Latest Odisha News

BREAKING NEWS

Browsing Category

ଫିଚର

ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ

ଚେନ୍ନାଇ: ବାଣ ଦୋକାନରେ ଲାଗିଲା ନିଆଁ । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ଶଙ୍କରପୁରମରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ବାଣ ହୋଲସେଲ୍ ଦୋକାନରେ ନିଆଁ ଲାଗିଯାଇଥିଲା । ମୃତକଙ୍କ ଭିତରେ ଅଛନ୍ତି ଦୋକାନ ମାଲିକ ଓ କର୍ମଚାରୀ ।…

ଆଜି କରୋନା ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ

ଦିଲ୍ଲୀ: ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବୈଠକ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିଜ୍ଞାନ ଭବନରେ ଏହି ବୈଠକ ବସିବ। ଦେଶରେ କୋଭିଡ଼ ଟିକାକରଣ ୧୦୦କୋଟି ଅତିକ୍ରମ…

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି: ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଆଜି ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନ…

ରାଜଧାନୀରେ ୩ଟି ଡ୍ୟାନ୍ସ ବାର୍ ସିଲ୍, ଉଡୁଥିଲା ପୁଳା ପୁଳା ନକଲି ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ବେଆଇନ୍ ଭାବରେ ଚାଲିଥିଲା ଡ୍ୟାନ୍ସ ବାର୍ । ଜମୁଥିଲା ନାଚ ଗୀତର ଆସର । ବାରରେ ଉଡୁଥିଲା ପୁଳା ପୁଳା ନକଲି ନୋଟ୍ । ଖବର ପାଇଁ ପହଞ୍ଚିଲା ପୋଲିସ । ରଙ୍ଗୀନ ରାତିରେ ମଉଜ ମଜସିଲରେ ଚୁର ଗ୍ରାହକଙ୍କର ପୋଲିସ ବାବୁଙ୍କୁ ଦେଖି ହଠାତ୍ ନିଶା ଉତୁରିଗଲା । ଭୁବନେଶ୍ୱରରେ…

ମୋ କଲେଜ ଅଭିଯାନ: ପ୍ରଥମ ପର୍ଯ୍ୟାୟରେ ଦେଢ଼ କୋଟି ଅନୁଦାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋ ସ୍କୁଲ ପରେ ମୋ କଲେଜ ଅଭିଯାନରେ ଝଲସିବ ରାଜ୍ୟର ବିଭିନ୍ନ କଲେଜ । ଉନ୍ନତ ଶୈଖିକ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ରୂପାନ୍ତରଣ କରାଯିବ । ଏଥିପାଇଁ ମୋ କଲେଜ ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ଦେଢ଼ କୋଟି ଟଙ୍କାର ଅନୁଦାନ…

ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର: ଘରୋଇ କଲେଜ ହଷ୍ଟେଲକୁ ଜଣେ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ । ସକମା ଗାଁରେ ଥିବା ଏକ ଘରୋଇ କଲେଜର ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଯୁକ୍ତ ଦୁଇ ଦ୍ୱିତୀ ବର୍ଷର ଛାତ୍ରୀ ଥିଲେ । ଖବର ପାଇ…

କମାଲ କଲେ ଆର ମାଧବନଙ୍କ ପୁଅ ବେଦାନ୍ତ, ସନ୍ତରଣରେ ଜିତିଲେ ୭ ପଦକ

ମୁମ୍ବାଇ: ବଲିଉଡ ତଥା ଦକ୍ଷିଣ ଭାରତର ଅଭିନେତା ଆର.ମାଧବନ ତାଙ୍କ ବଳିଷ୍ଠ ଅଭିନୟ ପାଇଁ ପ୍ରଶଂସକଙ୍କ ପାଖରେ ବେଶ୍ ପରିଚିତ । ଅନ୍ୟ ବଲିଉଡ ଅଭିନେତାଙ୍କ ପରି ସେ ତାଙ୍କ ପୁତ୍ର ବେଦାନ୍ତ ଜୋର ଜବରଦସ୍ତ ଅଭିନୟ ପାଇଁ ପ୍ରବର୍ତାଇ ନ ଥିଲେ । ପୁଅର ପସନ୍ଦକୁ ସେ ଗୁରୁତ୍ୱ ଦେଇଥିଲେ । ଫଳସ୍ୱରୂପ…

ଯାଜପୁର କାଳିଆପାଣି ଖଣି ଅଞ୍ଚଳରେ ଶ୍ରମିକ ଅଶାନ୍ତି

ଯାଜପୁର : ଯାଜପୁର କାଳିଆପାଣି ଖଣି ଅଞ୍ଚଳରେ ଦେଖାଦେଇଛି ଶ୍ରମିକ ଅଶାନ୍ତି । ମୁଣ୍ଡ ଟେକିଛି ଆଉ ଏକ ଆନ୍ଦୋଳନ । ଟାଟା ଖଣି କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଅଞ୍ଚଳର ଶତାଧିକ ଛଟେଇ ଶ୍ରମିକ ଓ…

ଆର୍ଯ୍ୟନଙ୍କୁ ମିଳିଲାନି ଜାମିନ, କାଲି ପର୍ଯ୍ୟନ୍ତ ଘୁଞ୍ଚିଲା ଶୁଣାଣି

ମୁମ୍ବାଇ : ପୁଣି ଅଟକିଲା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି । ବମ୍ବେ ହାଇକୋର୍ଟରେ ହୋଇଥିବା ଜାମିନ ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି କୋର୍ଟ । ଆସନ୍ତାକାଲି ଅପରାହ୍ନ ସାଢ଼େ ୨ଟାରେ ଜାମିନ ଆବେଦନର ଶୁଣାଣି କରିବେ ବମ୍ବେ କୋର୍ଟ । ଫଳରେ ଆଜି…

ଟି୨୦ ବିଶ୍ୱକପ କ୍ରିକେଟ: ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଦୁବାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଏକ ଗୁରତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୮ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । କ୍ରମାଗତ ଦ୍ୱିତୀୟ ପରାଜୟ ଯୋଗୁ ସଙ୍କଟରେ ପଡିଯାଇଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୮ ଉଇକେଟ ହରାଇ ୧୪୩ ରନ କରିଥିଲା । ଇଭାନ…