Latest Odisha News

BREAKING NEWS

Browsing Category

ଫିଚର

ଆର୍ଯ୍ୟନ ହେଲେ କୈଦୀ ନଂ ଏନ୯୫୬

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି କେସରେ ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ୨୦ ଅକ୍ଟୋବର ପର୍ଯ୍ୟନ୍ତ ମୁମ୍ବାଇ ଆର୍ଥର ରୋଡ ଜେଲରେ ରହିବେ । ଏନଡିପିଏସ କୋର୍ଟ ଗୁରୁବାର ଏହି ମାମଲାର ଶୁଣାଣୀ କରି ନିଷ୍ପତି ସୁରକ୍ଷିତ ରଖିଛି । ସବିଶେଷ ତଥ୍ୟ ଅନୁଯାୟୀ ଜେନେରାଲ ୱାର୍ଡକୁ…

ଫସଫେଟ୍ ଓ ପଟାସ ଜାତୀୟ ସାରର ମୂଲ୍ୟବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ : ଫସ୍‌ଫେଟ ଓ ପଟାସ ଜାତୀୟ ସାରର ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି । ମୂଲ୍ୟ ବୃଦ୍ଧି ନେଇ ସରକାରଙ୍କ…

ଫ୍ଲୋରିଆ ପରିବାର ତରଫରୁ ସୁଦୂର ଆମେରିକାରେ ଶାରଦୀୟ ଦୁର୍ଗାପୂଜାର ଆୟୋଜନ

ଫ୍ଲୋରିଡା : ମହାମାୟାଙ୍କ ଆବାହନରେ ପୂରି ଉଠିଛି ଧରା । ମନ୍ତ୍ର ଓ ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ । ଅସୁରତ୍ୱ ଉପରେ ଦେବତ୍ବ, ଅନ୍ୟାୟ ଉପରେ ନ୍ୟାୟର ବିଜୟ ପାଇଁ ଦେବୀଙ୍କ ଏହି ଶାରଦୀୟ ଆବାହନ । ଶରଣାଗତଙ୍କ ଦୁଃଖ ଦୂର କରି, ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ ପାଇଁ…

ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦି ଓ ଡୋଭାଲଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ବିଗତ କିଛିଦିନ ଧରି କଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ନୂତନ ଋଣକୌଶଳ ଜରିଆରେ ୭ ଜଣ ସାଧାରଣ ନାଗରିକଙ୍କୁ ନିହତ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ସଂପୃକ୍ତି ଥିବା ନେଇ ପ୍ରମାଣ ମିଳିଛି । ଏହି ଘଟଣା ପରେ କେନ୍ଦ୍ର ଶାସିତ…

୧୬ରୁ ଖୋଲିବ କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲା ମନ୍ଦିର

କେରଳ : ଖୋଲିବ ସାବରିମାଲା ମନ୍ଦରି । କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲାରେ ଥିବା ଆୟାପ୍ପା ସ୍ୱାମୀ ମନ୍ଦିର ଆସନ୍ତା ୧୬ ତାରିଖରେ ଖୋଲିବ। ଶ୍ରଦ୍ଧାଳୁ ମାନେ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ବୋଲି ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଟ୍ରାଭାଙ୍କୋର ଦେବସ୍ୱମ…

ପୋଲିସ ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ମୋହନ ମାଝି, ଦାବି କଲେ ସିବିଆଇ ତଦନ୍ତ

କେନ୍ଦୁଝର : ବିଧାୟକ ମୋହନ ମାଝି ଗାଡିକୁ ବୋମାମାଡ଼ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ବ୍ୟକ୍ତିଗତ ଶତ୍ରୁତା ଓ ଆର୍ଥିକ କାରବାରକୁ ନେଇ ଏହି ବୋମା ମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି । ତେବେ ପୋଲିସର ତଦନ୍ତକୁ ନେଇ ଅସନ୍ତୋଷ…

ସୀମାରେ ବୃଦ୍ଧି ପାଇବ ବର୍ଡର ସିକ୍ୟୁରିଟି ଫୋର୍ସର କ୍ଷମତା

ନୂଆଦିଲ୍ଲୀ : ପାକିସ୍ତାନ, ବାଂଲାଦେଶ ଅନ୍ତର୍ଜାତୀୟ ସୀମା ରହିଥିବା ୩ ରାଜ୍ୟ ମଧ୍ୟରେ ୫୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଡର ସିକ୍ୟୁରିଟି ଫୋର୍ସର କ୍ଷମତା । ଆସାମ, ପଶ୍ଚିମବଙ୍ଗ, ପଞ୍ଜାବ ସୀମାରେ ବିଏସଏଫର ଅଧିକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏବେ…

ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି, ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଝଟକା । ପୁଣି ଥରେ ଘୁଞ୍ଚିଛି ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି । ଆଜି କୋର୍ଟରେ ହୋଇଥିବା ଶୁଣାଣିରେ ଆର୍ଯ୍ୟନଙ୍କୁ ମିଳିପାରିନି ଜାମିନ । ଆସନ୍ତା ୨୦ ତାରିଖରେ ହେବ ପରବର୍ତ୍ତି ଶୁଣାଣି । ତେବେ ୨୦ ତାରିଖ…

ଖୋଲୁଛି ମନୀଷ ମୃତ୍ୟୁର ଗୁମର, ଘଟଣା ଦିନ ୨ ସନ୍ଦିଗ୍ଧ କେଉଁଠି ଯାଇଥିଲେ ପୋଲିସ ହାତରେ ପ୍ରମାଣ

ଭୁବନେଶ୍ବର : ଖୋଲୁଛି ମନୀଷ ମୃତ୍ୟୁର ଖିଅ । ଘଟଣା ପରେ ଲିଟୁ ଓ ମୁନା, କେଉଁଠି ରହିଥିଲେ ତାହାର ସବୁ ପ୍ରମାଣ ଲାଗିଛି ପୋଲିସ ହାତରେ । ଘଟଣା ଦିନ ହୋଟେଲ ସାଉଥ ସିଟିରୁ ବାହାରି ୨ ସନ୍ଦିଗ୍ଧ ୟୁନିଟ ୪ରେ ଥିବା ହୋଟେଲ ସ୍ବାଗତ ପ୍ୟାଲେସକୁ ଆସିଥିଲେ । ସେହିଦିନ ଭୋର ୫ଟା ୩୦ରେ ଲିଟୁ ଓ…

ଭାରତୀୟ ପାଣିପାଗ ବିଭାଗର ସୂଚନା, ବାତ୍ୟା ନୁହେଁ କେବଳ ବର୍ଷା ହେବ

ଭୁବନେଶ୍ବର : ବାତ୍ୟା ନୁହେଁ, କେବଳ ବର୍ଷା ହେବ । ଏଭଳି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ…