Latest Odisha News

BREAKING NEWS

Browsing Category

ଫିଚର

ମା’ ତାରାତାରିଣୀ ପୀଠରେ ଭୟଙ୍କର ଅଗ୍ନିକାଣ୍ଡ

ବ୍ରହ୍ମପୁର: ତାରାତାରିଣୀ ପୀଠରେ ନିଆଁ । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ଦୀପ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମନ୍ଦିର ପସିରରରେ ଥିବା ୩ ଟି ଦୀପ ଘରେ ନିଆଁ ଲାଗିଛି। ନବରାତ୍ରୀ ପୂଜା ଚାଲିଥିବା ସମୟରେ ଏପରି ଅଘଟଣ ଘଟିଛି । ଏଥିରେ କାହାର କୌଣସି…

ଆଲମିରାରେ ବିଡାବିଡା ଟଙ୍କା, କାହାଠୁ ଜବତ ହେଲା ୧୪୨ କୋଟି ଟଙ୍କା ?

ନୂଆଦିଲ୍ଲୀ: ହାଇଦ୍ରାବାଦର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀରେ ଗତ ବୁଧବାର ଛାପା ମାରିଥିଲା ଆୟକର ବିଭାଗ । ଲଗାତାର ଭାବେ ଦୁଇଟି ପର୍ଯ୍ୟାୟ କ୍ରମେ ଜବତ ହୋଇଥିଲା ୫୦୦ କୋଟି ଓ ୧୪୨.୮୭ କୋଟି ଟଙ୍କା । ଜବତ ଟଙ୍କାକୁ ନେଇ କମ୍ପାନୀ ତରଫରୁ କøଣସି ପ୍ରକାର ସ୍ପଷ୍ଟୀକରଣ ସାମ୍ନାକୁ ଆସିପାରିନି ।…

ଜମ୍ମୁ-କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା ପରେ ଏନଆଇଏର ଚଢ଼ାଉ ଆରମ୍ଭ

ଦିଲ୍ଲୀ:  ଜମ୍ମୁକଶ୍ମୀର ସାଧାରଣ ନାଗରିକଙ୍କ ହତ୍ୟା ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଏନଆଇଏ ଏବେ ସକ୍ରିୟ ହେବାରେ ଲାଗିଛି। ମଙ୍ଗଳବାର ଏନଆଇଏ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଜାରି କରାଯାଇଛି । ଜମ୍ମୁ କଶ୍ମୀରର ୧୬ ଟି ସ୍ଥାନରେ ଏନଆଇଏ ପକ୍ଷରୁ ଚଢଉ କରାଯାଇଛି ବୋଲି ଜଣାପଡ଼ିଛି।ଆତଙ୍କବାଦୀ…

ସକ୍ରିୟ ହେଉଛି ଘୂର୍ଣ୍ଣବଳୟ ,ଆସନ୍ତାକାଲି ଲଘୁଚାପ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ସକ୍ରିୟ ହେବାରେ ଲାଗିଛି ଘୂର୍ଣ୍ଣବଳୟ । ଏହାର ପ୍ରଭାବରେ ଆସନ୍ତାକାଲି ଲଘୁଚାପ ବର୍ଷା ସମ୍ଭାବନା । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଆସନ୍ତାକାଲି ଠାରୁ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର…

ବିଧାୟକ ମୋହନ ମାଝିଙ୍କୁ ଆକ୍ରମଣ ମାମଲା: ସିସିଟିଭି ଫୁଟେଜ ଜାରି କଲା ପୋଲିସ

କେନ୍ଦୁଝର: ସଦର ବିଧାୟକ ମୋହନ ମାଝିଙ୍କୁ ଆକ୍ରମଣ ଘଟଣା। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ଜାରି କଲା କେନ୍ଦୁଝର ପୋଲିସ। ଆକ୍ରମଣ ପରେ ବାଇକରେ ଖସି ପଳାଇବା ସମୟରେ ଏହି ଚିତ୍ର ଉଠାଯାଇଥିଲା। ଏହାକୁ ଚିହ୍ନଟ କଲେ ବା ଧରାଇଦେଲେ ଉପଯୁକ୍ତ ପୁରସ୍କାର ଦିଆଯିବ ବୋଲି ପୋଲିସ୍…

ଡ୍ରଗ୍ସ ପାର୍ଟି: ସମୀର ୱାଙ୍ଖେଡଙ୍କ ପଛରେ ପଡିଛି ମୁମ୍ବାଇ ପୋଲିସ !

ମୁମ୍ବାଇ: ଡ୍ରଗ୍ସ ପାର୍ଟିରେ ଶାହାରୁଖ ଖାଁଙ୍କୁ ପୁଅ ଆର୍ଯ୍ୟନଙ୍କୁ ଧରିଥିବା ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଖୋଦ ସମୀର ଆଣିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ଯେଉଁଆଡେ ଯାଉଛନ୍ତି ୨ଜଣ…

ହାଇକୋର୍ଟରେ ପୁଣି ଜାମିନ ଆବେଦନ କଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ: ପୁଣି ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ନିମ୍ନ ଅଦାଲତରେ ଜାମିନ ଖାରଜ ହୋଇଥିବା ବେଳେ ଏବେ ପୁଣି ଥରେ ସେ ହାଇକୋର୍ଟରେ ବେଲ୍ ଆବେଦନ କରିଛନ୍ତି । ପୂର୍ବରୁ ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରଶାନ୍ତ…

ମାଲକାନଗିରି ତୁଳସୀ ପାହାଡ଼ ଏନକାଣ୍ଟର: ଟଳିଲେ ୩ ମାଓବାଦୀ

ମାଲକାନଗିରି: ସୁପକ୍ଷାକର୍ମୀଙ୍କ ଗୁଳିଲେ ଟଳିଲେ ୩ ମାଓବାଦୀ । ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ଅପରେସନରେ ପୋଲିସକୁ ବଡ଼ ସଫଳତା ମିଳିଛି । ମାଥିଲି ଥାନା ତୁଳସୀ ପାହାଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଘମାସାନ ଲଢ଼େଇ ହୋଇଛି । ପୋଲିସ ଗୁଳିରେ ୩ ଜଣ…

‘ପାର୍ବଣ ଆସନ୍ତାବର୍ଷ ବି ଆସିବ, ପ୍ରଥମେ ଜୀବନ ରହୁ’

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଉପର ତଳ ହେଉଛି । ପ୍ଲାଟ୍ୟୁ ସ୍ଥିତିରେ ରହିଛି ସଂକ୍ରମଣ । କିନ୍ତୁ ପାର୍ବଣରେ ବଜାରରେ ଲୋକଙ୍କ ଭିଡ ବଢୁଛି । ଏମିତି ହେଲେ ପୁଣି ଥରେ ସଂକ୍ରମଣ ଉପରମୁହାଁ ହୋଇପାରେ ବୋଲି ଚେତେଇ ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି,…

ପୌର ନିର୍ବାଚନ ବାଟ ଫିଟିଲା, ଜାରି ହେଲା ଗେଜେଟ୍ ବିଜ୍ଞପ୍ତି

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ବାଟ ପରିସ୍କାର । ପୌର ଆଇନରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ ଦେଇଥିଲେ । ଏହାପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ନୋଟିସ୍ ଜାରି ହୋଇଛି । ଏହି ଆଇନ ଅନୁସାରେ ପୌର ନିର୍ବାଚନରେ ସଂରକ୍ଷଣକୁ ସର୍ବାଧିକ ୫୦ ପ୍ରତିଶତ ମଧ୍ୟରେ…