Latest Odisha News

BREAKING NEWS

Browsing Category

ଫିଚର

ମହାଷ୍ଟମୀରେ ଭଦ୍ରକ ସନ୍ଥିଆ ନୀଳକଣ୍ଠପୁର ମଣ୍ଡପରେ ନିଆରା ପରମ୍ପରା

ଭଦ୍ରକ: ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା। ମାଆଙ୍କ ପୂଜା ଚଳଚଞ୍ଚଳ ହୋଇପଡ଼ିଛି ସହର। ଚଣ୍ଡିପାଠରେ କମ୍ପୁଛି ମଣ୍ଡପ। ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁର ମଣ୍ଡପରେ ଚାଲିଛି ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। କରୋନା କଟକଣାକୁ ମାନି ମାଆ ଦୁର୍ଗାଙ୍କ ପୂଜା ଚାଲିଛି। ସକାଳୁ ବଙ୍ଗୀୟ…

ବଙ୍ଗଳାମୁଖୀ ପୀଠରେ ଜଗତଜନନୀଙ୍କ ‘ମହାଗୌରୀ’ ବେଶ

ବାଲେଶ୍ୱର : ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପରେ ପୂଜା ପାଉଛନ୍ତି ଜଗତଜନନୀ ମା' ଦୁର୍ଗା । ବାଲେଶ୍ୱରରେ ଶାରଦୀୟ ଦୁର୍ଗାପୂଜା ଅବସରରେ ବଙ୍ଗଳାମୁଖୀ ପୀଠରେ ଅର୍ଚ୍ଚିତ ହେଲେ ମାଆଙ୍କ ଅଷ୍ଟମ ସ୍ୱରୂପ ‘ମହାଗୌରୀ’। ଶକ୍ତିପୀଠରେ ଚାଲିଛି ମା’ ଆଦ୍ୟାଶକ୍ତିଙ୍କର ନବରାତ୍ର ପୂଜା।…

ମଧୁସୂଦନ ଆଇନ୍ କଲେଜକୁ ୟୁଜିସି ମାନ୍ୟତା

କଟକ : ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ସହ ବିଶ୍ବବିଦ୍ୟାଳୟ ତାଲିକାରେ ସାମିଲ କରିଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି । ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ ହେବା ପରେ ୟୁଜିସି ଅଧିନିୟମ ୧୯୫୬ ଧାରା ୨(ଏଫ୍) ଅନୁସାରେ କେନ୍ଦ୍ରୀୟ ଅନୁଦାନ ପାଇବ…

ଆସନ୍ତା ମାସରେ ଆସିପାରେ ପିଲାଙ୍କ ଲାଗି ସଞ୍ଜୀବନୀ

ନୂଆଦିଲ୍ଲୀ : ଆସନ୍ତା ମାସରେ ଆସିପାରେ ପିଲାଙ୍କ ଲାଗି ସଞ୍ଜୀବନୀ । ତୃତୀୟ କିମ୍ବା ଚତୁର୍ଥ ସପ୍ତାହ ସୁଦ୍ଧା ଆରମ୍ଭ ହୋଇପାରେ ଅଭିଯାନ । ଗୁରୁତର ଅବସ୍ଥାରେ ଥିବା ଶିଶୁ ତଥା ଦୁରାରୋଗରେ ପୀଡ଼ିତ ପିଲାଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ବୋଲି ସୂଚନା ମିଳିଛି । କୋଭାକ୍ସିନକୁ ଡିସିଜିଆଇ…

ଦେଶରେ ଘନଉଛି କୋଇଲା ସଙ୍କଟ, ଆରମ୍ଭ ହେଲା କେନ୍ଦ୍ର ରାଜ୍ୟ ଦୋଷ ଲଦାଲଦି

ନୂଆଦିଲ୍ଲୀ : ଦେଶରେ କୋଇଲା ସଙ୍କଟକୁ ନେଇ ବଢ଼ିଲା ରାଜନୀତି । କୋଇଲା ଅଭାବ ଯୋଗୁ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ପାଓ୍ବାର ପ୍ଲାଣ୍ଟରେ ଅଚଳାବସ୍ଥା ଆଶଙ୍କା ସୃଷ୍ଟି ହୋଇଛି । କେନ୍ଦ୍ର ସଂସ୍ଥା ଗୁଡିକ ଯଦି ନିଜସ୍ବ କ୍ଷମତା ଠାରୁ ଅଧିକ ଉତ୍ପାଦନ ନକରନ୍ତି, ତେବେ ଅଧା ଭାରତ…

ମନୀଷ ଅନୁରାଗ ମୃତ୍ୟୁ ରହସ୍ୟରୁ ହଟୁଛି ପରଦା : ୫ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ରହସ୍ୟ ଉପରୁ ହଟୁଛି ଗୋଟିଏ ପରେ ଗୋଟିଏ ପରଦା । ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଘଟଣାରେ ମନୀଷଙ୍କ ଘନିଷ୍ଠ ବନ୍ଧୁ ଅମ୍ରିତ ବିଶ୍ବାଳଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି । ଅମ୍ରିତ ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି ସନ୍ଦେହ…

ବିକ୍ରି ହେବ ସିଇଏଲର ଶହେ ପ୍ରତିଶତ ଅଂଶଧନ ଓ ମ୍ୟାନେଜମେଣ୍ଟ କଣ୍ଟ୍ରୋଲ, ପ୍ରକ୍ରିୟା ଆରମ୍ଭ କଲେଣି ସରକାର

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ପରେ ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ ବା CEL ପାଳି । ସିଇଏଲର ଶହେ ପ୍ରତିଶତ ଅଂଶଧନ ଓ ମ୍ୟାନେଜମେଣ୍ଟ କଣ୍ଟ୍ରୋଲ ବିକ୍ରି କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଏ ନେଇ ଫାଇନାନସିଆଲ ବିଡ୍ ହାସଲ ହୋଇଥିବା ନେଇ ସରକାରଙ୍କୁ ସୂଚନା ଦେଇଛି…

ସୟେଦ ମୁସ୍ତାକ ଅଲୀ ଟି୨୦: ଓଡିଶାର ନେତୃତ୍ୱ ନେବେ ରାଜେଶ

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ (ଓସିଏ) ବୁଧବାର ସୟେଦ ମୁସ୍ତାକ ଅଲୀ ଟି୨୦ ଟୁର୍ଣ୍ଣାମେଂଟ ପାଇଁ ୨୧ ଜଣିଆ ଦଳ ଘୋଷଣା କରିଛି । ଏହି ଦଳର ନେତୃତ୍ୱ ନେବେ ରାଜେଶ ଧୂପର । ଅକ୍ଟୋବର ୨୭ରେ ରାଜେଶଙ୍କ ନେତୃତ୍ୱରେ ଓଡିଶା ଟିମ ଲକ୍ଷ୍ନୌ ଯିବ । ଟୁର୍ଣ୍ଣାମେଂଟ ଲକ୍ଷ୍ନୌରେ ୪ରୁ ୯ ନଭେମ୍ବର…

୧୭୭ ବର୍ଷର ଦୁର୍ଗାପୂଜା

ବାଲେଶ୍ୱର : ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା । ବାଲେଶ୍ୱରରେ ୧୭୭ ବର୍ଷ ଧରି ନିଷ୍ଠାର ସହ ଚାଲିଛି ଜମିଦାର ଦାସ ଘରେ ମା’ଙ୍କ ଶାରଦୀୟ ଦୁର୍ଗାପୂଜା । ସ୍ୱତନ୍ତ୍ର ରୀତିନୀତି ଓ କରୋନା କଟକଣା ମଧ୍ୟରେ ମହାମାୟୀଙ୍କ ପୂଜାର୍ଚ୍ଚନା ଚାଲିଛି । ଜିଲ୍ଲାର ବିଭିନ୍ନ ସାର୍ବଜନୀନ ମଣ୍ଡପ…

ଦଶହରାରେ ବାଲେଶ୍ୱରରେ ଆଖଡ଼ା ଖେଳ ପ୍ରଦର୍ଶନ

ବାଲେଶ୍ୱର: ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ହେଉଛି ଆଖଡ଼ା ଖେଳ। ବାଲେଶ୍ୱରରେ ଆଖଡ଼ା ଦଳମାନେ ମହାବୀର ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଶସ୍ତ୍ର ପୂଜା ସହ ହନୁମାନଙ୍କୁ ସଲାମୀ ପ୍ରଦାନ କରିଛନ୍ତି। ଏବର୍ଷ ବାଲେଶ୍ୱର ଆଖଡ଼ା ସଂଘ ପକ୍ଷରୁ ଏହି ପର୍ବ ପାଳିତ ହୋଇଥିଲା। ସହର ତଥା ଆଖପାଖ ଅଞ୍ଚଳର୨୫ଟି ଦଳ…