Latest Odisha News

BREAKING NEWS

Browsing Category

ଫିଚର

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଓପିଏଚ୍‌ଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ଗିରଫ

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କୋଟିପତି ଓଡ଼ିଶା ପୋଲିସ ହାଉସିଂ ବୋର୍ଡ ଆଣ୍ଡ ୱଲଫେଆର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ପ୍ରତାପଙ୍କ ସହ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କୁ ମଧ୍ୟ ଗିରଫ କରିଛି। ଉଭୟ ପତି ଓ…

୨୭ବର୍ଷର ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ରାମନଗରୀ ଅଯୋଧ୍ୟାର ଶରୀଫଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ଅଯୋଧ୍ୟା: ଅଜଣା ବ୍ୟକ୍ତିର ମୃତଦେହକୁ ଅନ୍ତିମ ସଂସ୍କାର କରିବାକୁ ସର୍ବଦା ଆଗେଇ ଆସିଥାନ୍ତି ମହମ୍ମଦ ଶରୀଫ୍। ଏଥିପାଇଁ ସେ ବେଶ୍ ପରିଚିତ ହୋଇପାରିଛନ୍ତି। ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ସୋମବାର ତାଙ୍କୁ ଦିଲ୍ଲୀରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପୁଅର ମୃତ୍ୟୁ ଏବଂ ପରେ…

ଓଡ଼ିଶାର ନୋ ଫିସିଂ ଜୋନରୁ ମାଛ ଧରୁଥିଲା ଆନ୍ଧ୍ର ; ଧରି ପକାଇଲା ବନବିଭାଗ,୮ଅଟକ

ବ୍ରହ୍ମପୁର : ଓଡ଼ିଶାର ପିଛା ଛାଡୁନି ଆନ୍ଧ୍ର । ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ମାଛ ଧରୁଥିବା ବେଳେ ଆନ୍ଧ୍ରର ଟ୍ରଲରକୁ ଜବତ କରିଛି ଓଡ଼ିଶା । ଏଥିସହ ୮ ଜଣ ମତ୍ସଜୀବୀଙ୍କୁ ଅଟକ ରଖିଛିା ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେଙ୍କ ଅଣ୍ଡାଦାନ ପକ୍ରିୟା ଆରମ୍ଭ ହୋଇଛି । ଏଣୁ ବନ ବିଭାଗ…

ରାଜ୍ୟରେ କୋହଲା ପାଗ , ପୁଣି ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର :ରାଜ୍ୟରେ କୋହଲା ପାଗ । ପୁଣି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଶୀତ ବଢ଼ୁଥିବା ବେଳେ ଓଡ଼ିଶାରେ ଲଘୁଚାପ ସୃଷ୍ଟି ହେବା ଆଶଙ୍କା ରହିଛି। ଦକ୍ଷୀଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣ ବଳୟ ଲଘୁଚାପର ରୂପ ନେଇଛି  । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରୀ…

ଯୋଧପୁରରେ ବସରେ ଲାଗିଲା ନିଆଁ ,୧୨ ଯାତ୍ରୀ ଜୀବନ୍ତଦଗ୍ଧ

ରାଜସ୍ଥାନ : ରାଜସ୍ଥାନ ଯୋଧପୁର ହାଇୱେରେ ବସରେ ଲାଗିଲା ନିଆଁ । ଜୀବନ୍ତ ଜଳିଗଲେ ୧୨ ଜଣ ଯାତ୍ରୀ । ରାଜସ୍ଥାନ ଯୋଧପୁର ହାଇୱେ ବାଡମେର ଠାରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଟ୍ୟାଙ୍କର ରଙ୍ଗରୁଟରେ ଆସି ଯାତ୍ରୀବାହୀ ବସ୍ କୁ ଧକ୍କା ଦେଇଥିଲା । ଫଳରେ ବସରେ ନିଆଁ ଲାଗିଯିବା ଫଳରେ ୧୨…

ଆତଙ୍କୀ ଆକ୍ରମଣର ମୁକାବିଲା କରିବା ପାଇଁ ଜମ୍ମୁ-କାଶ୍ମୀରକୁ ଗଲେ ୫୫୦୦ ଯବାନ

ଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀ ଏଯାଏଁ ପ୍ରାୟ ୧୩୮ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତିି। ଏବଂ ୫୫ଜଣଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଥିବା ବୃଦ୍ଧିକୁ ଦେଖି ସିଆରପିଏଫ୍ ଏବଂ ବିଏସଏଫ ୩ହଜାର ଏବଂ ୨୫ଶହ ଜଣ ଯବାନଙ୍କୁ ଜମ୍ମୁ-କାଶ୍ମୀର…

କଟକ ଅରିଲୋରେ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ : ଆଜି ଉଦଘାଟିତ ହୋଇଛି ରାଜ୍ୟର ସର୍ବବୃହତ ଓମଫେଡ୍ ଡାଏରୀ ପ୍ଲାଣ୍ଟ । କଟକ ବାରଙ୍ଗ ବ୍ଲକ ଅରିଲୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ବିଶିଷ୍ଟ ଓମଫେଡ୍ ମେଗା ଡାଏରୀ ପ୍ଲାଣ୍ଟ ଉଦଘାଟନ କରିଛନ୍ତି । ୩ଶହ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ଅଟୋ ମୋଟିକ…

ହାଇଡ୍ରୋଜେନ ବୋମା ପକାଇଲେ ନୱାବ, ଜାଲ ନୋଟ କାରୋବାରରେ ଫଡନାଭିସଙ୍କ ହାତ

ମୁମ୍ବାଇ: ଏନସିପି ନେତା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିପକ୍ଷରେ ବାକ୍ୟର ହାଇଡ୍ରୋଜେନ ବୋମା ପକାଇଛନ୍ତି । ନୱାବ ଚାଂଚଲ୍ୟକର ବୟାନ ଦେଇଛନ୍ତି ଯେ, ଫଡନାଭିସଙ୍କ ସହ ଜାଲ ନୋଟ କାରୋବାର କରୁଥିବା ଦାଉଦ ଇବ୍ରାହିମର ନିକଟତର ରିୟାଜ ଭାଟିଙ୍କ ଭଲ ସମ୍ପର୍କ…

ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଆସାମରେ ଜରୁରୀ ଅବତରଣ କଲା ବିମାନ, ଯାତ୍ରୀ ସୁରକ୍ଷିତ

ଆସାମ : ଆସାମରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କଲା ବିମାନ। ବୁଧବାର ଆସାମର ସିଲଚରସ୍ଥିତ କୁମ୍ଭଗ୍ରାମରେ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା ଏୟାର ଇଣ୍ଡିଆ ବିମାନ । ହେଲେ ପଛ ଚକାରେ କୌଣସି ତ୍ରୁଟି ଦେଖାଦେବାରୁ ବିମାନକୁ ଜରୁରୀ କାଳିନ ଅବତରଣ କରିବାକୁ ପଡ଼ିଛି । ବିମାନ…

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ରାଇଫଲ, ୪ଅଫୁଟା ଗୁଳି ଓ ବିଭିନ୍ନ ସାମଗ୍ରୀ ଜବତ

କଳାହାଣ୍ଡି: ପୁଣି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ବିଭିନ୍ନ ସାମଗ୍ରୀ ଜବତ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜଙ୍ଗଲରେ ୭ତାରିଖ ଦିନ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୂଚନା ଅନୁସାରେ,…