Latest Odisha News

BREAKING NEWS

Browsing Category

ଫିଚର

ଟି୨୦ ବିଶ୍ୱକପ: ଅକ୍ଷରଙ୍କ ସ୍ଥାନରେ ଦଳରେ ସାମିଲ ହେଲେ ଶାର୍ଦ୍ଦୁଳ

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ବୁଧବାର ଭାରତୀୟ ଦଳରେ ସାମାନ୍ୟ ପରିବର୍ତନ କରାଯାଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଚୂଡାନ୍ତ ଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ସାମିଲ କରାଯାଇଛି । ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପୂର୍ବରୁ ଷ୍ଟାଣ୍ଡବାଇ…

ମୋବାଇଲ ଛଡ଼ାଇନେବାରୁ ଆତ୍ମହତ୍ୟା କଲେ ୧୩ବର୍ଷର ନାବାଳକ

କୋରାପୁଟ: ମୋବାଇଲ ଛଡ଼ାଇ ନେବାରୁ ନାବାଳକର ଆତ୍ମହତ୍ୟା। କୋରାପୁଟ ସହରର ଗୌତମନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନାବାଳକ ଜଣକ ହେଉଛନ୍ତି ଶ୍ରୀନିବାସ ରାଓଙ୍କ ପୁଅ ବି.ମନୋହର। ବୟସ ୧୩। ମନୋହର ଅଷ୍ଟମ ଶ୍ରେଣୀରେ କୋରାପୁଟସ୍ଥିତ ସେଣ୍ଟ ଜାଭିୟରରେ ପାଠ ପଢ଼ୁଥିଲେ। କରୋନା ଯୋଗୁଁ…

ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଟଳିଲା ଜୈଶର ଟପ କମାଣ୍ଡର ଶାମ ସୋଫି

ଶ୍ରୀନଗର: ଆଜି ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ପୋଲିସ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଟଳିଛନ୍ତି ଜୈଶ-ଇ-ମହମ୍ମଦ ଟପ କମାଣ୍ଡର ଶାମ ସୋଫି । ପୁଲୱାମାର ତ୍ରାଲ ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୁରକ୍ଷାକର୍ମୀ ସୂଚନା ପାଇଥିଲେ । ସମ୍ପୃକ୍ତ ଅଂଚଳକୁ ଘେରାଉ କରିବା…

ଋଣ ପାଇଁ ବନ୍ଧାପଡ଼ିଲା ଝିଅ

ନୂଆପଡ଼ା : ମା’ ଋଣ ସୁଝି ନ ପାରିବାରୁ ବନ୍ଧକ ପଡ଼ିଲା ନାବାଳିକା ଝିଅ । ନୂଆପଡ଼ା ଜିଲ୍ଲା ସଦର ଖରିଆଳ ରୋଡର ଗଣେଷ ବସ୍ତିରେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୂଆପଡ଼ା ଚାଇଲଡ ଲାଇନ ନାବାଳିକା ଝିଅକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜର କରିଛି ।ସୂଚନା ଅନୁସାରେ କିଛି ବର୍ଷ ତଳେ…

ରୋନାଲ୍ଡୋଙ୍କ ଆଉ ଏକ କୀର୍ତିମାନ: ଆନ୍ତର୍ଜାତୀୟ ମୁକାବିଲାରେ ସର୍ବାଧିକ ହ୍ୟାଟ୍ରିକ ଗୋଲ

ନୂଆଦିଲ୍ଲୀ: ପର୍ତୁଗାଲର ମହାନ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ବୁଧବାର ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଆନ୍ତର୍ଜାତୀୟ ମୁକାବିଲାରେ ସେ ସର୍ବାଧିକ ଥର ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି । ସେ ସ୍ୱୀଡେନର ସ୍ୱେନ ରିଡଲେ ୯ଥର ରେକର୍ଡକୁ ରୋନାଲ୍ଡୋ ଭଙ୍ଗ କରିଛନ୍ତି । ଏଥିସହ ସେ…

ବରଗଡ଼ରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ବରଗଡ଼ : ବରଗଡ଼ ଜିଲ୍ଲା କୁଠାରପାଲି ଗାଁର ଜଣେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ। ପ୍ରଧାନ ଶିକ୍ଷକ ହେଉଛନ୍ତି ପ୍ରହ୍ଲାଦ ଦାସ। ତାଙ୍କୁ ୫୭ବର୍ଷ ହୋଇଥିଲା। ସକାଳୁ ତାଙ୍କ ଘରଠାରୁ ୫ଶହ ମିଟର ଦୂର ନିଛାଟିଆ ଜାଗାରେ ଏକ କୁମ୍ଭୀ ଗଛରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖିଥିଲେ। ପରେ ପରିବାର…

ବିଧାୟକ ମୋହନ ମାଝୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର: ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ହୋଇଥିଲା ବୋମା ମାଡ । ଏ ନେଇ ଗତକାଲି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜକୁ ଜାରି କରାଯାଇ ପୁରସ୍କାର ଘୋଷଣା ହୋଇଥିଲା । ସବିଶେଷ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ଚିହ୍ନଟ ହୋଇଥିବା ନେଇ ରାଉରକେଲା ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା…

କୋଭିଡ଼୍ କଟକଣା ସହ ମାଲକାନଗିରିରେ ଚାଲିଛି ମାଆ ଦୁର୍ଗାଙ୍କ ପୂଜା

ମାଲକାନଗିରି: ଆଜି ଜଗତଜନନୀ ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ଉପାନ୍ତ ଅଞ୍ଚଳ ମାଲକାନଗିରିର ବିଭିନ୍ନ ପୂଜା ମଣ୍ଡପରେ କରୋନା କଟକଣା ମଧ୍ୟରେ ଚାଲିଛି ମାଆଙ୍କ ପୂଜା। ଆଜି ମାଆ ବିମଳା ରୂପରେ ଦର୍ଶନ ଦେଉଛନ୍ତି। ସମସ୍ତ ଦେବୀ ପୀଠମାନଙ୍କରେ ପ୍ରଥମ ଦିନରୁ ନବରାତ୍ରି ପୂଜା ଆରମ୍ଭ…

ଟି୨୦ କ୍ରିକେଟ୍ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି

ନୂଆଦିଲ୍ଲୀ: ଆଜି ବିସିସିଆଇ ଉନ୍ମୋଚନ କରିଛି ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି । ଏହି ଜର୍ସି ପିନ୍ଧି ଭାରତୀୟ ଖେଳାଳିମାନେ ଟି୨୦ ବିଶ୍ୱକପ କ୍ରିକେଟ ପ୍ରତିଯାଗୀତାରେ ନଜର ଆସିବେ । ନୂଆ ଜର୍ସି କିଟ୍‌କୁ ବିଲିଅନ୍ ଚିଅର୍ସ ଜର୍ସି ଭାବେ ନାମିତ କରାଯାଇଛି । Presenting the Billion…

କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର :କଂଗ୍ରସ ଭବନରେ ଭଙ୍ଗାରୁଜା । ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ କଂଗ୍ରେସ ଭବନ ଭିତରକୁ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆଜି ସକାଳ ୬ ଟା ପାଖାପାଖି ସମୟ ହେବ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। କଂଗ୍ରେସ ଭବନ ଭିତରେ କାହିଁକି ଓ କିଏ ଏପରି କାଣ୍ଡ ଘଟାଇଲେ ତାହା…