Latest Odisha News

BREAKING NEWS

Browsing Category

ଫିଚର

ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ଼୍ ପଜିଟିଭ୍ ହେବା ପରେ ସେ ବର୍ତ୍ତମାନ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଚାଲିଛି ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କାମ ଚାଲିଛି ।ଏହି ସମୟରେ ସମସ୍ତେ ନିଜର ନିଜର ଭୋଟର ଆଇଡି ସଂଶୋଧନ ବାତିଲ ଆଦି କାର୍ଯ୍ୟ ନେଇ ଆବେଦନ କରିପାରିବେ ପ୍ରାଥମିକ ଭିତ୍ତିରେ ସମସ୍ତଙ୍କ ଆବେଦନକୁ ଗ୍ରହଣ କରାଯିବ । ।ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ…

ସାତ ଦିନ ପରେ ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ସବ୍ ଇଞ୍ଜିନିୟର ଅଜୟ ରୋଶନ

ମାଲକାନଗିରି: ସାତ ଦିନ ପରେ ମାଓବାଦୀଙ୍କ କବଜାରୁ ମୁକୁଳିଲେ ଅପହୃତ ଇଞ୍ଜିନିୟର ଅଜୟ ରୋଶନ ଲାକ୍ରା । ପ୍ରଜାକୋର୍ଟରେ ଶତାଧିକ ଆଦିବାସୀଙ୍କ ସମ୍ମୁଖରେ ମୁକ୍ତ କଲା ଲାଲବାହିନୀ । ଏହି ସମୟରେ ଇଞ୍ଜିନିୟରଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସେ ବିଜାପୁର…

ରାସ୍ତାରୁ ପାଇଥିବା ଆଇଫୋନକୁ ମାଲିକଙ୍କୁ ଫେରାଇ ପ୍ରଶଂସା ସାଉଁଟିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର: ରାସ୍ତାରୁ ପାଇଥିବା ଆଇଫୋନକୁ ଅସଲି ମାଲିକଙ୍କୁ ଫେରାଇଲେ ଓଡ଼ିଆ ଯୁବକ । ଏହାକୁ ନେଇ ତାଙ୍କୁ ସବୁଠୁ ମିଳିଛି ପ୍ରଶଂସା । ଲୋଭର ବଶବର୍ତ୍ତୀ ନହୋଇ ବହୂ ମୂଲ୍ୟ ଆଇଫୋନକୁ ଫେରାଇଥିଲେ ଯୁବକ । ସୁଦୂର ତାମିଲନାଡ଼ୁରେ ଏକ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଏହି ଓଡ଼ିଆ ଯୁବକ ସୂର୍ଯ୍ୟକାନ୍ତ…

ଓକାକ୍ ସିଇଓଙ୍କ ହ୍ୱାଟସ୍ଆପ ହ୍ୟାକ୍ ଘଟଣାରେ ନାଇଜେରିଆ ଲିଙ୍କ୍ , ଜଣେ ଗିରଫ

ଭୁବନେଶ୍ୱର:ଓକାକ୍ ସିଇଓଙ୍କ ହ୍ୱାଟସ୍ଆପ ହ୍ୟାକ୍ କରି ଠକେଇ ମାମଲା । ଏହି ଘଟଣାରେ ନାଇଜେରିଆ ଲିଙ୍କ୍ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ଦିଲ୍ଲୀ ପୋଲିସ ନାଇଜେରିଆର ଜଣେ ଯୁବକଙ୍କୁ ଗିରଫ କରିଛି । ବେଙ୍ଗାଲୁରରେ ରହି ହ୍ୟାକର କରୁଥିଲା ଅପରେଟ ।ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଯୁବକ…

ଗୁପଟିଲ ଭାଙ୍ଗିବେ କୋହଲିଙ୍କ ରେକର୍ଡ !

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଟି୨୦ ସିରିଜ କ୍ରିକେଟ ଟୁର୍ଣ୍ଣାମେଂଟ । ଏହି ସିରିଜରେ ମାର୍ଟିନ ଗୁପଟିଲ ନିକଟରେ ଭାରତର ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି । କୋହଲି ୩୨୨୭ ରନ କରି ଏହି ଫର୍ମାଟରେ ଆଗରେ ରହିଛନ୍ତି । ଗୁପଟିଲ…

[ଭିଡିଓ] ମାଷ୍ଟର କ୍ୟାଣ୍ଟିନ ଛକ ଓପଲଫେଡ ଦୋକାନରୁ ଚୋରି, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଲୁଟେରା । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଓପଲଫେଡ ଦୋକାନରୁ ଚୋରି ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗତକାଲି ରାତି ୨ଟା ପାଖାପାଖି ସମୟ ହେବ ଜଣେ ଯୁବକ ଦୋକାନ ଭିତରେ ପଶି କ୍ୟାସ ବାକ୍ସରେ ଥିବା ୧୪ ହଜାର ଟଙ୍କା ଲୁଟ…

ଖୋର୍ଦ୍ଧା ବନଖଣ୍ଡର ସଫଳତା: ବଜ୍ରକାପ୍ତା କାତି ଡ଼ିଲ ଚାଲିଥିବାବେଳେ ଚଢ଼ାଉ, ୨ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ବଜ୍ରକାପ୍ତା କାତି ଡ଼ିଲ ଚାଲିଥିବାବେଳେ ଖୋର୍ଦ୍ଧା ବନଖଣ୍ଡ ଟିମର ଅତର୍କିତ ଚଢ଼ାଉ । ଏଥିରେ ନଗଦ ବାହାର କରାଯାଇଥିବା ମାଂସ ଲଗା ୪କିଲୋଗ୍ରାମ କାତି ଜବତ କରାଯାଇଛି । ଚଢ଼ାଉବେଳେ ଦୁଇଜଣ ଗିରଫ ହୋଇଛନ୍ତି । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ଧଳା ପଥର ଅଞ୍ଚଳରେ ହୋଇଛି ଚଢ଼ାଉ । ଏହି ସମୟରେ…

ବିଲେଇ ବଞ୍ଚାଇଲା ନବଜାତର ଜୀବନ, ଡ୍ରେନରୁ ଉଦ୍ଧାର କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବିଲେଇ ବଞ୍ଚାଇଲା ନବଜାତର ଜୀବନ । ଏହି କଥା ଶୁଣିଲା ବେଳକୁ ଟିକେ ଅଡୁଆ ଲାଗୁଥିବ । ଏହା କେମିତି ସମ୍ଭବ ହେଲା ଭାବୁଥିଲେ । କିନ୍ତୁ ପୁରା ଘଟଣା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ମୁମ୍ବାଇରେ ଏମିତି ଏକ ଘଟଣାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର । କଥାରେ ଅଛି ଯାହାକୁ…

୬୧୧ ଦିନ ପରେ ପୁନର୍ବାର ଖୋଲିଲା କରତାରପୁର କରିଡର: କେନ୍ଦ୍ର, ପଞ୍ଜାବର ୧୦୦ ଅଫିସର ଯିବେ ପାକିସ୍ତାନ

ନୂଆଦିଲ୍ଲୀ: ୬୧୧ ଦିନ ପରେ କରତାରପୁର କରିଡର ଖୋଲିଛି । ପ୍ରଥମ ଦିନ କେନ୍ଦ୍ର ଏବଂ ପଞ୍ଜାବର ୧୦୦ ଅଧିକାରୀ ପାକିସ୍ତାନ ଯିବେ । ସ୍ୱତନ୍ତ୍ର ଅନୁମତି ପରେ ଏହି ଅଧିକାରୀମାନଙ୍କୁ ବର୍ଡର ଆରପଟକୁ ନିଆଯିବ । ଆସନ୍ତା କାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ତାଙ୍କ କ୍ୟାବିନେଟ ସହ…