Latest Odisha News

BREAKING NEWS

Browsing Category

ଫିଚର

ଆଇପିଏଲ: ହାଇଦ୍ରାବାଦ ସହ ଯୋଡି ହେଲେ ଲାରା, ଷ୍ଟେଇନ, କାଟିଚ

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ୱେଷ୍ଟଇଣ୍ଡିଜର ବ୍ରାଏନ ଲାରାଙ୍କୁ ବ୍ୟାଟିଂ କୋଚ ଏବଂ ଷ୍ଟ୍ରାଟେଜିକ ଆଡଭାଇଜର ଭାବେ ନିଯୁକ୍ତ କରାଯାଇଛି । ଏଥିସହ ଲାରା ପ୍ରଥମ ଥର ପାଇଁ ଆଇପିଏଲରେ ଯୋଡି ହେବେ । ଭିଭିଏସ ଲକ୍ଷ୍ମଣ ଏନସିଏ…

ବର୍ଷକରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୪,୭୩୮ ଜଣ

ଭୁବନେଶ୍ବର : ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଡ଼କ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ । ବିଶ୍ବର ଅନ୍ୟ ଦେଶ ତୁଳନାରେ ଆମ ଦେଶରେ…

ବରଫ ପାଲଟିଗଲା ନାକୋ ହ୍ରଦ, ଫୁଟବଲର ମଜା ଉଠାଉଛନ୍ତି ଛୋଟ ପିଲା

କିନୌର: ହିମାଚଳପ୍ରଦେଶର କିନୌର ଜିଲା ପ୍ରବଳ ଥଣ୍ଡା ଯୋଗୂୁ ଏକପ୍ରକାର ବରଫର ସହର ପାଲଟିଯାଇଛି । ଏଠାକାର ପର୍ଯ୍ୟଟନ ସ୍ଥଳ ନାକୋ ହ୍ରଦ ସମ୍ପୂର୍ଣ୍ଣ ଭାବେ ବରଫ ପାଲଟି ଯାଇଛି । ଏଥିରେ ପିଲାମାନେ ଫୁଟବଲ ଏବଂ ସ୍କେଟିଂର ମଜା ଉଠାଉଛନ୍ତି । ଜୀବଜନ୍ତୁଙ୍କ ପାଇଁ ଏଠାରେ ପାନୀୟ ଜଳ ମୁଖ୍ୟ ସମସ୍ୟା…

ରାଜ୍ୟରେ ତିଆରି ହେବ ୫୫ଟି ନୂଆ ବସ୍‌ଷ୍ଟାଣ୍ଡ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଆଉ ଏକ ବଡ଼ ନିଷ୍ପତ୍ତି । ରାଜ୍ୟରେ ତିଆରି ହେବ ୫୫ଟି ନୂଆ ବସ୍‌ଷ୍ଟାଣ୍ଡ । ଯାତ୍ରୀଙ୍କ ଗମନାଗମନକୁ ସୁବିଧା କରିବା ପାଇଁ ୨୨ ଜିଲ୍ଲାରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨…

ଅଲୀ ଆବାସ ଜାଫରଙ୍କ ଆଗାମୀ ଫିଲ୍ମରେ ଏକତ୍ର ଅଭିନୟ କରିବେ ଅକ୍ଷୟ, ଟାଇଗର

ମୁମ୍ବାଇ: ସୁଲତାନ ଫିଲ୍ମର ଡାଇରେକ୍ଟର ଅଲୀ ଆବାସ ଜାଫର ତାଙ୍କର ଆଗାମୀ ଫିଲ୍ମରେ ଦୁଇ ଆକ୍ସନ ଷ୍ଟାର ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କୁ ନେବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ୨୦୧୯ରେ ହ୍ରିତକ ରୋଶନ ଏବଂ ଟାଇଗରଙ୍କ ୱାର ଫିଲ୍ମ ସୁପରହିଟ ହେବା ପରେ ଏବେ ବଲିଉଡ ଡବଲ ହୀରୋ ଟ୍ରେଣ୍ଡ ଆରମ୍ଭ…

କଶ୍ମୀରରେ ଖସିଲା ପାରଦ ; ବରଫ ପାଲଟିଲା ନଦୀ ,ଝରଣା

କଶ୍ମୀର : କଶ୍ମୀରରେ ଜାରି ରହିଛି ପ୍ରବଳ ଥଣ୍ଡା । କଶ୍ମୀରର କିଛି ଅଞ୍ଚଳରେ ତାପାମାତ୍ରା ଜିରୋ ଡିଗ୍ରୀରେ ପହଁଞ୍ଚିଲାଣି । ଫଳରେ ଅନେକ ନଦୀ, ହ୍ରଦ, ଝରଣା ଆଦି ବରଫାବୃତ୍ତ ହୋଇଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଶ୍ରୀନଗରରେ ରାତିର ତାପମାତ୍ରା ମାଇନସ୍ ୬ ଡିଗ୍ରୀ ଗୁଲମାର୍ଗ…

ବଢୁଛି ଜ୍ୟାକଲିନଙ୍କ ପାଇଁ ଅଡୁଆ, ଜବତ ହେବ ସମସ୍ତ ଉପହାର

ମୁମ୍ବାଇ : ଦିନକୁ ଦିନ ବଢ଼ିବାରେ ଲାଗିଛି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଅଡୁଆ । ଆର୍ଥିକ ଜାଲିଆତି ଘଟଣାର ନାୟକ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ଜ୍ୟାକଲିନ୍ ପାଇଥିବା ସମସ୍ତ ଉପହାରକୁ ଜବତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜ୍ୟାକଲିନଙ୍କୁ ଗତ ବର୍ଷ ଡିସେମ୍ବର ଓ ଅଗଷ୍ଟ…

ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍

ଭୁବନେଶ୍ବର : କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଓଡ଼ିଶା । କାରଣ ଆସନ୍ତାକାଲି ଠାରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ । ଭୁବନେଶ୍ବରରେ ଖେଳାଯିବାକୁ ଥିବା ଚତୁର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ ରେଳବାଇ ଇଣ୍ଡୋର…

ଏକୁଟିଆ ହୋଇଗଲେ ପୂର୍ବତନ ମିସ ୟୁନିଭର୍ସ

ମୁମ୍ବାଇ: ପୂର୍ବତନ ମିସ ୟୁନିଭର୍ସ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ପୁଣି ଏକୁଟିଆ ହୋଇ ଯାଇଛନ୍ତି । ଦୀର୍ଘ ଦିନ ଧରି ସେ ବୟଫ୍ରେଣ୍ଡ ରେହମାନ ଶଲଙ୍କ ରିଲେଶନଶିପରେ ରହୁଥିଲେ । ବିଭିନ୍ନ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉଭୟ ଏବେ ପରସ୍ପର ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ…

ଖଟରେ ଶୋଇଥିବା ବେଳେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ବୃଦ୍ଧ

କେନ୍ଦୁଝର : ଖଟରେ ଶୋଇଥିବା ବେଳେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ବୃଦ୍ଧ । ମୃତକ ହେଲେ ୭୦ ବର୍ଷ ବୟସ୍କ ଡିଲେଶ୍ବର ମହାକୁଡ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ତେଲକୋଇ ଗାଁର ଗଉଡ ସାହିରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଡିଲେଶ୍ବର ମହାକୁଡ ଖଟ ଉପରେ ମଶାରୀ ଟାଙ୍ଗି ଶୋଇଥିଲେ ।…