Latest Odisha News

BREAKING NEWS

Browsing Category

ଫିଚର

“ଜୱାଦ” କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ୧୫ ଡିସେମ୍ବରରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର : ଜୱାଦ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ତୁରନ୍ତ କ୍ଷତି ପୁରଣ ଦିଅନ୍ତୁ ବୋଲି କଂଗ୍ରେସ କହିଛି। ଆର୍ଥିକ ସହାୟତା, କୃଷିଋଣ ଛାଡ ସମେତ ବିଭିନ୍ନ ଦାବି ପୂରଣ ନହେଲେ ଚଳିତ ମାସ ୧୫ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଦେବେ ପ୍ରଦେଶ କିଷାନ କଂଗ୍ରେସ। ଜୱାଦ ଜନିତ ଅଦିନିଆ…

ଏସଟିଏଫ୍ ପଞ୍ଝାରେ ହାତୀ ଦାନ୍ତ ଶିକାରୀ ,୯ କି.ଜି ଓଜନର ହାତୀ ଦାନ୍ତ ଜବତ

ବଲାଙ୍ଗୀର : ଏସଟିଏଫ୍ ହାତରେ ଧରାପଡ଼ିଲା ହାତୀ ଦାନ୍ତ ଚୋରା ଚାଲଣକାରୀ। ବଲାଙ୍ଗୀର ଜିଲ୍ଲା ଗୁଡଭେଲାରେ ଡିଲ୍ ବେଳେ ଏସଟିଏଫ୍ ଓ ବନ ବିଭାଗ ପଞ୍ଝାରେ ପଡ଼ିଯାଇଥିଲେ ଏହି ଶିକାରୀ ଜଣକ। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ବିପୁଲ ବାଗ। ବିପୁଲ ଠାରୁ ୯ କେଜି ଓଜନ ହାତୀ ଦାନ୍ତ ଜବତ କରିଛି ବନ…

[ଭିଡିଓ] ମହଙ୍ଗା ପଡିଲା ଦହି କିଣା, ନିଲମ୍ବିତ ହେଲେ ଟ୍ରେନ୍ ଚାଳକ

ଭୁବନେଶ୍ୱର: ନିର୍ଦ୍ଧାରିତ ଷ୍ଟେସନ୍ ପୂର୍ବରୁ ଟ୍ରେନ ଅଟକାଇଥିଲେ ଚାଳକ । ଖାସ ଦହି କିଣିବାକୁ ଏପରି ନିଷ୍ପତ୍ତି ନେବା ଟ୍ରେନ ଚାଳକଙ୍କୁ ମହଙ୍ଗା ପଡିଛି । ଶେଷରେ ଟ୍ରେନ ଚାଳକଙ୍କ ଏପରି ମାନସିକତାକୁ ନେଇ ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ରହିଛି । ଏହି ଭିଡିଓରେ ଆପଣ ସ୍ପଷ୍ଟ ଭାବେ…

[ଭିଡିଓ] ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୭ ମୃତ ୩ ଆହତ

ଭୁବନେଶ୍ୱର: ଆଜି ତାମିଲନାଡୁର ନିଲଗିରିସ୍ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତୀୟ ବାୟୁସେନାର Mi-17V5 ହେଲିକପ୍ଟର । ଏଥିରେ ସବାର ଥିଲେ ସେନା ମୁଖ୍ୟ ବିପିନ ରାୱତ, ତାଙ୍କ ସ୍ତ୍ରୀ ଓ ଅନ୍ୟ ସେନା ସଂପର୍କିତ ବ୍ୟକ୍ତି । ଘନ କୁହୁଡି ଯୋଗୁଁ ନାଂଜାପ୍ପାଂଚାଥିରମ୍ ଅଂଚଳରେ ହେଲିକପ୍ଟରଟି…

ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦିପୁର : ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଓଡ଼ିଶା ଉପକୂଳ ଚାନ୍ଦିପୁର ଘାଟିରୁ ଏହାକ ସଫଳ ପରୀକ୍ଷଣ କରାଯାଇଛି । ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ସୁପରସୋନିକ କ୍ଷେପଣାସ୍ତ୍ରର ସୁଖୋଇ 30 Mk-1 ସଫଳରତାର ସହ ପରୀକ୍ଷଣ କରାଯାଇଛି ବୋଲି ଡିଆରଡିଓ ସୂଚନା ଦେଇଛି।…

ସେନା ମୁଖ୍ୟ ବିପିନ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଦିଲ୍ଲୀ : ତାମିଲନାଡୁ କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ।  ଏହି ହେଲିକପ୍ଟରରେ ସିଡିଏମ ବିପିନ ରାୱତ ତାଙ୍କ ପତ୍ନୀଙ୍କ ସହ ୧୪ ଜଣ ବସିଥିଲେ ବୋଲି ସୂଚନା ମିଳିଛି। ଘଟଣା ସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି। ଏପର୍ଯ୍ୟନ୍ତ ୩ ଜଣଙ୍କୁ ରେସ୍କ୍ୟୁ କରାଯାଇଛି। ଏହି ଘଟଣା ପରେ…

କ୍ୟାଟ୍ରିନାଙ୍କ ହାତରେ ଲାଗିଲା ମେହେନ୍ଦି, ଆଜି ହଳଦୀ ସେରିମନି

ମୁମ୍ବାଇ : ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ୯ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧିହେବୋ ୭ ତାରିଖରେ କ୍ୟାଟଙ୍କ ସଙ୍ଗୀତ ମେହେନ୍ଦି ସେରିମନି ରାଜସ୍ଥାନର ସିକ୍ସଥ ସେନ୍ସ ଲକଜୁରିୟସ୍ ଫୋର୍ଟରେ କରାଯାଇଥିଲା। ଆଜି ଦ୍ୱିପ୍ରହରେ ହଳଦୀ ସେରିମନି ସହ ନାଇଟରେ ସଙ୍ଗୀତ ଫଙ୍କସନ୍…

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅଚଳ , ସର୍ବ ଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର : ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସପ୍ତମ ଦିନରେ ବି ଚାଲିପାରିଲାନି ଗୃହ। ସାଢେ ୧୧ ଟାରେ ଗୃହ ଆରମ୍ଭ ହେବା ପରେ ପୁଣି ବିରୋଧୀଙ୍କ ମମିତା ପ୍ରସଙ୍ଗ ନେଇ ହୋ ହାଲ୍ଲାରେ କମ୍ପି ଉଠିଲା ଗୃହ। ସେପଟେ ଗୃହରେ ଗୋବିନ୍ଦ ସାହୁଙ୍କ ଫଟୋ ଦେଖାଇ ବିଜେପି ଘଣ୍ଟବାଡେଇଥିବା ଜଣାପଡ଼ିଛି।…

କଟକ ରେଲଓ୍ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ ଜବତ

କଟକ: ରେଲଓ୍ୱେ ଷ୍ଟେସନରୁ ପୁଳା ପୁଳା ଟଙ୍କା ଭର୍ତ୍ତି ବ୍ୟାଗ ଜବତ । କଟକ ରେଲଓ୍ୱେ ଷ୍ଟେସନରୁ ୪ଟି ବ୍ୟାଗରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛି । ଜଣେ ବ୍ୟକ୍ତିଙ୍କ ପାଖରୁ ଜବତ ହୋଇଛି ଟଙ୍କା ଭର୍ତ୍ତି ୪ଟି ବ୍ୟାଗ୍ । ସେସବୁ ବ୍ୟାଗରେ ୧୦ ଓ ୨୦ ଟଙ୍କିଆ ନୋଟ୍ ଥିବା ଜଣା ପଡିଛି । ଭୁବନେଶ୍ୱରରୁ…

୨୪ଘଣ୍ଟାରେ ଦେଶରେ ୮ହଜାର ୪୩୯ଜଣ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ, ୧୯୫ଜଣଙ୍କ ମୃତ୍ୟୁ

ଦିଲ୍ଲୀ: ୨୪ଘଣ୍ଟା ଭିତରେ ଦେଶରେ ୮ ହାଜର ୪୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୯୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୬,୫୬,୮୨୨ରେ ପହଞ୍ଚିଛି । ସେହିପରି ଭାରତରେ…