Latest Odisha News

BREAKING NEWS

Browsing Category

ଫିଚର

୫ ଫିଲ୍ମ ପାଇଁ ଆମାଜୋନ ପ୍ରାଇମ ସହ ୨୫୦ କୋଟି ଟଙ୍କାର ଚୁକ୍ତି କଲେ ସାଜିଦ

ମୁମ୍ବାଇ: ବଲିଉଡ ସଫଳ ନିର୍ମାତାଙ୍କ ମଧ୍ୟରେ ପରିଗଣିତ ସାଜିଦ ନାଡିୟାଡୱାଲା ତାଙ୍କର ଆଗାମୀ ୫ଟି ଫିଲ୍ମ ପାଇଁ ଆମାଜୋନ ସହ ୨୫୦ କୋଟି ଟଙ୍କାର ଚୁକ୍ତି କରିଛନ୍ତି । ଏହି ୫ଟି ଫିଲ୍ମ ହେଲା ବଚ୍ଚନ ପାଣ୍ଡେ, ହୀରୋପନ୍ଥୀ-୨, କଭି ଇଦ କଭି ଦିୱାଲୀ, ସତ୍ୟନାରାୟଣ କି କଥା ଓ କିକ-୨ । ତେବେ ଏହି…

ଆରଟିଓର ନୂଆ ବିଲ୍ଡିଂ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆରଟିଓର ନୂତନ ବିଲ୍ଡିଂ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଉଦଘାଟିତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)୧ର ନୂତନ ଭବନ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଉଦଘାଟନ କରିଛନ୍ତି।୩.୯୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି…

ମଲିକଙ୍କ ଉଦ୍ଦେଶ୍ୟରେ ଫଡନାଭିସ କହିଲେ, ଦୀପାବଳି ପରେ ଫୁଟିବ ବୋମା

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସୋମବାର ଏନସିପି ନେତା ନୱାବ ମଲିକଙ୍କୁ ଟାର୍ଗେଟ କରିଛନ୍ତି । ଯେଉଁ ବ୍ୟକ୍ତି ଅଣ୍ଡରୱାର୍ଲ୍ଡ ସହ ଜଡିତ ସେ ମୋ ବିଷୟରେ ଟିପ୍ପଣୀ ଦେବା ଶୋଭନୀୟ ନୁହେଁ । ଦୀପାବଳି ପରେ ମୁଁ ବଡ ବୋମା ପକାଇ ରହସ୍ୟ ଉଜାଗର କରିବି ଓ ଏହାର…

ଦେଶରେ ସାର ଅଭାବ ଗୁଜବକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ

ଦିଲ୍ଲୀ : ଦେଶରେ ସାର ଅଭାବ ଜନିତ ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ। ଏଭଳି ଦାବିକୁ ଖଣ୍ଡନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରାଳୟର ଅଧିକାରୀ ମାନଙ୍କ ସହିତ ସେ ନଭେମ୍ବର ମାସରେ ସାର ଉତ୍ପାଦନ ଲକ୍ଷ ସମାକ୍ଷା କରିଛନ୍ତି । ରାଜ୍ୟ ଓ…

ରାଜ୍ୟରେ ଭଲ ଅଛି କରୋନା ସ୍ଥିତି, ସଂକ୍ରମଣରେ ଆସୁଛି ସୁଧାର

ଭୁବନେଶ୍ବର : ରାଜ୍ୟରେ ଭଲ ଅଛି କରୋନା ସ୍ଥିତି । ଧିରେ ଧିରେ ସଂକ୍ରମଣ ସ୍ଥିତିରେ ଆସୁଛି ସୁଧାର । କିନ୍ତୁ ଚିନ୍ତା ବଢ଼ାଇଛି ପଡ଼ୋଶୀ ରାଜ୍ୟରେ ବଢୁଥିବା ସଂକ୍ରମଣ । ହେଲେ ଏଥିପାଇଁ ସଚେତନ ରହିଛି ସ୍ବାସ୍ଥ୍ୟ ବିଭାଗ । ବିଶେଷ କରି ସୀମାବର୍ତ୍ତୀ ଅଞ୍ଚଳରେ ସତର୍କ ରହିବାକୁ ପଡ଼ିବ ବୋଲି…

କେନ୍ଦୁଝରରେ ବିଜେପିର ବିକ୍ଷୋଭ, ପୋଲିସର ଲାଠିଚାର୍ଜରେ ୪ ଗୁରୁତର

କେନ୍ଦୁଝର : ମମିତା ମେହେର ହତ୍ୟା ଘଟଣାରେ ୪ ଦଫା ଦାବି ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦୁଝର ଏସପି ଅଫିସ ଘେରାଉ କରାଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ସେହିପରି ଜିଲ୍ଲାରେ ଲଗାତର ୪ ଦିନରେ ୪ଟି…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ମୟୂରଭଞ୍ଜ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଆଜି ସକାଳୁ ଖୋଲିଛି ଶିମିଳିପାଳ । ଶିମିଳିପାଳ ଅଭୟାରଣ୍ୟକୁ କେବଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଫାଟକ ଦେଇ ଅନୁମତି ପାଶ ନେଇ ଯାଇପାରିବେ । ସେହିପରି…

କେନ୍ଦ୍ର ସରକାରଙ୍କୁ କିଷାନ ସଂଘର ଚେତାବନୀ, ନଭେମ୍ବର ୨୬ ସୁଦ୍ଧା ପ୍ରତ୍ୟାହାର କର କୃଷି ଆଇନ

ନୂଆଦିଲ୍ଲୀ : ପୁଣି କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଡାକରା । ଡେଡଲାଇନ ଦେଇଛି ଭାରତୀୟ କିଷାନ ସଂଘ । ଆସନ୍ତା ନଭେମ୍ବର ୨୬ ସୁଦ୍ଧା ଯଦି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରାନଯାଏ, ତେବେ ଦିଲ୍ଲୀ ସୀମାରେ ପୁଣି କୃଷକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା…

କାଲି ସମ୍ବଲପୁର ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

ଭୁବନେଶ୍ବର : ଆସନ୍ତାକାଲି ସମ୍ବଲପୁର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରିବେ । ଏହାସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ…

ଟ୍ବିନ୍ ସିଟିରେ ଥିବା ବାରରେ ବାଉନ୍ସର ନିଯୁକ୍ତି ଉପରେ ଲାଗିଲା କଟକଣା

ଭୁବନେଶ୍ବର : ଟ୍ବିନ୍ ସିଟିରେ ଥିବା ବାରରେ ବାଉନ୍ସର ନିଯୁକ୍ତି ଉପରେ ଲାଗିଲା କଟକଣା । ଦୁଇ ମାସ ପାଇଁ କଟକଣା ଲଗାଇଛି କମିଶନରେଟ ପୋଲିସ । ବାଉନ୍ସର ନିଯୁକ୍ତି ପୂର୍ବରୁ ଚରିତ୍ର ଦେଖିବା ବାଧ୍ୟତାମୂଳକ ବୋଲି କହିଛି କହିଛି କମିଶନରେଟ୍ ପୋଲିସ । ବାର୍ ମାଲିକ ପଞ୍ଜୀକୃତ ସଂସ୍ଥାରୁ…