Latest Odisha News

BREAKING NEWS

Browsing Category

ଫିଚର

ନୂତନ ବେତନ ସଂଶୋଧନକୁ ବିରୋଧ, ରାଉରକେଲା ଇସ୍ପାତ କାରଖାନା ଆଗରେ ଜୁନିଅର ଅଫିସରଙ୍କ ପ୍ରତିବାଦ

ରାଉରକେଲା : ନୂତନ ବେତନ ସଂଶୋଧନକୁ ବିରୋଧ । ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିବା ଜୁନିଅର ଅଫିସର କରିଛନ୍ତି ପ୍ରତିବାଦ । ରାଉରକେଲା ଇସ୍ପାତ କାରଖାନା ଅଫିସର ସଂଘ ନେତୃତ୍ବରେ ଜୁନିଅର ଅଫିସରମାନେ ଇସ୍ପାତ କାରଖାନା ଫାଟକ ସମ୍ମୁଖ ବିଶ୍ରା ଛକରେ ଏକାଠି ହୋଇ ଅସନ୍ତୋଷ ପ୍ରକାଶ…

ଭାରତୀୟ କରୋନା ଟିକା କୋଭାକ୍ସିନକୁ WHOର ସ୍ବୀକୃତି

ନୂଆଦିଲ୍ଲୀ : ସବୁ ପ୍ରତୀକ୍ଷାର ହୋଇଛି ଅନ୍ତ । ଶେଷରେ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ମିଳିଛି ସ୍ବୀକୃତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏହାସହ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କ ବିଦେଶ ଯାତ୍ରା ଉପରେ କିଛି…

ଭୁବନେଶ୍ବର କଳିଙ୍ଗନଗର ଡବଲ ମର୍ଡର ଘଟଣା, ସେୟାର ମାର୍କେଟରେ କ୍ଷତି ଯୋଗୁଁ ସ୍ତ୍ରୀ ଓ ପୁଅକୁ ହତ୍ୟା

ଭୁବନେଶ୍ବର : ଭୁବନେଶ୍ବର କଳିଙ୍ଗନଗର ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଦେବାଳିଆ କାରଣରୁ ପ୍ରଥମେ ସ୍ତ୍ରୀ ଓ ପରେ ପୁଅକୁ ହତ୍ୟା କରିଛି ଅଭିଯୁକ୍ତ ଅବନ୍ତି ମଙ୍ଗରାଜ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ହତ୍ୟା କରିବା ପାଇଁ ଅଭିଯୁକ୍ତ…

ବାଲୁକା କଳାରେ ଦୀପାବଳି ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ବାଲୁକା କଳାରେ ଦୀପାବଳି ଶୁଭେଚ୍ଛା । ପବିତ୍ର ଦୀପାବଳି ଅବସରରେ ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଚଳିତ ବର୍ଷ କରୋନା କଟକଣା କାରଣରୁ ଦୀପଜାଳି ପରିବାର ସହିତ ଉତ୍ସବ ମନାଇବାକୁ ପଡୁଛି। ଏନେଇ…

ଭୁବନେଶ୍ବରରୁ ଅପହୃତ ନାବାଳିକା ଗଞ୍ଜାମ ରମ୍ଭାରୁ ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଫେରାର

ଭୁବନେଶ୍ବର : ଭୁବନେଶ୍ବରରୁ ନିଖୋଜ ନାବାଳିକା ଗଞ୍ଜାମ ଜିଲ୍ଲା ରମ୍ଭାରୁ ଉଦ୍ଧାର । ନାବାଳିକାକୁ ଏକ ଘର ଭିତରୁ ଉଦ୍ଧାର କରିଛି କମିଶନରେଟ ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ, ଅନ୍ୟ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗତ ୨୭ ତାରିଖରେ ୟୁନିଟ୍-୬…

ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର, ଯୁବକ ନିଖୋଜ

ଯାଜପୁର : ମାଛ ଧରିବା ବେଳେ ଅଘଟଣ । ଯୁବକଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର। ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବରୀ ବ୍ଲକ ଉଦୟନାଥପୁର ପଞ୍ଚାୟତରେ ଘଟିଛି। ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳ ରେ ପହଁଚି ଖୋଜାଖୋଜି ଜାରି ରଖିଛନ୍ତି। ନିଖୋଜ ଯୁବକ ହେଉଛନ୍ତି କହରାଗଣ୍ଡ ଗାଁ ର ମୁରଲୀଧର…

ବ୍ୟବସାୟୀଙ୍କ ପାଇଁ ପ୍ରସ୍ତୁତ ହେବ ‘ଦିଲ୍ଲୀ ବଜାର’ ୱେବ ପୋର୍ଟାଲ

ଦିଲ୍ଲୀ: ଦୀପାବଳି ଅବସରରେ ଦିଲ୍ଲୀ ସରକାର ବ୍ୟବସାୟୀଙ୍କୁ ଖୁସିଖବର ଦେଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଲେ, ମୁଁ ଆଜି ଦିଲ୍ଲୀର ଲୋକଙ୍କ ପାଇଁ ଭଲ ଖବର ଆଣିଛି। ସରକାର ଦିଲ୍ଲୀ ବଜାର ପୋର୍ଟାଲ ଆରମ୍ଭ କରିବାକୁ ଯାଉଛନ୍ତି। ପୋର୍ଟାଲରେ ଦିଲ୍ଲୀର ସବୁ ବଜାର ରହିବ।…

ପରଲୋକରେ ”ବାଗବାନ୍” ଫିଲ୍ମ ସ୍କ୍ରିନ୍ ରାଇଟର ଶାଫିକ୍ ଅନସାରୀଙ୍କ

ମୁମ୍ବାଇ : ବଲିଉଡର ଭେଟରାନ୍ ସ୍କ୍ରିନ୍ ରାଇଟର ଶାଫିକ୍ ଅନସାରୀଙ୍କ ଦେହାନ୍ତ ହୋଇଯାଛି । ବୁଧବାର ସକାଳେ ମୁମ୍ବାଇର କୋକିଲାବେନ୍ ଧୀରବାଇ ଅମ୍ବାନୀ ଡାକ୍ତରଖାନାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ଶାଫିକଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ…

ଜୟ ଭୀମ ଫିଲ୍ମର ଏକ ଦୃଶ୍ୟକୁ ନେଇ ତେଜିଲା ବିବାଦ

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ପ୍ରକାଶ ରାଜ ଅଭିନୀତ ଜୟ ଭୀମ ଫିଲ୍ମର ଏକ ଦୃଶ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ଦୃଶ୍ୟରେ ପ୍ରକାଶ ରାଜ ଜଣେ ବୟସ୍କ ବ୍ୟକ୍ତିଙ୍କୁ ହିନ୍ଦୀ କାହିଁକି କହିଲ ବୋଲି କହି ଚାପୁଡା ମାରୁଛନ୍ତି । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା…

ରାଜକୁମାରଙ୍କ ମୃତ୍ୟୁ ପରେ ହାର୍ଟ ଆଟାକ ନେଇ ଲୋକଙ୍କ ମନରେ ଭୟ, ଦୌଡୁଛନ୍ତି ଡାକ୍ତରଖାନା

ବାଙ୍ଗାଲୋର: କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ମୃତ୍ୟୁ ପରେ ସେଠାକାର ଲୋକଙ୍କ ମନରେ ହାର୍ଟ ଆଟାକ ନେଇ ଭୟ ପଶିଯାଇଛି । ସୂଚନାଯୋଗ୍ୟ, ୪୬ ବର୍ଷୀୟ ରାଜକୁମାରଙ୍କ ମୃତ୍ୟୁ ହାର୍ଟ ଆଟାକରେ ହୋଇଥିଲା । ଏବେ କର୍ଣ୍ଣାଟକର ପ୍ରାୟ ସମସ୍ତ ବଡ କାର୍ଡିୟାକ ଡାଇଗ୍ନୋସିସ ସେଂଟରରେ ଭୀଡ ରହୁଛି ।…