Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ, ୨୯ ବର୍ଷ ଇତିହାସ ବଦଳାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସେଞ୍ଚୁରିଅନ୍: ଆଜିଠୁ ଭାରତ-ଦକ୍ଷଣ ଆଫ୍ରିକା ଟେଷ୍ଟ ସିରିଜ୍। ବକ୍ସିଂ ଡେରେ କଡ଼ା ମୁକାବିଲା ହେବ । ସେଞ୍ଚୁରିଅନର ସୁପରସ୍ପୋଟ୍ସ ପାର୍କଠାରେ ଖେଳାଯିବ ପ୍ରଥମ ଟେଷ୍ଟ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଟେଷ୍ଟରେ ମାତ୍ ଦେଇଥିବା ଟିମ୍ ଇଣ୍ଡିଆର ଲକ୍ଷ୍ୟ ଏବେ ମିଶନ ସାଉଥ୍ ଆଫ୍ରିକା । ବିଜୟରୁ…

ଆଜି ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ବିଜେଡ଼ିର ପ୍ରତିଷ୍ଠା ଦିବସ । ୨୪ବର୍ଷ ପୂରଣ କରି ୨୫ବର୍ଷରେ ପାଦ ଥାପିବାକୁ ଯାଉଛି । ବିଜେଡ଼ି କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜିତ ସଭାକୁ ସମ୍ବୋଧିତ କରିବେ । ଏହାସହ ବ୍ଲକ ଓ…

ଖୋର୍ଦ୍ଧାରେ ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

ଖୋର୍ଦ୍ଧା: ହାତୀ ପଲ ରେଳ ଲାଇନ୍ ପାର ହେବା ବେଳେ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଦୁର୍ଘଟଣାରେ ଗୋଟିଏ ଦନ୍ତା ହାତୀର ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଭୁଷଣ୍ଡପୁର ରେଲଓ୍ୱେ ଷ୍ଟେସନ ନିକଟରେ ଗତକାଲି ରାତିରେ ହାତୀଙ୍କୁ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍…

ଗର୍ବିତ କଲେ କଳାହାଣ୍ଡିର ପୁଅ, ପିଏମ୍ ୟୁବା ପାଇଁ ମନୋନୀତ ହେଲେ ଯୁବ ଗାଳ୍ପିକ ଡିଲେଶ୍ବର ରଣା

ଭବାନୀପାଟଣା : ସର୍ବଭାରତୀୟ ସ୍ତରରେ ଗର୍ବିତ କଲେ କଳାହାଣ୍ଡିର ପୁଅ । ପିଏମ୍ ୟୁବା ମେଣ୍ଟରସିପ୍ ଯୋଜନାରେ ମନୋନୀତ ହୋଇଛନ୍ତି କଳାହାଣ୍ଡିର ଉଦୀୟମାନ ଯୁବ ଲେଖକ ଡିଲେଶ୍ବର ରଣା । ଏହି ଯୋଜନାରେ ସେ ମାସିକ ୫୦ ହଜାର ଟଙ୍କା ଲେଖାଏଁ, ୬ ମାସ ମୋଟ ୩ ଲକ୍ଷ ଟଙ୍କା ପାଇବେ । ଏଥିସହ ତାଙ୍କ…

ବସ୍ ନା ଟ୍ରେନ୍ ? ବିଶ୍ୱର ପ୍ରଥମ “ଡୁଆଲ୍ ମୋଡ୍‌” ଗାଡି

ଭୁବନେଶ୍ୱର: ଅଗ୍ରଗତି କରୁଛି ସାରା ବିଶ୍ୱ । ପ୍ରତିଦିନ ସାମ୍ନାକୁ ଆସୁଛି ନୂଆନୂଆ ଉଦ୍ଭାବନ । ଖାସ କରି ଗାଡି ନିର୍ମାଣ କ୍ଷେତ୍ରରେ ଦେଖିବାକୁ ମିଳୁଛି ଭଳିକିଭଳି ପରିବର୍ତ୍ତନ । ଏହି ଧାରାରେ ଅତ୍ୟାଧୁନିକ ମାନସିକତା ରଖୁଥିବା ଜାପାନ ଆଣିଛି ବିଶ୍ୱର ପ୍ରଥମ ଡୁଆଲ୍ ମୋଡ୍ ଗାଡି । ଗତ…

କୋରାପୁଟ ବନଭାରତୀ କଲୋନୀରେ ଯୁବକଙ୍କୁ ହତ୍ୟା, ୨ ଅଟକ

କୋରାପୁଟ : କୋରାପୁଟ ସହର ବନଭାରତୀ କଲୋନୀରେ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତକ ହେଲେ ସନ୍ୟାସୀ ପୂଜାରୀ । ସୂଚନା ଅନୁସାରେ, କୋରାପୁଟ ପରଜା ସାହିରେ ରହି ବସଷ୍ଟାଣ୍ଡରେ କୁଲି କାମ କରୁଥିଲେ ସନ୍ୟାସୀ ।…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ୮ ବର୍ଷ ପରେ ଭାରତକୁ ହରାଇଲା ପାକିସ୍ତାନ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ପାକିସ୍ତାନ ୨ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୮ ବର୍ଷ ପରେ ଭାରତକୁ ହରାଇବାରେ ପାକିସ୍ତାନ ସଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଆରାଧ୍ୟା ଯାଦବଙ୍କ ୫୦ ରନ ସହାୟତାରେ ୨୩୭ ରନ କରିଥିଲା । ଜବାବରେ ପାକିସ୍ତାନ ମ୍ୟାଚର…

ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ : ବିଜେଡି

ଭୁବନେଶ୍ୱର : ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପଛୁଆ ବର୍ଗଙ୍କୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ ବୋଲି ବିଜେଡି କାର୍ଯ୍ୟକାରୀଣି ବୈଠକରେ ନିଷ୍ପତି ନିଆଯାଇଛି । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ ଦେବା ସଂକ୍ରାନ୍ତରେ ମୋହର ଲାଗିଛି ।…

୨୨ ବର୍ଷ ପରେ ଦେଖାଗଲା ଦୁର୍ଲଭ ପ୍ରଜାତିର ମାଛ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର କମନୱେଲଥ ସାଂଇଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଅର୍ଗାନାଇଜେସନ ୨୨ ବର୍ଷ ପରେ ଏକ ଦୁର୍ଲଭ ପ୍ରଜାତିର ମାଛର ସନ୍ଧାନ କରିଛି । ସମୁଦ୍ର ମଧ୍ୟରେ ହାତରେ ଏହି ମାଛ ଚାଲୁଥିବା ପରି ପହଁରିଥାଏ ସେଥିପାଇଁ ଏହାର ନାମ ପିଙ୍କ ହ୍ୟାଣ୍ଡଫିଶ ରହିଛି । ୨୨ ବର୍ଷ ତଳେ…

ଫିଲ୍ମ ‘୮୩’ରେ ରଣବୀରଙ୍କ ଅଭିନୟକୁ ପ୍ରଶଂସା କଲେ ବିରାଟ-ଅନୁଷ୍କା

ମୁମ୍ବାଇ : ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ଷ୍ଟାରଫିଲ୍ମ '୮୩' ରିଲିଜ ହୋଇସାରିଛି । ଏହି ମୁଭିକୁ ଖୁବ୍ ତାରିଫ କରିଛନ୍ତି ବିରାଟ ଓ ଅନୁଷ୍କା  । ଏନେଇ ବିରାଟ ନିଜ ଟୁଇଟର ଆକାଉଣ୍ଟରେ ଫିଲ୍ମକୁ ନେଇ ନିଜର ଇମୋସନ୍ ସେୟାର କରିଛନ୍ତି । ବିରାଟ କହିଛନ୍ତି ଯେ ଭାରତୀୟ କ୍ରିକେଟ ପାଇଁ ଏହି…