Latest Odisha News

BREAKING NEWS

Browsing Category

ଫିଚର

ଆଜି ଦିଲ୍ଲୀରେ ପହଞ୍ଚିବ ସିଡ଼ିଏସ୍ ଜେନେରାଲ ବିପିନ ରାୱତଙ୍କ ପାର୍ଥିବ ଶରୀର, ଶୁକ୍ରବାର ଅନ୍ତିମ ସଂସ୍କାର

ଦିଲ୍ଲୀ: ଆଜି ଦିଲ୍ଲୀ ଆସି ପହଞ୍ଚିବ ସିଡ଼ିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ପାର୍ଥିବ ଶରୀର । ସନ୍ଧ୍ୟାରେ ପ୍ରତିରକ୍ଷା ବିଭାଗର ଏକ ବିମାନରେ ଅଣାଯିବ । ବିମାନବନ୍ଦରରୁ ପାର୍ଥିବ ଶରୀରକୁ ତାଙ୍କ ବାସଭବନକୁ ନିଆଯିବ । ଆସନ୍ତାକାଲି ହେବ ଜେନେରାଲ ବିପିନ ରାୱତଙ୍କ ଅନ୍ତିମ…

ଲାଲବାହିନୀର ଲଙ୍କାକାଣ୍ଡ: ଜାଳିଦେଲେ ୫ଟି ଗାଡ଼ି, ଜଣଙ୍କୁ ଅପହରଣ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଲଙ୍କାକାଣ୍ଡ ଘଟାଇଛନ୍ତି । ପିପଲଖୁଟା ଗାଁ ନିକଟରେ ୫ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ଏହାପରେ ଠିକାକାମରେ ନିୟୋଜିତ ଜଣେ ସୁପରଭାଇଜରଙ୍କୁ ଅପହରଣ କରି ନେଇଥିବା ସୂଚନା…

[ଭିଡ଼ିଓ ]ବିଦାୟ ବୀର ବିପିନ୍

ଦିଲ୍ଲୀ: ମଝି ଆକାଶରେ ଜଳିଗଲା ହେଲିକପ୍ଟର । ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ତାମିଲନାଡୁର କନ୍ନୁର ଅଞ୍ଚଳରେ ବାୟୁସେନାର ଏମଆଇ-ସେଭେନଟିନ୍-ଭି-ଫାଇବ୍ ହେଲିକପ୍ଟର ହଠାତ୍ ଆକାଶରୁ ଖସିପଡିଲା । ଏକ ଗଛରେ ପିଟି ହୋଇ ନିଆଁ ପିଣ୍ଡୁଳାରେ…

ଜନ୍ମଦିନ ପାଳନ କରିବେନି ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ତାମିଲନାଡୁର କନ୍ନୁର ନିକଟରେ ଘଟିଥିବା ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କ ୭୫ତମ ଜନ୍ମଦିନ (ଡିସେମ୍ବର ୯) ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସମସ୍ତ ପ୍ରକାର ଉତ୍ସବଠାରୁ ଏଡାଇବାକୁ ସେ ଦଳୀୟ କର୍ମୀମାନଙ୍କୁ ଅନୁରୋଧ…

ଶୌର୍ଯ୍ୟଚକ୍ର ଗ୍ରୁପ କ୍ୟାପଟେନ ବରୁଣ ସିଂ ଜୀବିତ

ନୂଆଦିଲ୍ଲୀ:ତାମିଲନାଡୁ କନ୍ନୁରରେ ଘଟି ଯାଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ସମେତ ୧୧ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏହି ଦୁଃଖଦ ଘଟଣା ଭିତରେ ଏକମାତ୍ର ବ୍ୟକ୍ତି ଭାବେ ଶୌର୍ଯ୍ୟଚକ୍ରରେ ସମ୍ମାନିତ ହୋଇଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂ ଜୀବିତ…

ବିଜୟ ହଜାରେ ଟ୍ରଫି: ଶୁଭ୍ରାଂଶୁଙ୍କ ଚମତ୍କାର ଶତକ, ବିଜୟ ସହ ଅଭିଯାନ ଆରମ୍ଭ କଲା ଓଡିଶା

ଭୁବନେଶ୍ୱର: ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ବୁଧବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ ଓଡିଶା କ୍ରିକେଟ ଦଳ ବିଜୟ ସହ ତାର ଅଭିଯାନ ଆରମ୍ଭ କରିଛି । ପ୍ରଥମ ମୁକାବିଲାରେ ଓଡିଶା ୬୩ ରନରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି । ଟସ ଜିତି ଆନ୍ଧ୍ର ପ୍ରଥମେ ଫିଲ୍ଡିଂ କରିବା ପାଇଁ…

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷିତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବୁଧବାର ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତର ୧୮ଜଣିଆ ଟେଷ୍ଟ ଟିମ ଘୋଷଣା କରାଯାଇଛି । ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ୩ଟି ଲେଖାଁଏ ଟେଷ୍ଟ ଏବଂ ଦିନିକିଆ ମ୍ୟାଚ ଖେଳାଯିବ । ଦିନିକିଆରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ପ୍ରଥମ ଟେଷ୍ଟ ୨୬…

ଓଡ଼ିଶାରେ ଅଧାରୁ ସ୍କୁଲ ଛାଡିଥିବା ପିଲାଙ୍କ ତାଲିକା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶାରେ ଅଧାରୁ ପାଠ ପଢ଼ା ଛାଡି ଥିବା ପିଲାଙ୍କ ତାଲିକ ଦାଖଲ କଲେ ରାଜ୍ୟ ସରକାର। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି କି ୨୦୨୦-୨୧ରେ ପିଲା ଅଧାରୁ ପାଠ ପଢ଼ା ଛାଡି ଦେଇଛନ୍ତି। କରୋନା କାଳରେ ପିଲାମାନେ ପାଠପଢ଼ା ଛାଡୁଛନ୍ତି। ଏହି ରିପୋର୍ଟ ଅନୁସାରେ…

ରୋହିତ ହେଲେ ଭାରତୀୟ ଦିନିକିଆ ଦଳର ନୂତନ ଅଧିନାୟକ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ କ୍ରିକେଟ ଦଳର ନୂତନ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଅଜିଙ୍କ୍ୟ ରାହାନେଙ୍କ ସ୍ଥାନରେ ସେ ଟେଷ୍ଟରେ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ପୂର୍ବରୁ ନଭେମ୍ବରରେ ସେ ବିରାଟ କୋହଲିଙ୍କ ବଦଳରେ…

ଭାରତର ୧୦ ବଡ ବିମାନ ଦୁର୍ଘଟଣା

ନୂଆଦିଲ୍ଲୀ:ସିଡିଏସ ଜେନେରାଲ ବିପିନ ରାୱତ ଏବଂ ଅନ୍ୟମାନଙ୍କୁ ନେଇ ଯାଉଥିବା ଏକ ଏୟାରଫୋର୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୪ଜଣଙ୍କ ମଧ୍ୟରୁ ୧୩ଙ୍କ ମୃତ୍ୟୁ ଘଟି ସାରିଛି । ରାୱତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ବିମାନ ଦୁର୍ଘଟଣା ଅନେକ ପୁରୁଣା ଦୁଃଖଦ ସ୍ମୃତିକୁ ମନେ…