Latest Odisha News

BREAKING NEWS

Browsing Category

ଫିଚର

ଆମେରିକା ଗୁଳିରେ ଟଳିଲା ସିରିୟାର ଆତଙ୍କରାଜ ଚଳାଇଥିବା ଅବୁ ଇବ୍ରାହିମ

ୱାଶିଂଟନ: ସିରିୟାରେ ଆତଙ୍କରାଜ ଚଳାଇଥିବା ଆଇଏସ ମୁଖ୍ୟ ଅବୁ ଇବ୍ରାହିମ ଅଲ ହାଶିମି ଆମେରିକା ସେନା ଗୁଳିଲେ ଟଳିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜେ ଏହି ସୂଚନା ଦେଇଛନ୍ତି । ସେନାର ସ୍ପେଶାଲ ଗ୍ରୁପ ଏହି ମିଶନ ସଫଳ କରାଇଥିଲେ । ପୂର୍ବରୁ ସିରିୟାରେ ୧୩ଜଣ ନିରୀହ ବ୍ୟକ୍ତି…

ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଫ୍ ଇଞ୍ଜିନିୟର

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିଲାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଫ୍ ଇଞ୍ଜିନିୟର ରବିନରାୟନ ପୃଷ୍ଟିଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ବରର…

ଦିଲ୍ଲୀର ଗୁଲମୋହର ପାର୍କରେ ଥିବା ପୁରୁଣା ଘରକୁ ବିକ୍ରି କଲେ ଅମିତାଭ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ଦିଲ୍ଲୀର ଗୁଲମୋହର ପାର୍କରେ ଥିବା ତାଙ୍କ ପରିବାରର ପୁରୁଣା ଘର ସୋପାନକୁ ବିକ୍ରି କରିଛନ୍ତି । ନେଜୋନ ଗ୍ରୁପର ସିଇଓ ଅବନୀ ବଦେର ଏହାକୁ ୨୩ କୋଟିରେ କିଣିଛନ୍ତି । ଅମିତାଭଙ୍କ ବାପା ଏହି ଘରକୁ କିଣିଥିଲେ । ମୁମ୍ବାଇରେ ଅମିତାଭ ଏବଂ ତାଙ୍କ ପିଲାମାନେ…

ଇସ୍ରୋ ଲଞ୍ଚ କରିବ ଚନ୍ଦ୍ରାୟନ -୩

ବେଙ୍ଗାଳୁରୁ : ଦୁଇ ବର୍ଷ ପରେ ପୁଣି ଥରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଭାରତ । ଖୁବଶୀଘ୍ର ଇସ୍ରୋ ଲଞ୍ଚ କରିବ ଚନ୍ଦ୍ରାୟନ -୩ । ଚନ୍ଦ୍ରାୟନ-୨ ମିଶନ ବେଳେ ଲ୍ୟାଣ୍ଡର ବିକ୍ରମ ଲୁନାର ସରଫେସରେ କ୍ରାସ୍‌ ହୋଇଥିଲା । ମାତ୍ର ଚନ୍ଦ୍ରାୟନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର…

ଘନଉଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ

ମସ୍କୋ : ଘନଉଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ । ୟୁକ୍ରେନ୍ ସୀମାରେ ଋଷ ସୈନ୍ୟ ଠୁଳ କରିଚାଲିଥିବା ବେଳେ ଋଷ ଉପରେ ଆକ୍ରମଣ ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଆମେରିକା । ପୋଲାଣ୍ଡ, ଜର୍ମାନୀ ଓ ରୋମାନିଆକୁ ସୈନ୍ୟ ପଠାଇବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବିଡେନ ନିର୍ଦ୍ଦେଶ…

ଉଦ୍ଧାର ହେଲେ ଅପହୃତ ସମିତିସଭ୍ୟ ପ୍ରାର୍ଥୀ

ଢେଙ୍କାନାଳ : ଶେଷରେ ଉଦ୍ଧାର ହେଲେ ନିଖୋଜ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା । ଭାପୁର ଅଞ୍ଚଳରୁ ଆସିଥିବା ଏକ ଫୋନ କଲକୁ ଆଧାର କରି ସୁବ୍ରତଙ୍କୁ ଉଦ୍ଧାର କରିଛି ପୋଲିସ । ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ, ସୁବ୍ରତଙ୍କୁ କିଏ ଅପହରଣ କରିଥିଲା ସେନେଇ ପୋଲିସ…

ଓୱେସୀଙ୍କ କାରକୁ ଗୁଳିମାଡ

ମୀରଟ: ଉତରପ୍ରଦେଶର ମୀରଟରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କ କାର ଉପରକୁ ଗୁଳିମାଡ ହୋଇଛି । ଓୱେସୀ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଛିଜାରସୀ ଟୋଲ ଗେଟ ନିକଟରେ ୩/୪ଜଣ ଦୁର୍ବୁତ କାର ଉପରକୁ ଗୁଳିମାଡ କରି ଫେରାର ହୋଇ ଯାଇଥିଲେ । ଗାଡି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ…

ଚୀନ ବିପକ୍ଷରେ କଡା ଆଭିମୁଖ୍ୟ: ଶୀତକାଳୀନ ଅଲିମ୍ପିକ୍ସକୁ ବର୍ଜନ କରିବେ ଭାରତୀୟ ଅଧିକାରୀ

ନୂଆଦିଲ୍ଲୀ: ବେଜିଂରେ ଫେବୃୟାରୀ ୪ରୁ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ ହେବ । ବିଶ୍ୱ କ୍ରୀଡାର ଏହି ମହାକୁମ୍ଭ ଆରମ୍ଭ ହେବା ଠିକ ପୂର୍ବରୁ ଚୀନର ଏକ ପଦକ୍ଷେପ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି । କମ୍ୟୁନିଷ୍ଟ ସରକାର ଗଲୱାନ ଭ୍ୟାଲୀରେ ଭାରତୀୟ ସୈନିକଙ୍କ ସହ ସଂଘର୍ଷ କରିଥିବା ସୈନିକଙ୍କୁ…

ଟି୨୦ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜ

ନୂଆଦିଲ୍ଲୀ: ବିସିସିଆଇ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି ଯେ, ଟି୨୦ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜ । ୱେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ଖେଳାଯିବା ପରେ ଭାରତ ଗସ୍ତରେ ଆସିବ ଶ୍ରୀଲଙ୍କା । ପୂର୍ବରୁ ୨୫ ଫେବୃୟାରୀରୁ ଟେଷ୍ଟ ସିରିଜରୁ ଏହି ଗସ୍ତ ଆରମ୍ଭ…

ଆମେରିକା ଷ୍ଟ୍ରାଇକରେ ଆତଙ୍କୀଙ୍କ ବଦଳରେ ପୁନର୍ବାର ନିହତ ହେଲେ ନିରୀହ ନାଗରିକ !

ୱାଶିଂଟନ: ଆମେରିକା ସେନା ପୁନର୍ବାର ତ୍ରୁଟି କରିଛନ୍ତି । ସିରିୟାରେ ଅଲକାଏଦା ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ସମୟରେ ଭୁଲ ଯୋଗୁ ୧୩ଜଣ ନିରୀହ ନାଗରିକଙ୍କ ମୃତ୍ୟୁ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ଏ ପର୍ଯ୍ୟନ୍ତ ୬ ଶିଶୁ ଓ ୪ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି । ତୁର୍କୀ ସୀମା…