ବର : କୋଭିଡ-୧୯ର ବିଭୀଷିକା ପୃଥିବୀରେ ଅନେକ କିଛି ପରିବର୍ତ୍ତନ ଆଣିଛି । ମାତ୍ର ଏହି ସମୟରେ ଭାରତର ଆନ୍ତର୍ଜାତିକ ଭୂମିକା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ପୋଲାଣ୍ଡରେ ଅବସ୍ଥାପିତ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା କହିଛନ୍ତି । କୋଭିଡ୍‌ର ସଂକ୍ରମଣ ଫଳରେ ଏହା…

ନୂଆପଡ଼ାରେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରଥମ ଦିନରେ ଆଗରେ ବିଜେଡି

ନୂଆପଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁଣି ବାଜିମାତ୍ କରିବାକୁ ଯାଉଛି ବିଜେଡି । ରେକର୍ଡ ସଂଖ୍ୟକ ଜିଲ୍ଲା ପରିଷଦ ଆସନରେ ଶାସକ ବିଜୁ ଜନତା ଦଳ ବିଜୟୀ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଗଣତିରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଯଥେଷ୍ଟ…

ସ୍ୱୀଡେନ, ଫିନଲାଣ୍ଡକୁ ଧମକାଇଲା ରୁଷ

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ବିଶ୍ୱ ସମୁଦାୟ ବିଶେଷ କରି ନାଟୋ ସଦସ୍ୟ ନୀରବ ରହିବା ରୁଷର ସାହସ ବଢ଼ାଇ ଦେଇଛି । ଶନିବାର ନାଟୋର ସାମିଲ ହେଲେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ ବୋଲି ସ୍ୱୀଡେନ ଓ ଫିନଲାଣ୍ଡକୁ ରୁଷ ଧମକ ଦେଇଛି । ଅନ୍ୟ ଦେଶକୁ ସୁରକ୍ଷା ଦେବାକୁ…

ରମେଶର ଗୁପ୍ତ ଘରେ ମହିଳା କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ବାଡର ଚଢ଼ାଉ

କାମାକ୍ଷାନଗର : ନକଲି ଡାକ୍ତର ରମେଶର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ପୋଲିସ ହାତରେ ଲାଗିଛି ନୂଆ ନୂଆ ତଥ୍ୟ । ଆଉ ଆଜି ଢେଙ୍କାନାଳ କାମାକ୍ଷାନଗର ଘରେ ମିଳିତ ଚଢ଼ାଉ କରିଛି ଭୁବନେଶ୍ବର ମହିଳା କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ବାଡ । ଗୁପ୍ତ କୋଠରୀର ପର୍ଦ୍ଦାଫାସ କରିବେ ୭ ଜଣିଆ…

ରୁଷର କାର୍ଗୋ ଶିପ ଫ୍ରାନ୍ସ କବଜାରେ

ମସ୍କୋ: ୟୁକ୍ରେନ ଉପରେ ରୁଷ ଘନ ଘନ ଆକ୍ରମଣ ଜାରୀ ରଖିଛି । ତୃତୀୟ ଦିନ ସୁଦ୍ଧା ରୁଷ ସେନା ୟୁକ୍ରେନର ବ୍ୟାପକ କ୍ଷତି ଘଟାଇଛନ୍ତି । ସିଏନଏନ ମୁତାବକ ଶନିବାର ସନ୍ଧ୍ୟାରେ ଫ୍ରାନ୍ସା ନେଭି ରୁସର ଏକ କାର୍ଗୋ ଶିପକୁ ଇଂଲିଶ ଚ୍ୟାନେଲ ନିକଟରେ କବଜା କରି ନେଇଛି । ପ୍ରଥମ ଥର ପାଇଁ ରୁଷ…

ସଦ୍ୟଜାତ କନ୍ୟା ଦୁନିଆ ଛାଡି ଚାଲିଗଲା… ତଥାପି ରଣଜୀରେ ଶତକ ହାସଲ କଲେ ବିଷ୍ଣୁ

ମୁମ୍ବାଇ:ରଣଜୀ ଟ୍ରଫିରେ ବରୋଦା ପକ୍ଷରୁ ଖେଳୁଥିବା ବିଷ୍ଣୁ ସୋଲାଙ୍କି ଶତକ ହାସଲ କରିଛନ୍ତି । ଏହି ବ୍ୟାଟିଂ ପ୍ରଦର୍ଶନ ପାଇଁ ବିଷ୍ଣୁଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ମନକୁ ପ୍ରଶ୍ନ ଆସୁଥିବ ରଣଜୀରେ ଶତକ ହାସଲ କରି ସେ ଏତେ ପ୍ରଶଂସିତ କାହିଁକି ହେଉଛନ୍ତି । ଆପଣଙ୍କୁ ଶୁଣିଲେ ଦୁଃଖ…

ପଞ୍ଚାୟତ ଭୋଟ୍ କାଉଣ୍ଟିଂ: ଜିଲ୍ଲା ପରିଷଦ ଜୋନ୍ ଗଣତିରେ ବର୍ତ୍ତମାନ ସୁଦ୍ଧା ଆଗରେ ବିଜେଡି

ଭୁବନେଶ୍ୱର: ଖୋଲିଲା ପଞ୍ଚାୟତ ନିର୍ବାଚନର ଭୋଟ୍ ପେଡି । ଆଜିଠୁ ଭୋଟ୍ ଗଣତି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ଭିତରେ ବ୍ଲକ୍ ହେଡ୍ କ୍ୱାର୍ଟର୍ସରେ ଗଣନା ଚାଲିଛି । ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁସାରେ ବିଜେଡି ୧୬୩…

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଗଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ୟୁକ୍ରେନରେ ଯୁଦ୍ଧ ଘନଘଟା ଭିତରେ ଫସିଛନ୍ତି ବହୁ ଭାରତୀୟ । ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଭାରତୀୟଙ୍କୁ ରୋମାନିଆ ଓ ହଙ୍ଗେରୀ ଦେଇ ଫେରାଇ ଅଣାଯିବ । ଏଥିପାଇଁ ରୋମାନିଆ ରାଜଧାନୀ ବୁଖାରେଷ୍ଟ ଓ…

କିଭ୍ ଦଖଲ ପାଇଁ ଆଜି ରାତିରେ ଝଡ଼ ଭଳି ପଶିବେ ପୁଟିନ୍ ସୈନ୍ୟ

କିଭ୍ (ୟୁକ୍ରେନ୍): ୟୁକ୍ରେନରେ ଯୁଦ୍ଧ ଘନଘଟା । କିଭ୍ ଦଖଲ ଦିଗରେ ଅଗ୍ରସର ହେଉଛି ରୁଷିଆ । ଜୋରଦାର ହମଲା ଜାରି ରଖିଛି । ରାଜଧାନୀ କିଭକୁ ଚାରିଆଡୁ ଘେରି ସାରିଲେଣି ରୁଷ୍ ସୈନ୍ୟ । ଆଜି ରାତିରେ ପୂରା ରାଜଧାନୀକୁ ଦଖଲକୁ ନେଇ ଯାଇ ପାରନ୍ତି । ଏଭଳି ଆଶଙ୍କା କରିଛନ୍ତି ୟୁକ୍ରେନ୍…

ୟୁକ୍ରେନ୍ ରାଜଧାନୀ କିଭ୍ ଛାତି ଉପରେ ରୁଷର ଭୟଙ୍କର ଏୟାରଷ୍ଟ୍ରାଇକ୍

କିଭ୍: ଭୟଙ୍କର ହୋଇଛି ୟୁକ୍ରେନ୍-ରୁଷିଆ ଲଢ଼େଇ । ଆଜି ଯୁଦ୍ଧର ତୃତୀୟ ଦିନ । ୟୁକ୍ରେନ ରାଜଧାନୀ କିଭକୁ ଚାରିପଟରୁ ଘେରି ରହିଛନ୍ତି ରୁଷ୍ ସୈନ୍ୟ । ଘମାଘୋଟ ଲଢ଼େଇ ଚାଲିଛି । କିଭ୍ ଦଖଲ ପାଇଁ ଏୟାରଷ୍ଟ୍ରାଇକ୍ କରିଛି ରୁଷିଆ । କିଭ୍ ଦଖଲ ଦିଗରେ ଆଗକୁ ଅଗ୍ରସର ହେଉଛି । ସେପଟେ କିଭକୁ…