Latest Odisha News

BREAKING NEWS

Browsing Category

ଫିଚର

ବାତ୍ୟା ‘ଜୱାଦ’ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି, ସମୀକ୍ଷା କଲେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ବର : ବାତ୍ୟା ଜଓ୍ବାଦକୁ ନେଇ ଜୋରଦାର ପ୍ରସ୍ତୁତି । ମିଶନ ଜିରୋ କାଜୁଆଲିଟି ଲକ୍ଷ୍ୟରେ ପ୍ରଶାସନ । ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଥିବା ବେଳେ, ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ବାତ୍ୟା 'ଜୱାଦ' ପାଇଁ…

ସମ୍ଭାବ୍ୟ ବାତ୍ୟା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ : ବଙ୍ଗୋପସାଗରରେ ମାଡି ଆସୁଛି ବାତ୍ୟା ଜଓ୍ବାଦ । ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ବାତ୍ୟା ଜଓ୍ବାଦ ପୁରୀରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବାରୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇଛି । ଜିଲ୍ଲାରେ ଥିବା ୧୭୦ଟି ବହୁମୁଖୀ…

ବାତ୍ୟା ପାଇଁ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ୍ ଛୁଟି

ବ୍ରହ୍ମପୁର : ମାଡି ଆସୁଛି ବାତ୍ୟା ‘ଜୱାଦ’ । ରବିବାର ପୁରୀ ଜିଲ୍ଲା ଉପକୂଳ ଦେଇ ଅତିକ୍ରମ କରିବ ବାତ୍ୟା ଜଓ୍ବାଦ । ଏହାର ପ୍ରଭାବରେ ଆଜିଠାରୁ ଆରମ୍ଭ ହୋଇଛି ବର୍ଷା । ତେଣୁ ବାତ୍ୟାକୁ ନଜରରେ ରଖି ପ୍ରାଶାସନିକ ସ୍ଥରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସରକାର ସବୁ ପ୍ରକାର ସତର୍କତାମୂଳକ…

ସୋସିଆଲ ମିଡିଆ ଟ୍ବିଟରରେ ହ୍ରାସ ପାଇଲା ଫଲୋଅର୍ସଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଟ୍ବିଟରରେ ହ୍ରାସ ପାଇଲା ଫଲୋଅର୍ସଙ୍କ ସଂଖ୍ୟା । କିଛି ୟୁଜରଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦୦ରୁ ଅଧିକ ହ୍ରାସ ପାଇଛି । ସେହିପରି ଆଉ କିଛି ୟୁଜରଙ୍କ ଫଲୋଅର୍ସ ସଂଖ୍ୟା ୧ ଲକ୍ଷରୁ ଅଧିକ ହ୍ରାସ ପାଇଛି । ଟ୍ବିଟରର ନୂଆ ସିଇଓ ଭାବେ ପରାଗ ଅଗ୍ରଓ୍ବାଲ ଯୋଗଦେବା ପରେ…

ୟୁରୋପୀୟ ରାଷ୍ଟ୍ରସଂଘରେ ବିତ୍ପାତ ରଚିପାରେ ଓମିକ୍ରନ

ନୂଆଦିଲ୍ଲୀ : ଆସନ୍ତା କିଛି ମାସ ମଧ୍ୟରେ ୟୁରୋପୀୟ ରାଷ୍ଟ୍ରସଂଘରେ ବିତ୍ପାତ ରଚିପାରେ ଓମିକ୍ରନ । ଏପରିକି ୟୁରୋପରେ କୋଭିଡରେ ଯେତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇଥିଲେ, ତାହାର ଅଧାରୁ ଅଧିକ ଲୋକ ଓମିକ୍ରନ ଜରିଆରେ ସଂକ୍ରମିତ ହୋଇପାରନ୍ତି । ଏହି ଚେତାବନୀ ଦେଇଛି ୟୁରୋପୀୟ ରାଷ୍ଟ୍ରସଂଘର…

ମୟଙ୍କଙ୍କ ଚମତ୍କାର ଶତକ: ଭାରତ ୨୨୧/୪

ମୁମ୍ବାଇ: ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ମୟଙ୍କ ଅଗ୍ରୱାଲଙ୍କ ଚମତ୍କାର ଶତକ ସହାୟତାରେ ୪ ଉଇକେଟ ବିନିମୟରେ ୨୨୧ ରନ ସଂଗ୍ରହ କରିଛି । ଷ୍ଟମ୍ପ୍ସ ଅପସାରଣ ବେଳକୁ ମୟଙ୍କ ୧୨୦ ଓ ରିଦ୍ଧିମାନ ଶାହ ୨୫ ରନ କରି ଅପରାଜିତ ରହିଥିଲେ । ଟସ୍ ଜିତି…

କଙ୍ଗନାଙ୍କ ଗାଡି ଆଗରେ ବିକ୍ଷୋଭ

ଚଣ୍ଡୀଗଡ: ପଙ୍ଗା କୁଇନ କଙ୍ଗନା ରାନାୱତ ଆଜି ପଞ୍ଜାବ ଯାଉଥିବା ବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ଚଣ୍ଡୀଗଡ-ଉନା ହାଇୱେ ନିକଟରେ କୃଷକମାନେ ତାଙ୍କ ଗାଡି ଅଟକାଇ ଦେଇଥିଲେ । ପୋଲିସ ଓ କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ ପ୍ରାୟ ୧ ଘଂଟା ଧରି ବିକ୍ଷୋଭକାରୀମାନେ କଙ୍ଗନାଙ୍କୁ ଅଟକାଇ…

ଓମିକ୍ରନ ଚିନ୍ତା: ୧୦ ଦକ୍ଷିଣ ଆଫ୍ରିକା ଫେରନ୍ତା ନିଖୋଜ

ବେଙ୍ଗାଲୁରୁ: ଓମିକ୍ରନ ନେଇ ସତର୍କତା ଅବଲମ୍ବନ କରିବାକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ଏବେ ବି ଲୋକେ ଏହାକୁ ବେଖାତିର କରୁଛନ୍ତି । ବାଙ୍ଗାଲୋରରେ ୧୦ଜଣ ଆଫ୍ରିକା ଫେରନ୍ତାଙ୍କ ପତା ଏ ପର୍ଯ୍ୟନ୍ତ ମିଳୁ ନ ଥିବାରୁ ପ୍ରଶାସନ ଚିନ୍ତାରେ ପଡି ଯାଇଛି । କରୋନା ଟେଷ୍ଟ କରାଇବା ପରେ ସେମାନେ…

ୟାହୁ ସର୍ଚ୍ଚରେ ମୋଦୀ ଶୀର୍ଷରେ, କୋହଲି ଦ୍ୱିତୀୟ

ନୂଆଦିଲ୍ଲୀ: ୟାହୁ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଭାରତର ଲୋକପ୍ରିୟ ବ୍ୟକ୍ତିଙ୍କ ସୂଚୀ ଜାରୀ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ କ୍ରିକେଟର ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

୧୩୨ ବର୍ଷ ପୁରୁଣା ରେକର୍ଡର ପୁନରାବୃତି: ୨ ଟେଷ୍ଟରେ ୪ ଅଧିନାୟକ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ୧୩୨ ବର୍ଷ ତଳ ରେକର୍ଡର ପୁନରାବୃତି ଘଟିଛି । ୨ଟି ମ୍ୟାଚରେ ୪ଜଣ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପ୍ରଥମ ଟେଷ୍ଟରେ ଅଜିଙ୍କ୍ୟ ରାହାନେ ଏବଂ କେନ ୱିଲିୟମସନ ଅଧିନାୟକ ହୋଇଥିବା ବେଳେ ଦ୍ୱିତୀୟରେ ବିରାଟ କୋହଲି ଏବଂ ଟମ ଲାଥାମ…