Latest Odisha News

BREAKING NEWS

Browsing Category

ଫିଚର

ବିଏସଏଫ୍ କ୍ୟାମ୍ପରେ ଆତ୍ମହତ୍ୟା କଲେ ଯବାନ

କୋରାପୁଟ: ବିଏସଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଏସଏଫ୍ କ୍ୟାମ୍ପ ୧୫୫ ବାଟାଲିୟନର ଜଣେ ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ଆସେଫ୍ କୁମାର ବରିହା । ମୃତକଙ୍କ ଘର ଗୁଜରାଟରେ ବୋଲି ଜଣା ପଡିଛି । ବିଏସଏଫ୍ କ୍ୟାମ୍ପ ଭିତରେ…

ବିଷ ବଳୟରେ ଦିଲ୍ଲୀ: ଆଗାମୀ ନିର୍ଦ୍ଦେଶ ଯାଏ ରାଜଧାନୀରେ ସ୍କୁଲ, କଲେଜ ବନ୍ଦ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ପ୍ରଦୂଷଣ ଲୋକଙ୍କୁ ହନ୍ତସନ୍ତ କରୁଛି । ବିଷ ବଳୟରେ ଦିଲ୍ଲୀ । ଚାରିଆଡ଼େ ଧୂଆଁମୟ ପରିବେଶ । ରାଜଧାନୀବାସୀ ଅଣନିଶ୍ୱାସୀ ହୋଇ ଗଲେଣି । ଗତ ସପ୍ତାହେ ହେବ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣରେ ଆଣିବା ପାଇଁ ସରକାର ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ଦିଲ୍ଲୀ ଏମସିଆରରେ…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ T20: ଜାଣନ୍ତୁ ରୋହିତଙ୍କ ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍

ସ୍ପୋର୍ଟସ ବ୍ୟୁରୋ(ଓଡ଼ଶା ସମ୍ବାଦ): ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ । ରାଜସ୍ଥାନର ଜୟପୁରରେ ଖେଳାଯିବ ପ୍ରଥମ ମ୍ୟାଚ୍ । ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନୀକୁ ଓହ୍ଲାଇବ ମେନ୍ ଇନ୍ ବ୍ଲ୍ୟୁ । ନୂଆ ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କ ତତ୍ତ୍ୱାବଧାନରେ ଅଭିଯାନ ଆରମ୍ଭ କରିବ…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ, ଜାଣନ୍ତୁ ଏହାର ମାହାତ୍ମ

ପୁରୀ: ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି । ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଆରମ୍ଭ ହୋଇଥାଏ ଏହି ବେଶ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ…

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ପରଲୋକରେ ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ । ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତାଙ୍କର ହୃଦଘାତରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଉମେଶ ସ୍ୱାଇଁଙ୍କ ବିୟୋଗରେ ରାଜନୈତିକ ମହଲରେ…

ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଅସୁସ୍ଥ

ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଅସୁସ୍ଥ । ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବରର ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ପୂର୍ବରୁ ମର୍ଣ୍ଣିଂ ଓ୍ବାକ୍ କରୁଥିବା ବେଳେ, ହଠାତ୍ ତଳେ ପଡ଼ି ଯାଇଥିଲେ । ଫଳରେ ଅସୁସ୍ଥ ହୋଇ ସ୍ଥାନୀୟ ଡାକ୍ତର ଦ୍ବାରା…

ଏମ୍‌ସ ଭୁବନେଶ୍ବର ତତ୍ତ୍ବାବଧାନରେ ଅନୁଷ୍ଠିତ ହେବ ଏମ୍‌ସ ଗୌହ୍ବାଟିର ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ପରୀକ୍ଷା

ଭୁ‌‌ବନେଶ୍ବର : ଏମ୍‌ସ ଭୁବନେଶ୍ବର‌ର ସଫଳତାରେ ଯୋଡି ହୋଇଛି ଆଉ ଏକ ଅଧ୍ୟାୟ । ଡାକ୍ତରୀ ଶିକ୍ଷା ତଥା ଗ‌ବେଷଣା କ୍ଷେତ୍ରରେ ଦେଶରେ ସୁନାମ ଅର୍ଜନ କରିଥିବା ଭୁ‌ବନେଶ୍ବର ଏମ୍‌ସର ନିର୍ଦ୍ଦେଶିକା ବି. ଗୀତାଞ୍ଜଳିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏମ୍‌ସ ଗୌହ୍ବାଟିର ପ୍ରଥମ ବ୍ୟାଚ୍‌…

ସମ୍‌ରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ବର : ସମ୍‌ ହସପିଟାଲରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର ଓ ଚିକିତ୍ସା ଫଳରେ ନୂଆ ଜୀବନ ପାଇଛନ୍ତି ଜଣେ ଯୁବକ । ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସପିଟାଲରେ ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର ଯୋଗୁଁ ସୁସ୍ଥ ହୋଇଛନ୍ତି ଜଣେ…

ପୁନୀତ ରାଜକୁମାର ହେବେ ୧୦ମ କର୍ଣ୍ଣାଟକ ରତ୍ନ

ବାଙ୍ଗାଲୋର: କର୍ଣ୍ଣାଟକ ସରକାର ମଙ୍ଗଳବାର ପୁନୀତ ରାଜକୁମାରଙ୍କୁ ମରୋଣତର କର୍ଣ୍ଣାଟକ ରତ୍ନ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟରେ ସେ ୧୦ମ ନାଗରିକ ଭାବେ ଏହି ସମ୍ମାନର ଅଧିକାରୀ ହେବେ । ଶେଷ ଥର ପାଇଁ ୨୦୦୯ରେ ବୀରେନ୍ଦ୍ର ହେଗଡେଙ୍କୁ ସମାଜସେବା ପାଇଁ ଏହି ସମ୍ମାନ…

ଉଗାଣ୍ଡାରେ ଆତ୍ମଘାତୀ ବିସ୍ଫୋରଣ: ପ୍ରମୋଦ ଏବଂ ଭାରତୀୟ ପାରା ବ୍ୟାଡମିଂଟନ ଟିମ ସୁରକ୍ଷିତ

ନୂଆଦିଲ୍ଲୀ: ଉଗାଣ୍ଡାର କାମ୍ପାଲାରେ ଆଜି ଆତ୍ମଘାତୀ ବିସ୍ଫୋରଣ ଯୋଗୁ ସମ୍ପୂର୍ଣ୍ଣ ସହର ଥରି ଉଠିଛି । ଏଥିରେ ୩ ନାଗରିକ ମୃତ୍ୟୁବରଣ କରିଛନ୍ତି । ଯେଉଁଠାରେ ଏହି ବିସ୍ଫୋରଣ ଘଟିଲା ଏହାର ୧୦୦ ମିଟର ଦୂରତାରେ ଥିବା ହୋଟେଲରେ ଭାରତୀୟ ପାରା ବ୍ୟାଡମିଂଟନ ଖେଳାଳି ରହୁଥିଲେ । ସେମାନେ ସମସ୍ତେ…