Latest Odisha News

BREAKING NEWS

Browsing Category

ଫିଚର

ପାକିସ୍ତାନକୁ ନାକରେ କନ୍ଦେଇଲେଣି ବାଲୋଚିସ୍ତାନୀ ବିଦ୍ରୋହୀ

ଇସଲାମାବାଦ: ନିଜେ ବିଛାଇଥିବା ଜେଲରେ ଫସିଛି ପାକିସ୍ତାନ । ଦେଶ ଭିତରେ ଆଫଗାନିସ୍ତାନୀ ସମର୍ଥନ ଆତଙ୍କବାଦୀ ଏବଂ ଦେଶର ସୀମାରେ ବାଲୋଚିସ୍ତାନର ବିଦ୍ରୋହୀ ପାକିସ୍ତାନ ପାଇଁ ବଡ ମୁଣ୍ଡ ବ୍ୟାଥାର କାରଣ ସାଜିଛନ୍ତି । ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ ପାଂଜଗୁର ଓ ନୁଶାକି ଅଂଚଳରେ ବାଲୋଚି…

ସମିତିସଭ୍ୟ ପ୍ରାର୍ଥୀ ନିଖୋଜ, ପୁସିଂ କାର୍ଡ ଛପାଇବାକୁ ଯାଇ ଫେରି ନାହାନ୍ତି

ଢେଙ୍କାନାଳ: ସମିତିସଭ୍ୟ ପ୍ରାର୍ଥୀ ନିଖୋଜ । ପୁସିଂ କାର୍ଡ ଛପାଇବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆଗାଁ ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ସୁବ୍ରତ ବେହେରା । ନିଖୋଜ ନେଇ କଣ୍ଟାବଣିଆ ଥାନାରେ ପରିବାର ପକ୍ଷରୁ…

ଆଇପିଏଲ: ମିଡିଆ ରାଇଟ୍ସରେ ବିସିସିଆଇ ଆୟ କରିବ ୪୫ ହଜାର କୋଟି !

ମୁମ୍ବାଇ: ଆଇପିଏଲ ୨୦୨୨ର ମେଗା ନିଲାମ ଫେବୃୟାରୀ ୧୨ ଓ ୧୩ରେ ହେବ । ଏହି ଅବସରରେ ୨୦୨୩ରୁ ୨୭ ପର୍ଯ୍ୟନ୍ତ ମିଡିଆ ରାଇଟ୍ସ ନେଇ ମଧ୍ୟ ନିଲାମ ହେବ । ରିପୋର୍ଟ ମୁତାବକ ବିସିସିଆଇ ଏ ବାବଦକୁ ୪୦ ରୁ ୪୫ ହଜାର କୋଟି ଆୟ କରିବା ଲକ୍ଷ୍ୟରେ ରହିଛି । ୧୦ ଫେବୃୟାରୀ ପୂର୍ବରୁ ଇ-ନିଲାମୀ ମାଧ୍ୟମରେ…

ରାଜ୍ୟରେ ହାରାହାରି ୩୩% ଓମିକ୍ରନ୍ ଆକ୍ରାନ୍ତ, ଆସିଲା ଓମିସିୟୋର ଷ୍ଟଡି ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରୁ ହାରାହାରି ୩୩ ପ୍ରତିଶତ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିସିୟୋର୍ ଷ୍ଟଡି ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ରାଜ୍ୟରେ ଓମିସିୟୋର କିଟର ହାରାହାରି ୩୧ହଜାର ୬୬୬ ଜଣଙ୍କର ସାମ୍ପୁଲ୍ ଟେଷ୍ଟ କରାଯାଇଥିଲା । ସେଥିରୁ ୧୭ଶହ ୨୯ ଜଣଙ୍କର ପଜିଟିଭ୍ ବାହାରିଥିଲା ।…

ଆଜି ଦେଶରେ ସଂକ୍ରମଣ ବଢ଼ିଛି, କମିଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି । ଯଦିଓ ଗତକାଲି ଅପେକ୍ଷା ଆଜି କେସ୍ ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍, ୭୨ହଜାର ୪୩୩ କରୋନା ଆକ୍ରାନ୍ତ । ଗତକାଲି ଅପେକ୍ଷା ୬.୮ ପ୍ରତିଶତ ଅଧିକ ପଜିଟିଭ୍ ବାହାରିଛନ୍ତି । ଗତକାଲି ଚିହ୍ନଟ…

ଲାଲବାହିନୀକୁ ଝଟକା: ଆତ୍ମସମର୍ପଣ କଲା କୁଖ୍ୟାତ ନକ୍ସଲ ନେତା ମାଣ୍ଡଭି ହିଡମା

ମାଲକାନଗିରି: ଲାଲବାହିନୀକୁ ଶକ୍ତ ଝଟକା । ପୋଲିସକୁ ବଡ଼ ସଫଳତା । ତେଲେଙ୍ଗାନା ପୋଲିସ ଓ ସିଆରପିଏଫ ନିକଟରେ ବନ୍ଧୁକ ସହ ଆତ୍ମସମର୍ପଣ କଲା ଛତିଶଗଡ଼ର କୁଖ୍ୟାତ ନକ୍ସଲ ନେତା ମାଣ୍ଡଭି ହିଡମା । ସଂଗଠନରେ ପୂର୍ବ ଭଳି ନୀତି ଓ ଆଦର୍ଶ ନଥିବା ବେଳେ ତେଲେଗୁ ମାଓନେତାମାନେ ଛତିଶଗଡ଼ କ୍ୟାଡେରଙ୍କୁ…

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା କେସ୍: ୩୬୨୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ପ୍ରତିଦିନ ୪ ହଜାର ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୬୨୯ ଆକ୍ରାନ୍ତ । କାରେଣ୍ଟିନରୁ ୨୧୧୫ ଓ ଲୋକାଲ୍…

ପରଲୋକରେ ମୋହନାର ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବ

ବ୍ରହ୍ମପୁର: ପୂର୍ବତନ ବିଧାୟକ ତଥା ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ପରଲୋକ ହୋଇ ଯାଇଛି । ଗତକାଲି ରାତି ୧୧ଟା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ୧୯୭୪ରୁ ମୋହନା ନିର୍ବାଚନ…

ଦୁର୍ଲଭ ପଦ୍ମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଦୁର୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । କୋଭିଡ୍ କଟକଣାରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଗତବର୍ଷ କରୋନା ପାଇଁ ମହାପ୍ରଭୁଙ୍କୁ ଏହି ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ଭକ୍ତ ।…

ଆଜିଠୁ ରାଜ୍ୟରେ ବର୍ଷା, ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଦଳିବ ପାଗ । ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେବ । ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡିଶା ମୁହାଁ ହେଉଛି । ଏହାର ପ୍ରଭାବରେ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ୭ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ…