Latest Odisha News

BREAKING NEWS

Browsing Category

ଫିଚର

ବଦଳିଲେ ଖୋର୍ଦ୍ଧା ଓ ଜଗତସିଂପୁର ଜିଲ୍ଲାପାଳ

ଭୁବନେଶ୍ବର: ରାଜ୍ୟରେ ପ୍ରଶାସନିକ ସ୍ତରରେ ଅଦଳବଦଳ। ବଦଳିଲେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାପାଳ। ଜଗତସିଂପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ୨୦୧୫ ବ୍ୟାଚ୍ ଆଇଏଏସ ପାରୁଲ ପଟୱାରୀଙ୍କୁ ନୂଆ ନିଯୁକ୍ତି ମିଳିଛି।…

ଟପ ଟେନରୁ ଖସିଲେ ଫେଡେରର

ନୂଆଦିଲ୍ଲୀ: ସୁଇଜରଲାଣ୍ଡର ଷ୍ଟାର ଟେନିସ ଖେଳାଳି ରୋଜର ଫେଡେରରର ଏଟିପି ର‌୍ୟାଙ୍କିଙ୍ଗରେ ୫ ବର୍ଷ ପରେ ଟପ ଟେନରୁ ଖସି ଆସିଛନ୍ତି । ଇଣ୍ଡିଆନ ୱେଲ୍ସ ଟେନିସ ଟୁର୍ଣ୍ଣାମେଂଟ ପରେ ପ୍ରକାଶିତ ସଦ୍ୟ ର‌୍ୟାଙ୍କିଙ୍ଗରେ ୪୦ ବର୍ଷୀୟ ଫେଡେରର ୧୧ତମ ସ୍ଥାନ ହାସଲ କରିଛନ୍ତି । ଜୁଲାଇରେ ୱିମ୍ବେଲଡନ…

ଲାଟ୍ରିନ ଟ୍ୟାଙ୍କ ନିର୍ମାଣ ବେଳେ ଅଘଟଣ : ଶ୍ବାସରୁଦ୍ଧ ହୋଇ ୩ ମୃତ

ରାୟଗଡ଼ା : ଟିକିରି ଥାନା ଶଙ୍କରଦା ପଞ୍ଚାୟତ ପଞ୍ଚାଳି ଗାଁରେ ଅଭାବନୀୟ ଘଟଣା । ନିର୍ମାଣାଧୀନ ଲାଟ୍ରିନ ଟ୍ୟାଙ୍କରେ କାମ କରିବା ସମୟରେ ଶ୍ବାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକ ହେଲେ ପଣସ ପଦର ଗାଁର ଗୋବିନ୍ଦ କୁମ୍ଭାର ଓ ପଞ୍ଚାଲି ଗାଁର…

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ, ଫାଟୁସେନେରୀରେ କଲେ ମହିଳା ମଣ୍ଡଳ ସମାବେଶ

କୋରାପୁଟ : ଦିନକୁ ଦିନ କୋଟିଆରେ ବଢ଼ି ଚାଲିଛି ଆନ୍ଧ୍ରର ଦାଦାଗିରି । ପ୍ରତିଦିନ ଏହି ଅଞ୍ଚଳରେ କିଛି ନା କିଛି କାର୍ଯ୍ୟ କରି ନିଜର ସ୍ଥିତି ଜାହିର କରିବାକୁ ଚାହୁଁଛି ଆନ୍ଧ୍ର । କେତେବେଳେ ଏସବୁ ଅଞ୍ଚଳରେ ରାସ୍ତା କାମ କରୁଥିବା ବେଳେ, ଆଉ କେତେ ବେଳେ ଏହି ଅଞ୍ଚଳକୁ ନିଜର ବୋଲି ଦାବି…

ଅପହଞ୍ଚ ଅଞ୍ଚଳରେ ନୂଆ ଟାଓ୍ବାର ବସାଇବାକୁ ରାଜି ହେଉନି ବିଏସଏନଏଲ

ଭୁବନେଶ୍ବର : ନୂଆ ଟାଓ୍ବାର ବସାଇବାକୁ ଆଉ ରାଜି ନାହିଁ ବିଏସଏନଏଲ । ତେଣୁ ଅପହଞ୍ଚ ଅଞ୍ଚଳରେ ଫୋନ୍ ଟାଓ୍ବାର ବସାଇବାକୁ ଘରୋଇ କମ୍ପାନୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ,…

ଓଃ ମାଇ ଗଡ୨ରେ ଅଭିନୟ କରିବେ ରାମାୟଣ ଫେମ୍ ଅରୁଣ ଗୋଭିଲ

ମୁମ୍ବାଇ: ଓଃ ମାଇ ଗଡ ୨ରେ ଲୋକପ୍ରିୟ ସିରିୟଲ ରାମାୟଣରେ ଶ୍ରୀରାମ ଭୂମିକା କରି ଘରେ ଘରେ ପରିଚିତ ହୋଇଥିବା ଅରୁଣ ଗୋଭିଲ ଅଭିନୟ କରିବେ । ଏହି ଫିଲ୍ମରେ ବି ସେ ଶ୍ରୀରାମଙ୍କ ଭୂମିକା କରିବେ । ପ୍ରଡ୍ୟୁସର ଅଶ୍ୱୀନ ବର୍ଦେ ଏବଂ ଅକ୍ଷୟ କୁମାର ଭଗବାନ ରାମଙ୍କ ଭୂମିକା ପାଇଁ ଶେଷରେ ଅରୁଣଙ୍କ…

ଗାଲାକ୍ସି ଆପାର୍ଟମେଣ୍ଟ ଛାଡି ଘର ଭଡା ନେଲେ ଭାଇଜାନ ସଲମାନ ଖାନ

ମୁମ୍ବାଇ : ବଲିଉଡ୍ ଦବଙ୍ଗ ସଲମାନ୍ ଖାନ୍ ସବୁବେଳେ କିଛି ନା କିଛି କରି ବେଶ୍ ଚର୍ଚ୍ଚାରେ ଥାନ୍ତି। ସଲମାନ୍ ନିଜ ପରିବାର ସହ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି । ଏତେ ସମ୍ପତି ଥାଇ ମଧ୍ୟ ଏବେ ଭଡା ଘରେ ରହୁଛନ୍ତି ସଲମାନ୍। ଭିଓର୍ସମାନେ ଭାବୁଛନ୍ତି ସଲମାନ୍ ଘର ଭଡା…

ଟି୨୦ ବିଶ୍ୱକପ : ଇତିହାସ ରଚିଲେ ଆୟର୍ଲାଣ୍ଡ ବୋଲର କ୍ୟାମ୍ଫର

ଦୁବାଇ: ଟି୨୦ ବିଶ୍ୱକପରେ ଆଜି ଆୟର୍ଲାଣ୍ଡର ପେସ ବୋଲର କାର୍ଟିସ କ୍ୟାମ୍ଫର ୪ଟି ବଲରେ୪ଟି ଉଇକେଟ ନେଇ ଇତିହାସ ରଚିଛନ୍ତି । ଟି୨୦ରେ ଏହି ଉପଲବ୍ଧି ହାସଲ କରିବାରେ ସେ ତୃତୀୟ ଏବଂ ବିଶ୍ୱକପରେ ପ୍ରଥମ ଖେଳାଳି ପାଲଟିଛନ୍ତି । ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ…

ପତ୍ର ତୋଳିବାକୁ ଯାଇଥିବାବେଳେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

କାମାକ୍ଷାନଗର: ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ଜଣକ ହେଲେ ଢ଼େଙ୍କାନାଳ ଜିଲ୍ଲା ରାଇବୋଲ ପଞ୍ଚାୟତ ହାଡ଼ଗଡ଼ି ଗାଁର ପାର୍ବତୀ ପ୍ରଧାନ। ପାର୍ବତୀ ପତ୍ର ତୋଳିବା ପାଇଁ ଗାଁ ପାଖ ମଉଳାଭଣଜା ଜଙ୍ଗଲକୁ ଯାଇଥିଲେ। ପତ୍ର ତୋଳି ଘରକୁ ଫେରିବା ବାଟରେ ହିଁ ବଜ୍ରାଘାତର ଶିକାର…

ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ

ଚଣ୍ଡୀଗଡ: ଡେରାସଚ୍ଚା ସୌଦା ପ୍ରମୁଖ ଗୁରୁମିତ ରାମ ରହିମ ଏବଂ ୪ଜଣ ସହଯୋଗୀଙ୍କୁ ରଣଜିତ ସିଂଙ୍କ ହତ୍ୟା ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ବ୍ୟତୀତ ରାମ ରହିମଙ୍କୁ ୩୧ ଲକ୍ଷ ଟଙ୍କା ଏବଂ ସହଯୋଗୀଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବାକୁ…