Latest Odisha News

BREAKING NEWS

Browsing Category

ଫିଚର

ରୋହିତ ଶର୍ମା ଆଘାତପ୍ରାପ୍ତ, ରିପୋର୍ଟକୁ ଅପେକ୍ଷା

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଶକ୍ତ ଧକ୍କା ଲାଗିଛି । ସୋମବାର ଅଭ୍ୟାସ ସେଶନରେ ଉପ ଅଧିନାୟକ ରୋହିତ ଶର୍ମା ଆଘାତପ୍ରାପ୍ତ ହୋଇଛନ୍ତି । ଥ୍ରୋ ଡାଉନ ସ୍ପେଶାଲିଷ୍ଟ ରାଘବେନ୍ଦ୍ରଙ୍କ ଥ୍ରୋ ରୋହିତଙ୍କ ହାତରେ ସିଧାସଳଖ ବାଜିଥିଲା । ଦୀର୍ଘ ସମୟ ଧରି ସେ…

ଭୁବନେଶ୍ବରରେ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଅଭିଯାନ

ଭୁବନେଶ୍ବର : ଭୁବନେଶ୍ବରରେ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଅଭିଯାନ । ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ବେଗୁନିଆରେ ବିଏସକେଓ୍ବାଇ କାର୍ଡ ବାଣ୍ଟିବା ବେଳେ ଭୁବନେଶ୍ବରର ୩ଟି ଜୋନରେ ଆରମ୍ଭ ହୋଇଥିଲା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ବିଏମସିର ସାଉଥ ୱେଷ୍ଟ…

କରୀନା, ଅମୃତା କରୋନା ପଜିିଟିଭ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କାପୁର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର କୋଭିଡ ଟେଷ୍ଟ କରାଇଥିଲେ । ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ସେ ନିଜକୁ ଆଇସୋଲେଟ କରି ଦେଇଛନ୍ତି । କରୀନାଙ୍କ ପ୍ରିୟ ବାନ୍ଧବୀ ଅମୃତା ଆରୋରଙ୍କ…

ଜାତୀୟ ପ୍ରବେଶିକା ପରୀକ୍ଷା ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ କୋଚିଂ

ଭୁବନେଶ୍ବର : ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେନି ଗରିବ ମେଧାବୀ । ରାଜ୍ୟର ଗରିବ ମେଧାବୀଙ୍କୁ ମିଳିବ ମାଗଣା ପ୍ରଶିକ୍ଷଣ । ରାଜ୍ୟରେ ଏକାଦଶ ଶ୍ରେଣୀର ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା…

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ, ଚଳିତ ମାସ ଶେଷ ସପ୍ତାହରେ ଘୋଷଣା ହେବ ତାରିଖ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲା ପ୍ରସ୍ତୁତି । ଆସନ୍ତା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ । ଏହାସହ ଚଳିତ ମାସ ଶେଷ ସପ୍ତାହରେ ଘୋଷଣା ହେବ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ । ଆଉ ୩ ଦିନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି…

ଯାଜପୁରରେ ‘ଜୱାଦ’ କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ଟିମ୍

ଯାଜପୁର : ବାତ୍ୟା ଜୱାଦ ଚାଷୀମାନଙ୍କ ଚାଷକୁ ବିଗାଡି ଦେଇଛି । ଏହାର ପ୍ରଭାବରେ ଯାଜପୁର ଜିଲ୍ଲାର ଚାଷୀମାନେ ନାହିଁ ନଥିବା କ୍ଷତିଗ୍ରସ୍ତ ହୋଇଛନ୍ତି ।ଏନେଇ କେନ୍ଦ୍ରୀୟ ପ୍ରତିନିଧିଦଳ ଯାଜପୁର ଜିଲ୍ଲାର ଜୱାଦ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । କେନ୍ଦ୍ରୀୟ ଟିମ୍ ଦଶରଥପୁର ବ୍ଲକ ରାହସୋଇ…

କରୋନା ସଂକ୍ରମଣରେ ବଡ଼ ଜୁଆର ଆଣିବ ଓମିକ୍ରନ୍, ଚେତେଇଲେ ବୋରିସ୍ ଜନସନ୍

ଲଣ୍ଡନ: ସାରା ବିଶ୍ୱକୁ ଘାରିଛି ଓମିକ୍ରନ୍ ଆତଙ୍କ । ୬୩ ଦେଶକୁ ମାଡିଲାଣି । ଦ୍ରୁତ ସଂକ୍ରମଣ କରୁଛି । ଆଗକୁ ସ୍ଥିତି ଭୟାବହ ହୋଇପାରେ । କରୋନା ସଂକ୍ରମଣରେ ବଡ଼ ଜୁଆର ଆଣିବ ଓମିକ୍ରନ୍ । ଏଭଳି କଡ଼ା ଚେତାବନୀ ଓ ସତର୍କବାଣୀ ଶୁଣାଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ।…

କୋହଲିଙ୍କ ସହ ବିଶ୍ୱକପ ମ୍ୟାଚ ବେଳେ କଣ କଥା ହୋଇଥିଲ ପ୍ରଶ୍ନରେ ରାଗିଗଲେ ବାବର

କରାଚୀ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଶୋଚନୀୟ ଭାବେ ପାକିସ୍ତାନ ନିକଟରୁ ପରାଜିତ ହୋଇଥିଲା । ସୋମବାର ଏକ ସାକ୍ଷାତକାରରେ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ପତ୍ରକାର ପଚାରିଥିଲେ, ତୁମେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ କଣ କଥା ହୋଇଥିଲ ? ଏଥିରେ ବାବର ରାଗିଯିବା ସହ…

ଫିଲ୍ମ ଷ୍ଟାଇଲରେ ଦୋଳିରେ ଏଣ୍ଟ୍ରି ମାରୁଥିଲେ ବର-କନ୍ୟା, ହଠାତ୍ ଛିଣ୍ଡିଗଲା ଦଉଡ଼ି

ରାୟପୁର: ଫିଲ୍ମ ଷ୍ଟାଇଲରେ ନବ ବିବାହିତ ଦୋଳିରେ ଏଣ୍ଟ୍ରି ମାରିବା ବେଳେ ଅଘଟଣ । ଛିଣ୍ଡିଗଲା ଦୋଳିର ଦଉଡ଼ି । ଆଉ ତାପରେ ଯାହା ଘଟିଲା କେହି କେବେ କଳ୍ପନା କରି ନଥିଲେ । ବିବାହ ଉତ୍ସବରେ ସମସ୍ତେ ଖୁସିରେ ମସଗୁଲ ଥିବା ବେଳେ ହଠାତ୍ ବରକନ୍ୟା ଆସୁଥିବା ଦୋଳିର ଦଉଢ଼ି ଛିଣ୍ଡିଗଲା । ଏଭଳି ଘଟଣା…

୧୫ କୋଟିର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା(କନ୍ଧମାଳ): ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ । ଏକର ଏଖର ଜାଗାରେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ୧୫ କୋଟି ଟଙ୍କାର ଗଞ୍ଜେଇ ଗଛକୁ କାଟି ପୋଡିଛି ପୋଲିସ ଓ ଅବକାରୀ ବିଭାଗ । ମହାସିଙ୍ଗ ପଞ୍ଚାୟତର ଗୁମାପଦର…