Latest Odisha News

BREAKING NEWS

Browsing Category

ଫିଚର

ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଶ୍ରୀନଗର ଜିଲ୍ଲା ହରୱାନ ଦରବାଗ ଧରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ସର୍ଚ୍ଚ ଅପରେସନ ଏବେବି ଚାଲିଛି । କାଶ୍ମୀର ଜୋନ୍ ପୋଲିସ ଟୁଇଟ ଜରିଆରେ ଏହି ସୂଚନା…

ଇତିହାସ ରଚିଲେ କିଦାମ୍ବୀ ଶ୍ରୀକାନ୍ତ: ଓ୍ୱାଲର୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ପ୍ରଥମ ଭାରତୀୟ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଇତିହାସ ରଚିଲେ ଭାରତର ସଟଲର କିଦାମ୍ବୀ ଶ୍ରୀକାନ୍ତ । ଓ୍ୱାଲର୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଫାଇନାଲ ଟିକେଟ ହାତଇଛନ୍ତି ଶ୍ରୀକାନ୍ତ । ପ୍ରଥମ ଭାରତୀୟ ଭାବରେ ସେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଗତକାଲି…

ତପସ୍ୱିନୀଙ୍କ ତପସ୍ୟା: ଶୀତ କାକରରେ ଶ୍ୱଶୁର ଘର ଆଗରେ ଅହୋରାତ୍ର ଧାରଣା

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ ଥମୁନି । ଅଧିକ ଜଟିଳ ହେବାରେ ଲାଗିଛି । ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଛନ୍ତି ତପସ୍ୱିନୀ । ଆସିକା ଗେଷ୍ଟ ହାଉସ୍ ଛାଡ଼ିବା ପରେ ପୁଣି ଥରେ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ଦୁଇ ଦିନ ହେବ…

ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଆହୁରି ୪ ଦିନ ଅନୁଭୂତ ହେବ ପ୍ରବଳ ଶୀତ

ଭୁବନେଶ୍ୱର: ଓଡ଼ିଶାରେ ହାଡ଼ଭଙ୍ଗା ଶୀତ । ଜାଡ଼ରେ ଥରୁଛନ୍ତି ଲୋକେ । ୨୬ତାରିଖ ଯାଏଁ ଶୀତର ଲହରୀ ଅଧିକ ରହିବ । ଫୁଲବାଣୀରେ ପାରଦ ୭ଡ଼ିଗ୍ରୀକୁ ଖସିଛି । ଉତ୍ତର- ପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବାହିତ ଶୁଷ୍କ ଥଣ୍ଡା ବାୟୁ ଯୋଗୁଁ ରାଜ୍ୟରେ ପାରଦ ଖସୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।…

ବାଲେଶ୍ୱରରେ ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟା

ବାଲେଶ୍ୱର: ମାଛ ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା । ପୋଲ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକଙ୍କ ନାଁ ରବି ସିଂ । ସେ ଜଣେ ମାଛ ବ୍ୟବସାୟୀ । ଗୋଲାପୋଲ ନିକଟରୁ ତାଙ୍କର ମୃତଦେହ…

ପୁସ୍ତକ ‘ଗଜପତି’ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଅବସରପ୍ରାପ୍ତ ଆଇଆରଏସ୍ ଅଧିକାରୀ ଅଶୋକ ବଳଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଗଜପତି’ ଏ କିଙ୍ଗ ଓ୍ୱିଥ୍ ଆଉଟ୍ କିଙ୍ଗଡମ୍ ପୁସ୍ତକର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ସୂର୍ଯ୍ୟବଂଶୀ ଗଜପତି ମହାରାଜ କପିଳେନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର…

ଚେନ୍ନାଇ ଟିମର ସଦସ୍ୟ ହୋଇପାରନ୍ତି ଓଡିଆ ପୁଅ ଶୁଭ୍ରାଂଶୁ !

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କ ନିକଟରେ ଆଇପିଏଲ ଖେଳିବା ସୁଯୋଗ ଉପନୀତ ହୋଇଛି । ବିଜୟ ହଜାରେରେ ଓଡିଶାର ନେତୃତ୍ୱ ନେଇଥିବା ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଟ୍ରାଏଲ ପାଇଁ ଡକାଯାଇଛି । ବିଜୟ ହଜାରେ ଟ୍ରଫିରେ ସେ ୮୧, ୭୧ ନଟଆଉଟ ଓ…

ରାଜ୍ୟରେ ଶାନ୍ତିପୂର୍ଣ୍ଣ ରହିଛି ଆଇନଶୃଙ୍ଖଳା, ୫ ଜିଲ୍ଲା ହୋଇଛି ମାଓ ମୁକ୍ତ

ଭୁବନେଶ୍ବର : ଉଦଯାପିତ ହୋଇଛି ୬୩ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ । ଶେଷ ଦିନରେ ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ପୋଲିସର ଗୁରୁତ୍ବପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଛନ୍ତି । ମହାମାରୀ କରୋନାରେ ୬୧ ଜଣ ପୋଲିସ କର୍ମଚାରୀ ସେମାନଙ୍କ ଜୀବନ ହରାଇଛନ୍ତି । ଦିବଂଗତ ଆତ୍ମାର…

ପଡିଆରେ କୋହଲିଙ୍କ ଆଟିଟ୍ୟୁଡ ଭଲ ଲାଗେ, ମାତ୍ର ଲଢ଼େଇ ବହୁତ କରନ୍ତି : ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ପଡିଆରେ ବିରାଟ କୋହଲିଙ୍କ ଆଟିଟ୍ୟୁଡକୁ ଭଳ ପାଇଥାଏ ମାତ୍ର ସେ ଲଢ଼େଇ ବହୁତ କରନ୍ତି । କୋହଲି ଅଧିନାୟକ ପଦରୁ ହଟିବା ପରେ ଉଭୟଙ୍କ ମଧ୍ୟରେ ଏ ନେଇ ଏକପ୍ରକାର ଶୀତଳ ଯୁଦ୍ଧ ଲାଗିଛି…

ମାଙ୍କଡଙ୍କ ପ୍ରତିଶୋଧ, ମାରି ସାରିଲେଣି ୨୫୦ରୁ ଅଧିକ କୁକୁର ଛୁଆ

ମୁମ୍ବାଇ: ମହାରାଷ୍ଟ୍ର ବିଡ ଜିଲ୍ଲାର ମାଜଲ ଗ୍ରାମରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା କି ସହଜରେ ବିଶ୍ୱାସ କରି ହେଉ ନାହିଁ । ମାଜଲଗ୍ରାମର ଲୋକଙ୍କ କହିବା ଅନୁସାରେ ଏଠାରେ ମାଙ୍କଡମାନେ କୁକୁରଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇ ପଡିଛନ୍ତି । କୁକୁର ଛୁଆମାନଙ୍କୁ ଧରି ନେଇ…