Latest Odisha News

BREAKING NEWS

Browsing Category

ଫିଚର

୩୨୪ବୋତଲ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ

ବରଗଡ଼: ବିପୁଳ ପରିମାଣରେ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ। ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଭୁକ୍ତା ଅଞ୍ଚଳରୁ ୩୨୪ବୋତଲ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ ହୋଇଛିି। ଅବକାରୀ ଗୁଇନ୍ଦା ସଂସ୍ଥା, ସମ୍ବଲପୁର ଓ ଭଟଲି ଅବକାରୀ ବିଭାଗ ମିଳିତଭାବେ ଚଢ଼ାଉ କରିଥିଲେ। କୌଣସି ସୂତ୍ରରୁ ଖବର ମିଳିବା ପରେ…

କଟକରେ ୬୨ ତମ ପୋଲିସ ସହିଦ ଦିବସ ପାଳିତ

କଟକ : ଆଜି ପୋଲିସ ସହିଦ ଦିବସ । କଟକ ବକ୍ସିବଜାର ସ୍ଥିତ ରାଜ୍ୟ ପୋଲିସ କାର୍ଯ୍ୟାଳୟରେ ପାଳିତ ହୋଇଛି ୬୨ ତମ ପୋଲିସ ସ୍କୁୃତି ଦିବସ। ଏହି ଉତ୍ସବରେ ଗତ ବର୍ଷ କୋଭିଡରେ ସହିଦ ହୋଇଥିବା ୨୨ ଜଣ ଏବଂ ୪ ଜଣ ଆଇନଶୃଙ୍ଖଳା ରକ୍ଷା କରି ସହିଦ ହୋଇଥିବା ପୋଲିସଙ୍କର ଅମର ଆତ୍ମାର ସତଗତି ପାଇଁ…

ପୋଲିସ ବିରୋଧରେ ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀଙ୍କ ଏତଲା

ବାଲେଶ୍ୱର: ପୋଲିସ ବିରୋଧରେ ଏତଲା ଦେଇଛନ୍ତି ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀ। ପୋଲିସ କବଜାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦରର ମୃତ୍ୟୁ ହୋଇଥିଲା। ଘଟଣାର ୩ମାସ ପରେ ଶେଖ୍ ହାଇଦରର ପତ୍ନୀ ହାସିନା ବିବି ସିମୁଳିଆ ଥାନାରେ ଲିଖିତ ଅଭିଯୋଗ…

ମା’ ସୁନାଦେଈଙ୍କ ବୁଏଲ ଯାତ୍ରା ସମ୍ପନ୍ନ, ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ନୂଆପଡ଼ା: ସୁନାବେଡ଼ାରେ ବହୁ ପ୍ରସିଦ୍ଧ ମା’ ସୁନାଦେଈଙ୍କ ବୁଏଲ ଯାତ୍ରା ସମ୍ପନ୍ନ ହୋଇଛି। ସୁନାବେଡ଼ା ଅଞ୍ଚଳର ୮୪ଟି ଛୋଟ ବଡ଼ ସାହିର ଇଷ୍ଟଦେବୀ ହେଉଛନ୍ତି ମା’ ସୁନାଦେଈ। ମା’ ସୁନାଦେଈଙ୍କ ଯାତ୍ରା ବର୍ଷକୁ ଦୁଇଥର ହୋଇଥାଏ। ମାତ୍ର ଅଶ୍ୱିନୀ ମାସ ପୂର୍ଣ୍ଣିମା ତିଥିରେ ହେଉଥିବା ବୁଏଲ ଯାତ୍ରା…

ପୁଅକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହାରୁଖ ଖାନ୍

ମୁମ୍ବାଇ: ପୁଅକୁ ଭେଟିବାକୁ ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନ ଆର୍ଥର ରୋଡ଼ ଜେଲରେ ପହଞ୍ଚିଛନ୍ତି। ଅକ୍ଟୋବର ୮ରୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଜେଲରେ ଅଛନ୍ତି ଆର୍ଯ୍ୟନ୍ ଖାନ୍। ଏବେ ଯାଏଁ ତାଙ୍କ ଜାମିନ ଆବେଦନ ହୋଇପାରିନାହିଁ। ପରିଦର୍ଶନ ବିଭାଗରେ ଶାହାରୁଖ ଖାନଙ୍କ…

ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ : ଢେଙ୍କାନାଳରେ ଆରମ୍ଭ ହେଲା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଗଜଲକ୍ଷ୍ମୀ ପୂଜାକୁ ନେଇ ସବୁଠି ଏବେ ଉତ୍ସବର ମାହୋଲ। ଅଧିକାଂଶ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମାଙ୍କ ପୂଜାପାଠ ଓ ଆରାଧନା । ଏଥର ୩୮ଟି ପୂଜା ମଣ୍ଡପରେ ଘଣ୍ଟ ଏବଂ ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ ।…

ତାଲିବାନୀଙ୍କ ନୃଶଂସ ପଣିଆ, ମହିଳା ଭଲିବଲ ଖେଳାଳିଙ୍କ ମୁଣ୍ଡ କାଟିଦେଲେ

କାବୁଲ: ଆଫଗାନିସ୍ତାନ ଦଖଲ କରିବ ପରେ ତାଲିବାନ ତାର କଥାରୁ ଓହରିବା ସହ ନିଷ୍ଠୁରତାର ଖେଳ ଆରମ୍ଭ କରିଛି । ବୁଧବାର ଜୁନିୟର ମହିଳା ଭଲିବଲ ଖେଳାଳି ମହଜିବନି ହାକିମିଙ୍କ ମୁଣ୍ଡ ସେମାନେ କାଟି ଦେଇଛନ୍ତି । ଏହି ହତ୍ୟା କାଣ୍ଡ ସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ପରିବାରବର୍ଗଙ୍କୁ ଧମକ ଦିଆ…

ନାଲକୋର ଲିନ୍ ସ୍ଲରି ପ୍ରକଳ୍ପ ଉଦଘାଟନ କଲେ କେନ୍ଦ୍ର ଖଣି ସଚିବ

ଭୁବନେଶ୍ବର : ଅନୁଗୁଳରେ ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନୀ ନାଲକୋର ଲିନ୍ ସ୍ଲରି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଖଣି ସଚିବ ଆଲୋକ ଟଣ୍ଡନ୍ । ନାଲକୋର ବ୍ୟବସାୟିକ ସଫଳତା ତଥା ପରିବେଶ ପରିଚାଳନା ଏବଂ ଉତ୍ତମ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କୁହାଯାଉଛି…

ମାଂଝୀଙ୍କ ବିବାଦୀୟ ବୟାନ: ରାମଙ୍କଠାରୁ ହଜାର ଗୁଣ ବଡ ହେଲେ ମହର୍ଷି ବାଲ୍ମିକୀ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ ଆଜି ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି । ବୁଧବାର ଦିଲ୍ଲୀରେ ହାମ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବାଲ୍ମିକୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଏହା କହିଥିଲେ । ଭଗବାନ ରାମ ଏକ କାଳ୍ପନିକ ଚରିତ୍ର ଏବଂ ମହର୍ଷି ବାଲ୍ମିକୀ…

ତେଜିଲା ମମିତା ତାତି, ଆସନ୍ତାକାଲି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦେଲା ବିଜେପି

ବଲାଙ୍ଗିର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁକୁ ନେଇ ଉଷ୍ମ ହେଲା ରାଜନୀତି । ଏହି ଘଟଣାରେ ଆସନ୍ତାକାଲି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦେଇଛି ବିଜେପି । ଘଟଣାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେପି । ଏହାସହ ମନ୍ତ୍ରୀ ଦିବ୍ୟ…