Latest Odisha News

BREAKING NEWS

Browsing Category

ଫିଚର

ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲା: ୪ ଜଣଙ୍କର ଚାଲିଛି ଲାଏ ଡିଟେକସନ୍ ଟେଷ୍ଟ

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍ ପିଏସଓ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ଆଜି ୪ ଜଣଙ୍କର ଲାଏ ଡିଟେକସନ୍ ଟେଷ୍ଟ କରାଉଛି କ୍ରାଇମବ୍ରାଞ୍ଚ । ଏଥିପାଇଁ ସେମାନଙ୍କୁ ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ ଫରେନସିକ୍ ଲାବକୁ…

ମଦାନଦୀ ଉପରେ ଦୀର୍ଘତମ ବ୍ରିଜ୍ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ମହାନଦୀରେ ଆଜି ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ବାଙ୍କୀ-ବୈଦେଶ୍ୱରଠାରୁ ବଡମ୍ବା ଗୋପିନାଥପୁରକୁ ସଂଯୋଗ ହୋଇଥିବା ଟି-ସେତୁ । ମହାନଦୀ ଉପରେ ଦୀର୍ଘତମ ସେତୁର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ୩.୪ କୋଲିମିଟର ଏହି ସେତୁ ଦ୍ୱାରା…

ଲୋକସଭାରେ ଆସିବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍, ଆଧାର ସହ ଲିଙ୍କ୍ ହେବ ଭୋଟର ଆଇଡି

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ପ୍ରକ୍ରିୟାରେ ବଡ଼ ସୁଧାର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଜି ଲୋକସଭାରେ ଆଗତ ହେବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍-୨୦୨୧ । ବିଲ୍ ଆଇନରେ ପରିଣତ ହେଲେ ଆଧାର ସହ ଭୋଟର ଆଇଡିକୁ ଲିଙ୍କ୍ କରାଯିବ । ପଳରେ ଜଣେ ମତଦାତା…

ରାଜ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟାରେ ୧୮୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣକ ଖୋର୍ଦ୍ଧାରୁ ବାହାରିଛନ୍ତି । ଖୋର୍ଦ୍ଧାରୁ…

ଓମିକ୍ରନ୍ ନେଇ ଏମ୍ସ ନିର୍ଦ୍ଦେଶକଙ୍କ ପରାମର୍ଶ: ଯେକୌଣସି ସ୍ଥିତି ସାମନା କରିବାକୁ ଦେଶ ପ୍ରସ୍ତୁତ ରହୁ

ନୂଆଦିଲ୍ଲୀ: ଓମିକ୍ରନ୍ ସାରା ବିଶ୍ୱରେ କାୟା ମେଲାଇ ଚାଲିଲାଣି । ପୁଣି ଥରେ ସଂକ୍ରମଣ ଉପରମୁହାଁ ହେଲାଣି । ଭାରତରେ ବି ବଢୁଛି ଓମିକ୍ରନ ଜନିତ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଶହ ପାର କଲାଣି । ଆଗକୁ ଆହୁରି ବଢ଼ିବ । ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ…

ଆଜି ୧୯ ଜିଲ୍ଲାରୁ ୧୮୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେର ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୮୬ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୭ । ୧୮ ବର୍ଷ ଭିତରେ ଆଉ…

ଶୀତରେ ଥରୁଛି ଦାରିଙ୍ଗିବାଡ଼ି: ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିୟସ୍ ରେକର୍ଡ

ଦାରିଙ୍ଗିବାଡ଼ି: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଦକ୍ଷିଣ ଓଡ଼ିଶାରେ ବେଶୀ ଥଣ୍ଡା ଅନୁଭୂତ ହେଉଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ଜାଡ଼ ହାଡ଼ ଭାଙ୍ଗୁଛି । ସର୍ବନିମ୍ନ ତାପମାତ୍ରା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ…

ସୁମିତ-ତପସ୍ୱିନୀ ଦାମ୍ପତ୍ୟ ବିବାଦରେ ନୂଆ ଭିଡିଓ ଟ୍ୱିଷ୍ଟ

ବ୍ରହ୍ମପୁର: ବହୁଚର୍ଚ୍ଚିତ ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ଭିନ୍ନ ମୋଡ଼ ନେଇଛି । ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା ଜାରି ରହିଥିବା ବେଳେ ନୂଆ ଭିଡିଓକୁ ନେଇ ଏବେ ଚର୍ଚ୍ଚା । ଭିଡିଓରେ ଉଭୟଙ୍କ ମଧ୍ୟରେ ତିକ୍ତତା ଓ କଥା କଟାକଟି ବି ଶୁଣିବାକୁ ମିଳିଛି । ଏପରିକି ତପସ୍ୱିନୀ…

ଆଜିଠୁ ଚାରିଟି ଜିଲ୍ଲା ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା । ୪ଟି ଜିଲ୍ଲାରେ ଉଡ଼ିବ ଆମ୍ବୁଲାନ୍ସ । ଗରିବ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆଜିଠୁ ୪ଟି ଜିଲ୍ଲାରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ ହେଉଛି । ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳିପାରିବ ।…

ରୋହିଣୀ କୋର୍ଟ ବିସ୍ଫୋରଣ ମାମଲା: ଆତ୍ମହତ୍ୟା ଉଦ୍ୟମ କଲେ ଅଭିଯୁକ୍ତ ଡିଆରଡିଓ ବୈଜ୍ଞାନିକ ଭରତ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ କୋର୍ଟ ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ଡିଆରଡିଓ ବୈଜ୍ଞାନିକ ଭରତ ଭୂଷଣ କଟାରିୟା ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୋଲିସ କଷ୍ଟଡିରେ ଥିବା ବେଳେ ସେ ୱାଶରୁମରେ ହ୍ୟାଣ୍ଡୱାଶ ପିଇ ଦେଇଥିଲେ । ଏହା ପରେ ସେ ତଳେ ପଡି ଯାଇଥିଲେ । ତାଙ୍କୁ ଯେତେ ପଚରା…