Latest Odisha News

BREAKING NEWS

Browsing Category

ଫିଚର

ପୁଣି ରେଡ୍ ଜୋନରେ ଖୋର୍ଦ୍ଧା

ଭୁବନେଶ୍ୱର : କରୋନା ସଂକ୍ରମଣ ବଢ଼ିବାରୁ ପୁଣି ରେଡ ଜୋନକୁ ଗଲା ଖୋର୍ଦ୍ଧା । ଦୀର୍ଘ ଦିନ ପରେ ସଂକ୍ରମଣ ବୃଦ୍ଧି ନେଇ ଖୋର୍ଦ୍ଧା ଜିଲ୍ଲା ଏବେ ରେଡ ଜୋନକୁ ଆସିଥିବା ଜଣାପଡ଼ିଛି । ଜିଲ୍ଲାରେ ଏବେ ଦିନକୁ ଦିନ ପଜିଟିଭ୍ ଓ ଆକ୍ଟିଭ୍ କେସ ବଢ଼ୁଛି ଫଳରେ ଏପରି ନିଷ୍ପତି ନିଆଯାଇଛି। ଲୋକେ ସଚେତନ…

୨୦୨୩ରେ ନୂଆ ପ୍ରଗତି ମୈଦାନରେ ହେବ ଜି-୨୦ ବିଶ୍ୱ ସମ୍ମିଳନୀ: ପିୟୁଷ ଗୋଏଲ

ଦିଲ୍ଲୀ: ଆସନ୍ତା ୨୦୨୩ରେ ନୂଆ ପ୍ରଗତି ମୈଦାନରେ ଆୟୋଜନ ହେବ ଜି-୨୦ ବିଶ୍ୱ ସମ୍ମିଳନୀ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ। ପ୍ରଧାନମନ୍ତ୍ରୀ ଗତି ଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ବିଭିନ୍ନ ବିକାଶ ଯୋଜନାକୁ ଆଗକୁ ବି ଦିଗ ଯୋଗାଇବ ଏବଂ ଏହା ପୁଞ୍ଜି…

ଶହେ ଲକ୍ଷ କୋଟି ଟଙ୍କାର ‘ଗତିଶକ୍ତି’ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ‘ଗତିଶକ୍ତି’ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମହାମାରୀ ସମୟରେ ପ୍ରଭାବିତ ହେଇଥିବା ଦେଶର ଅର୍ଥନୀତିକୁ ସଜାଡିବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ପ୍ରୟାସ । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନା ଦେଶରେ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବାରେ…

ବରଗଡ଼ରେ ସହିଦ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ସହ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

ବରଗଡ଼: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରି ଅଞ୍ଚଳରେ ଚାଷୀଙ୍କ ପ୍ରତି ହୋଇଥିବା ବର୍ବରକାଣ୍ଡ ଘଟଣା। ବରଗଡ଼ରେ ସହିଦ ଚାଷୀଙ୍କୁ କ୍ୟାଣ୍ଡେଲ ମାର୍ଚ୍ଚ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଏହି ବର୍ବରକାଣ୍ଡକୁ ନେଇ ସମ୍ପୃକ୍ତ କିଷାନ…

ମାଲକାନଗିରି ଗସ୍ତରେ ଡିଜିପି ,ମାଓ ମୁକାବିଲା ଦିଗରେ ଆଲୋଚନା

ମାଲକାନଗିରି : ମାଲକାନଗିରି ଗସ୍ତରେ ପୋଲିସ ଡିଜି ଶ୍ରୀ ଅଭୟ , ଆଇଜି ଅପରେସନ ଅମିତାଭ ଠାକୁର ଓ ଗୁଇନ୍ଦା ନିର୍ଦେଶକ ଅନିରୁଦ୍ଧ ସିଂ ।ମାଲକାନଗିରି ଜିଲ୍ଲାକୁ ଏକ ସମ୍ପୁର୍ଣ୍ଣ ମାଓ ମୁକ୍ତ ଅଞ୍ଚଳରେ ପରିଣତ କରିବାକୁ ପୋଲିସର ଏହା ଏକ ବଡ ପଦକ୍ଷେପ । ମାଲକାନଗିରି ଜିଲ୍ଲା ମାଥିଲି ଥାନା…

ପୁରୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୫ ବେପାରୀ ଗିରଫ

ପୁରୀ: ଅପରେସନ ବ୍ରାଉନସୁଗରରେ ପୁରୀ ପୋସଲିସକୁ ସଫଳତା । ୨୫ ଲକ୍ଷ ଟଙ୍କାର ଧଳା ଜହର ଜବତ ହୋଇଛି । ଏହି ଘଟଣାରେ ୫ ଜଣ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ । ଅଭିଯୁକ୍ତଙ୍କ ପାଖରୁ ୨୫୦ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ । ୫ ବେପାରୀଙ୍କ…

ଆରପିଏଫ୍ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ: ବାଂଶପାଣି ରେଳ ଷ୍ଟେସନରେ ଭଙ୍ଗାରୁଜା

କେନ୍ଦୁଝର: ଆରପିଏଫ୍ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ। ବାଂଶପାଣି ରେଳ ଷ୍ଟେସନରେ ଦୁଇ ବସ୍ତି ବାସିନ୍ଦା ଆକ୍ରମଣ ଓ ଷ୍ଟେସନ ଭଙ୍ଗାରୁଜା କରିଛନ୍ତି। ୩ ଆରପିଏଫ ଗୁରୁତର। ସେମାନଙ୍କୁ ଯୋଡ଼ା ଟାଟା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଭଞ୍ଜହାଟିଂର ଲକ୍ଷ୍ମଣ ପାତ୍ର ନାମକ ଜଣେ…

IPL ଦ୍ୱିତୀୟ କ୍ୱାଲିଫାୟାର: ଫାଇନାଲ୍ ଟିକେଟ ପାଇଁ ଦିଲ୍ଲୀ-କୋଲକାତା ଲଢ଼େଇ

ନୂଆଦିଲ୍ଲୀ: ଅନ୍ତିମ ଚରଣରେ ପହଞ୍ଚିଛି ଆଇପିଏଲ୍ ମହାସମର । କିଏ ହେବ ଦ୍ୱିତୀୟ ଫାଇନାଲିଷ୍ଟ । ଆଜି ଦ୍ୱିତୀୟ କ୍ୱାଲିଫାୟାର ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ । ସନ୍ଧ୍ୟା ସାଢ଼େ ୭ଟାରେ ଶାରହାଜ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଜବରଦସ୍ତ…

ମନିଷ ଅନୁରାଗ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ କନ୍ଧମାଳର ୨ ଯୁବକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଆତ୍ମସମର୍ପଣ କରିଛନ୍ତି ୨ ଜଣ ଯୁବକ । କନ୍ଧମାଳ ସ୍ପେଶାଲ୍ ସ୍କ୍ୱାଡ୍ ନିକଟରେ ସେମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସେମାନଙ୍କୁ ଖୁବଶୀଘ୍ର ଭୁବନେଶ୍ୱର ଆଣିବ କମିଶନରେଟ ପୋଲିସ । ସେମାନଙ୍କୁ…

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା କେସ୍, ୬୧୫ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । କେବେ ସାମାନ୍ୟ ବଢୁଚି ତ କେବେ ଖସୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୧୫ ଆକ୍ରାନ୍ତ । ଏହି ସମୟରେ ୬୨ହଜାର ୬୭୫ କୋଭିଡ୍ ଟେଷ୍ଟ ହୋଇଛି । ଆଜି ୧୮ ବର୍ଷ ଭିତରେ ଆଉ ୬୮ ଜଣ ସଂକ୍ରମିତ ହୋଇଛନ୍ତି । ୨୨…