Latest Odisha News

BREAKING NEWS

Browsing Category

ଫିଚର

ପୁରୀ ପାଇକ ସାହିରୁ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ପୁରୀ : ପୁରୀରେ ଅଭାବନୀୟ ଘଟଣା । ବିଲ ଭିତରେ ପଡ଼ିଛି ମୃତଦେହ । ସଦର ଥାନା ଅନ୍ତର୍ଗତ ପାଇକ ସାହି ଅଞ୍ଚଳରେ ଦେଖିବାକୁ ମିଳିଛି ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ । ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁରୀ ସଦର ଓ ଚନ୍ଦନପୁର ଥାନା ପୋଲିସ ପହଞ୍ଚି…

ହସରଙ୍ଗାଙ୍କ ହ୍ୟାଟ୍ରିକକୁ ବଳିଗଲା କିଲର ମିଲରଙ୍କ ଡବଲ ଛକା

ଶାରଜା: ଶେଷ ଓଭରରେ କିଲର ମିଲର(ଡେଭିଡ ମିଲର)ଙ୍କ ଡବଲ ଛକା ବଳରେ ଟି୨୦ ବିଶ୍ୱକପ କ୍ରିକେଟର ଆଜି ଅନୁଷ୍ଠିତ ରାମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୧୪୨ ରନ କରିଥିଲା । ପାଥୁମ ନିଶାଙ୍କ ୭୨ ରନର ଆକର୍ଷଣୀୟ…

[ଭିଡିଓ] ଗୋଆରେ ମୋଟର ସାଇକେଲରେ ବୁଲି ନିର୍ବାଚନୀ ପ୍ରଚାର କଲେ ରାହୁଲ ଗାନ୍ଧୀ

ପାଣାଜୀ : ଗୋଆରେ ମୋଟର ସାଇକେଲରେ ହେଲମେଟ୍ ପିନ୍ଧି ବୁଲିଲେ ରାହୁଲ ଗାନ୍ଧୀ। ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଆଜି ଦିନିକିଆ ଗୋଆ ଗସ୍ତରେ ଯାଇଛନ୍ତି ରାହୁଲ ଗାନ୍ଧୀ।ଏହି ସମୟରେ ରାହୁଲ ବାଇକରେ ଜଣେ ବ୍ୟକ୍ତିଙ୍କ ପଛରେ ବସି ହେଲମେଟ୍ ପିନ୍ଧି ବୁଲୁ ଥିବାର…

ଆରମ୍ଭ ହେବ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ଭୁବନେଶ୍ବର : ଆରମ୍ଭ ହେବ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତିମାନେ ଏଥିରେ ସାମିଲ ହୋଇପାରିବେ । ଯେଉଁମାନେ ଯୋଗ୍ୟ ଭୋଟର ହୋଇଥିବେ, କିନ୍ତୁ ତାଙ୍କର ଭୋଟର ଲିଷ୍ଟରେ ନାଁ ନଥିବ, କିମ୍ବା ଯେଉଁ ମାନେ ଭୋଟର ଲିଷ୍ଟରୁ…

ବଣାଇଁ ଗୋପିନାଥପୁର ବସ୍ତିରେ ମାତିଲେ ଲୁଟେରା, ତାଲା ଭାଙ୍ଗି ଚୋରି କରିନେଲେ ମୂଲ୍ୟବାନ ସାମଗ୍ରୀ

ସୁନ୍ଦରଗଡ଼ : ବଣାଇଁ ସହର କନ୍ତଯୋଡି ଗୋପିନାଥପୁର ବସ୍ତିରେ ଲୁଟେରାଙ୍କ ଆତଙ୍କ । ସିମେଣ୍ଟ ଦୋକାନର ତାଲା ଭାଙ୍ଗି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଏହାସହ ପାଖରେ ଥିବା ଅନ୍ୟ ଜଣଙ୍କ ଘରର ମୁଖ୍ୟ ଫାଟକର ତାଲା ଭାଙ୍ଗି ୨ଟି ସ୍କୁଟି ଓ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ନେଇ ଅଭିଯୋଗ…

ଭଦ୍ରକ ବାସୁଦେବପୁରରେ ସଶସ୍ତ୍ର ଡକାୟତି, ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁରେ ସଶସ୍ତ୍ର ଡକାୟତି । ଘରର ମୁଖ୍ୟ ଗ୍ରିଲ ଖୋଲିବା ସହ କବାଟ ଭାଙ୍ଗି ଲୁଟପାଟ୍ କରିଛନ୍ତି ଦୁର୍ବୃତ୍ତ । ଘରେ ଏକୁଟିଆ ଥିବା ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।…

କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର, ବିରୋଧ କରିବ କଂଗ୍ରେସ

ଭୁବନେଶ୍ବର : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର । ତେଣୁ ତାଙ୍କ ଗସ୍ତକୁ ବିରୋଧ କରିବ ରାଜ୍ୟ କଂଗ୍ରେସ । ଏନେଇ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର ପ୍ରଦେଶରେ ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା…

ଚୂଡା, ମିଠା ଖାଇବା ପରେ ଥାନାରୁ ଘରକୁ ଯିବା ପାଇଁ ରାଜି ହେଲାନି ନିଖୋଜ ଶିଶୁ

ଇନ୍ଦୋର: ଇନ୍ଦୋର ଥାନାରେ ଏକ ମଜାଦାର ଘଟଣା ଘଟିଛି । ଏଠାରେ ପୋଲିସ ଏକ ନିଖୋଜ ଶିଶୁକୁ ଉଦ୍ଧାର କରିଥିଲା । ଘରର ଠିକଣା ଜାଣିବା ପାଇଁ ପିଲାଟି ସହ ପୋଲିସ ବନ୍ଧୁତା କରିବା ପାଇଁ ଚେଷ୍ଟା କରିଥିଲା । ଶେଷରେ ଚୂଡା ଏବଂ ମିଠା ଖାଇବା ପରେ ପିଲାଟି ନିଜ ନାମ ପ୍ରକାଶ କରିଥିଲା । ଘରର ଠିକଣା…

ଏହି ଗୁମ୍ଫାରେ ରହିଛି ରାବଣଙ୍କ ଶବ !

ପୁରୀ: ରାମାୟଣ ସମ୍ପର୍କୀତ ଅନେକ ରହସ୍ୟ ଧିରେ ଧିରେ ସମ୍ମୁୁଖକୁ ଆସୁଛି । ଶ୍ରୀଲଙ୍କାରେ ଏପରି ଏକ ଗୁମ୍ଫା ରହିଛି ଯେଉଁଠାରେ ରାବଣଙ୍କ ଶବ ରଖା ଯାଇଥିବା ବିଶ୍ୱାସ ରହିଛି । ଏହି ଗୁମ୍ଫା ଶ୍ରୀଲଙ୍କାର ରୈଗାଲର ଘଂଚ ଜଙ୍ଗଲରେ ଅବସ୍ଥିତ । ଏହା ଭୂପତନଠାରୁ ୮ ହଜାର ଫୁଟ ଉଚ୍ଚରେ ରହିଛି । ୧୦…

ଧରାପଡ଼ିଲେ ଦୁଇ ନକଲି IAS ଅଧିକାରୀ,୧ କୋଟି ୧୭ ଲକ୍ଷ ଟଙ୍କା ଠକିଥିଲେ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ଦୁଇ ନକଲି ଆଇଏସଏସ୍ ଅଧିକାରୀ । ୧ କୋଟି ୧୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ଜଣାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର। ଉଭୟେ ନିଜକୁ ଆଇଏଏସ୍…