Latest Odisha News

BREAKING NEWS

Browsing Category

ଫିଚର

ବିଧାନସଭା ଶୀତକାଳୀନ ଅଧିବେସନ ମୁଲତବୀ ପ୍ରତିବାଦରେ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କଲା ବିଜେପି

ପୁରୀ : ବିଧାନସଭାରେ ଶୀତ କାଳୀନ ଅଧିବେଶନ ମୁଲତବୀ ପ୍ରତିବାଦରେ ବିଜେପିର ସମସ୍ତ ବିଧାୟକ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପ୍ରଣିପାତ ଜଣାଇଛନ୍ତି । ଏଥିସହ ୧୪ ଜଣ ବିଜେପି ବିଧାୟକ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରି ଭଜନ ଜଣାଣ କରି ବସି ରହିବା ସହ ଅଭିନବ ପ୍ରତିବାଦ କରିଥିଲେ। ମମିତା…

ଆସାମରୁ ଉଦ୍ଧାର ହେଲା ମାରାଡୋନାଙ୍କ ଚୋରି ଘଂଟା

ନୂଆଦିଲ୍ଲୀ:ଆର୍ଜେଂଟିନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ଚୋରି ହୋଇଥିବା ଘଂଟା ଆସାମରୁ ଉଦ୍ଧାର ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି । ମାରାଡୋନାଙ୍କ ମୃତ୍ୟୁ ୨୦୨୦ରେ ହୋଇଥିଲା । ଆସାମ ଓ ଦୁବାଇ ପୋଲିସ ମିଳିତ ଭାବେ…

ନବରଙ୍ଗପୁରରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ନବରଙ୍ଗପୁର : ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ। ଛତିଶଗଡ଼ ମେନପୁର ଡିଭିଜନର ଜଣେ ହାର୍ଡକୋର ମାଓବାଦୀା ଆଜି ଆତ୍ମ ସମର୍ପଣ କରିଛନ୍ତି। ତାଙ୍କ ନାଁ କମଲେଶ୍ୱରୀ ମରେଇ ଓରଫ ଅମିଲା। ଦକ୍ଷିଣାଞ୍ଚଳ ଡିଆଇଜି ଓ ରାଜେଶ ପଣ୍ଡିତ ଏବଂ ନବରଙ୍ଗପୁର ଜିଲ୍ଲା ଏସପି ପୁରୁଷୋତ୍ତମ ଦାସଙ୍କ ନିକଟରେ…

ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଛି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ବଦ୍ରିନାରାୟଣ ପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ସ୍ୱାସ୍ଥ୍ୟ ଅବସ୍ଥା…

ଆସନ୍ତାକାଲି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ,ବାଣ୍ଟିବେ ସ୍ମାର୍ଟ ହେଲଥ୍ କାର୍ଡ

ବ୍ରହ୍ମପୁର :ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଯିବେ। ଗଞ୍ଜାମରେ BSKY ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁରେ ବିଭିନ୍ନ ପ୍ରକଳ୍ପର ଶୁଭାକମ୍ଭ କରିବେ। ସକାଳ ୧୦ ଟାରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ମା’ ଙ୍କ ଦର୍ଶନ…

ଓଡ଼ିଶାରେ ଜୱାଦ କ୍ଷେୟକ୍ଷତିର ଆକଳନ କରିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଜୱାଦ କ୍ଷେୟକ୍ଷତିର ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସୁଛନ୍ତି। ଏହି ଟିମ୍ ଜଗତସିଂହପୁର, କଟକ ,କେନ୍ଦ୍ରାପଡ଼ା ଯାଇ କ୍ଷୟକ୍ଷତିର ଆକଳନ କରିବାର କାର୍ଯ୍ୟକ୍ରମ ରହିଛି। ଜୱାଦ ପ୍ରଭାବିତ ଅଞ୍ଚଳର ପରିବଦର୍ଶନ କରିବା ସହ ଯାଞ୍ଚ…

କଂଗ୍ରେସ କର୍ମୀଙ୍କୁ ପୋଲିସ ପିଟିବା ଘଟଣା ,୧୪ ତାରିଖରେ ଏସପିଙ୍କ ଅଫିସ ଆଗରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ଭବନରେ ପଶି ପୋଲିସ ଛାତ୍ର କଂଗ୍ରେସ କର୍ମୀଙ୍କୁ ପିଟିବା ଘଟଣାରେ ପ୍ରତିବାଦ କରିବ କଂଗ୍ରେସ। ଆସନ୍ତା ୧୪ ତାରିଖରେ ଜିଲ୍ଲା ଏସପିଙ୍କ ଅଫିସ ଆଗରେ ଧାରଣା ଦେବ କଂଗ୍ରେସ। ୧୪ ତାରିଖ ସକାଳ ୯ ଟାରୁ ଅପରାହ୍ନ ୧ ଟାଏ ଯାଏଁ ଧାରଣା ଦେବ କଂଗ୍ରେସ। ଶନିବାର ଲୋୟର…

[ଭିଡିଓ] ଗୋଆରେ ଆଦିବାସୀ ମହିଳାଙ୍କ ସହ ନାଚିଲେ ପ୍ରିୟଙ୍କା ଗାନ୍ଧି

ଗୋଆ : ଗୋଆ ଗସ୍ତରେ ପ୍ରିୟଙ୍କା ଗାନ୍ଧି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଗୋଆ ମାରପିର୍ଲା ଗାଁ ରେ ପହଁଞ୍ଚିଛନ୍ତି କଂଗ୍ରେସ ସଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି। ସେଠାରେ ପ୍ରିୟଙ୍କା ଆଦିବାସୀ ମହିଳାଙ୍କ ସହିତ ପାରମ୍ପରକି ଆଦିବାସୀ ନୃତ୍ୟରେ ତାଳଦେଇ ନାଚିଥିଲେ। ଯାହାର ଭିଡିଓ ଏବେ…

ଶୀତକାଳିନ ଅଧିବେସନ ଅଧାରୁ ବନ୍ଦ ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ଟିମ୍

ଭୁବନେଶ୍ଵର : ବାରମ୍ବାର ଶୀତକାଳିନ ଅଧିବସେନ ଅଧାରୁ ବନ୍ଦ ହେବା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ। ବାରମ୍ବାର ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ରହୁଥିଲା । ଏହି ପ୍ରସଙ୍ଗ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିଥିଲା ବିଜେପି ପ୍ରତିନିଧି ଦଳ। ଶୁକ୍ରବାର ବିଧାନସଭା ଅଧିବେସନ…

କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ଼ ଘଟଣା: ବିଚାରବିଭାଗୀୟ ତଦନ୍ତ ଦାବି କଲେ ନରସିଂହ

ଭୁବନେଶ୍ୱର: ବିକ୍ଷୋଭ ପ୍ରଦର୍ଶନ ବେଳେ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ଼ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ପ୍ରେସମିଟରେ ଘଟଣାକୁ ନିନ୍ଦା କରିବା ସହ ପୋଲିସ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ନରସିଂହ କହିଛନ୍ତି, ଗୋଡ଼େଇ ପିଟିବା ଓ ମୁଣ୍ଡ…