Latest Odisha News

BREAKING NEWS

Browsing Category

ଫିଚର

ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣା, ମାମୁଁ-ଭାଣିଜୀ ମୃତ

ଅନୁଗୁଳ : ଅନୁଗୁଳ ବାଳୁଅକଟା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଅନୁଗୁଳ ଟାଉନ୍‌ ଥାନା ରାଣିଗୋଡା ଗାଁର ପପୁ ସାହୁ ଓ ତାଙ୍କ ଭାଣିଜୀ । ସୂଚନା ଅନୁସାରେ, ପପୁ ବାଇକରେ ବନ୍ତଳା ଅଞ୍ଚଳରୁ…

ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପ: ପ୍ରଥମ ଭାରତୀୟ ଭାବେ ରୌପ୍ୟ ଜିତିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ: ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପରେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଫାଇନାଲରେ ପ୍ରବେଶ କରି କୀର୍ତିମାନ ସ୍ଥାପନ କରିଥିବା କିଦାମ୍ବି ଶ୍ରୀକାନ୍ତ ଶେଷ ହର୍ଡଲ୍ସ ପାର କରିବାରେ ବିଫଳ ହୋଇଛନ୍ତି । ଫାଇନାଲରେ ଶ୍ରୀକାନ୍ତ ସିଙ୍ଗାପୁରର ୨୪ ବର୍ଷୀୟ କିନ ୟୁ ଲୋଙ୍କ ନିକଟରୁ ୨୧-୧୫,…

ଧରା ପଡିଲା କୁକୁର ଛୁଆଙ୍କୁ ମାରୁଥିବା ମାଙ୍କଡ

ବିଡ: ମହାରାଷ୍ଟ୍ରରେ ଚାଂଚଲ୍ୟ ଖେଳାଇଥିବା କୁକୁର ଛୁଆ ହତ୍ୟାକାରୀ ମାଙ୍କଡ ଶେଷରେ ବନ ବିଭାଗ କର୍ମଚାରୀଙ୍କ ହାତରେ ଧରାପଡିଛି । ଫରେଷ୍ଟ ଅଫିସର ଏ ନେଇ ଗଣମାଧ୍ୟମଙ୍କୁ ସୂଚନା ଦେଇ କହିଛନ୍ତ ଯେ, ୨ଟି ମାଙ୍କଡ ଧରା ପଡିଥିବା ବେଳେ ଅନ୍ୟମାନଙ୍କୁ ଖୁବ ଶୀଘ୍ର ଧରାଯିବ । ବିଡ ଜିଲାରେ ପାଖାପାଖି…

୧୯ ବର୍ଷରୁ କମ୍ ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା

ନୂଆଦିଲ୍ଲୀ: ୧୪ ଜାନୁୟାରୀରୁ ଫେବୃୟାରୀ ୫ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି । ୟଶ ଢ଼ୁଲଙ୍କୁ ଅଧିନାୟକ ଏବଂ ଏସକେ ରଶୀଦଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ୪ଥର ବିଶ୍ୱ ଚାମ୍ପିୟନ ଓ ୩ ଥର ରନର୍ସଅପ…

ପଞ୍ଚାୟତ ନିର୍ବାଚନ ଲାଗି ଆଚରଣ ବିଧି ପ୍ରସ୍ତୁତ

ଭୁବନେଶ୍ବର : ପଞ୍ଚାୟତ ନିର୍ବଚନ ଲାଗି ଅଣ୍ଟା ଭିଡିଲେଣି ରାଜ୍ୟ ସରକାର । ଏଥିପାଇଁ ଆଉ ପାଦେ ଆଗେଇଛନ୍ତି ନିର୍ବାଚନ କମିଶନ । ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଥିବା ବେଳେ, ଭୋଟର ତାଲିକା ମଧ୍ୟ ପ୍ରସ୍ତୁତ ସରିଲାଣି । ଏସବୁ ଭିତରେ ପଞ୍ଚାୟତ ନିର୍ବଚନ ଲାଗି ନିର୍ଦ୍ଦେଶନାମା ଜାରି…

ବ୍ରାହ୍ମଣଙ୍କୁ ଗାଳି ଦେଇ ଫସିଲେ ଜିତନ ରାମ ମାଂଝୀ

ପାଟନା:ବ୍ରାହ୍ମଣଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରି ଫସିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ । ଭୂୟାଁ ମୁସହର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାଝୀ ଯୋଗ ଦେଇଥିଲେ । ଏଠାରେ ସେ କହିଥିଲେ ବ୍ରାହ୍ମଣମାନେ ସତ୍ୟ…

ବିଜେବି କଲେଜ ପୁରାତନ ବିଦ୍ୟାର୍ଥୀ ସଂଘ ‘ବିଜେବି ଫ୍ରେଣ୍ଡସ୍’ର ସଭାଗୃହ ଉଦଘାଟିତ

ଭୁବନେଶ୍ବର : ବିଜେବି କଲେଜ ପୁରାତନ ଛାତ୍ରଛାତ୍ରୀ ସଂଘ ‘ବିଜେବି ଫ୍ରେଣ୍ଡସ୍’ର ନୂତନ ସଭାଗୃହ ଉଦଘାଟିତ ହୋଇଛି । ବିଜେବି କଲେଜ ପରିସରରେ ନିର୍ମିତ ଏହି ଗୃହକୁ କଲେଜର ପୂର୍ବତନ ଛାତ୍ର ତଥା ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି, ସାମାଜିକ ସୁରକ୍ଷା, ସାର୍ବଜନୀନ ଉଦ୍ୟୋଗ ଏବଂ…

ଧାର୍ମିକ ଭାବନା ନେଇ ପଞ୍ଜାବରେ ୨ ଦିନରେ ୨ଜଣଙ୍କୁ ହତ୍ୟା

ଚଣ୍ଡିଗଡ:ପଞ୍ଜାବରେ ଧାର୍ମିକ ଭାବନା ନେଇ ୨ ଦିନରେ ୨ଜଣଙ୍କୁ ଶ୍ରଦ୍ଧାଳୁମାନେ ହତ୍ୟା କରିଛନ୍ତି । ରବିବାର ସ୍ୱର୍ଣ୍ଣ ମନ୍ଦିରରେ ଗୁରୁଦ୍ୱାରରୁ ଧାମିର୍କ ପତାକା ନିଶାନ ହଟାଇବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କୁ ଶିଖମାନେ ପିଟି ପିଟି ମାରି ଦେଇଥିଲେ । ଘଟଣା ନେଇ ଗୁରୁଦ୍ୱାର ରାଜ୍ୟ ସରକାର…

୧୫ ଘଣ୍ଟାର ରେଡ୍ ପରେ ମିଳିଲା ମାତ୍ର ୧୭ ହଜାର ଟଙ୍କା

ଉତ୍ତରପ୍ରଦେଶ : ୧୫ ଘଣ୍ଟାର ରେଡ୍ ପରେ ମିଳିଲା ମାତ୍ର ୧୭ ହଜାର ଟଙ୍କା । ଗତକାଲି ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ନେତା ତଥା ମୁଖପାତ୍ର ରାଜୀବ ରାୟଙ୍କ ଘରେ ହୋଇଥିବା ରେଡ୍ ଯେ ଏକ ଉଦ୍ଦେଶ୍ୟମୂଳକ ପଦକ୍ଷେପ ଥିଲା ତାହା ଏଥିରୁ ସ୍ପଷ୍ଟ ହୋଇଛି । ରାଜୀବଙ୍କ ଘରେ ଆୟକର ବିଭାଗ ପ୍ରାୟ ୧୫…

ବିଏମସିର ନୂଆ ଅଭିଯାନ, ବାହାରେ ଅଳିଆ ପକାଇଲେ ଘରେ ଲଗାଇବ ଲାଲ୍ ଷ୍ଟିକର

ଭୁବନେଶ୍ବର : ଘର ବାହାରେ ଅଳିଆ ପକାଉଛନ୍ତି କି ? ଯଦି ପକାଇଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ । କାରଣ ଆପଣଙ୍କ ଘର କାନ୍ଥରେ ଲାଗିବ ଲାଲ୍ ଷ୍ଟିକର । ଏପରି ପଦକ୍ଷେପ ନେଇଛି ଭୁବନେଶ୍ବର ମହାନଗର ନିଗମ । ବର୍ଜ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ପରିଚାଳନା କ୍ଷେତ୍ରରେ ଭୁବନେଶ୍ବର ବାସିନ୍ଦାଙ୍କୁ…