Latest Odisha News

BREAKING NEWS

Browsing Category

ଫିଚର

ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନାଙ୍କୁ ନିଯୁକ୍ତିକୁ ନେଇ ପିଟିସନ ହାଇକୋର୍ଟରେ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କମିଶନର ଭାବରେ ରାକେଶ ଅସ୍ଥାନାଙ୍କ ନିଯୁକ୍ତି ବିରୋଧରେ ଦାୟର ପିଟିସନକୁ ଖାରଜ । ଦିଲ୍ଲୀ ହାଇକୋର୍ଟ ପିଟିସନକୁ ଖାରଜ କରିଛନ୍ତି । ଗୋଟିଏ ଏନଜିଓ ରାକେଶ ଅସ୍ଥାନାଙ୍କ ନିଯୁକ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ…

ଦିଲ୍ଲୀରୁ ପାକିସ୍ତାନ ଆତଙ୍କୀ ଗିରଫ, AK 47 ସମେତ ବହୁ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଆତଙ୍କବାଦୀ ହମଲା ଷଡଯନ୍ତ୍ର ଫେଲ୍ । ଜଣେ ପାକିସ୍ତାନ ଆତଙ୍କବାଦୀକୁ ଗିରଫ କରାଯାଇଛି । ଲକ୍ଷ୍ମୀନଗର ଅନ୍ତର୍ଗତ ରମେଶ ପାର୍କରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ । ଭାରତୀୟ ନାଗରିକର ମିଥ୍ୟା ପ୍ରମାଣପତ୍ରରେ ସେ ଦିଲ୍ଲୀରେ…

୪ କୋଟି ଟଙ୍କା ଛାଉଣୀରେ ଝଲସିଲା ମା’ଙ୍କ ମନ୍ଦିର, କେଉଁଠି ଜାଣନ୍ତୁ

ହାଇଦ୍ରାବାଦ: ନବରାତ୍ରି ଅବସରରେ ଟଙ୍କାରେ ସଜାଯାଇଛି ମା’ଙ୍କ ମନ୍ଦିର । ହଜାର କି ଲକ୍ଷେ ନୁହେଁ, କୋଟି କୋଟି ଟଙ୍କାରେ ମନ୍ଦିରକୁ ସାଜସଜ୍ଜା କରାଯାଇଛି । ନୂଆ ଦଶ ଟଙ୍କିଆ ନୋଟରୁ ଆରମ୍ଭ କରି ଦୁଇ ହଜାର ଟଙ୍କିଆ ନୋଟ୍ ମାଳ । ୪ କୋଟି ଟଙ୍କା ଝାଉଣୀରେ ଶୋଭା ପାଉଛି ମା‘ଙ୍କ ମନ୍ଦିର ।…

ସୁନାବେଶରେ ଦର୍ଶନ ଦେଉଛନ୍ତି ଘଟଗାଁ ମା’ ତାରିଣୀ

କେନ୍ଦୁଝର: ଆଜି ଶକ୍ତିପୀଠରେ ପାଳିତ ହେଉଛି ମା’ଙ୍କର ମହାଷ୍ଟମୀ ପୂଜା । କିନ୍ତୁ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ଆଜି ମହାସପ୍ତମୀ ପୂଜା ହେଉଛି । ଏହି ଅବସରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ଦଶହରାରରେ ମା’ ତାରିଣୀଙ୍କ ସୁନାବେଶ ଦର୍ଶନ କଲେ…

ମା’ ଶାରଳାଙ୍କ ପୀଠରେ ଆଜିଠୁ ଲାଗିଲା ୧୪୪ ଧାରା

ଜଗତସିଂହପୁର: ଆଜି ଶକ୍ତିପୀଠରେ ମା’ଙ୍କର ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ଜାରି ହୋଇଛି ୧୪୪ ଧାରା । ଆଜିଠୁ ୧୪ ତାରିଖ ଯାଏ ପୀଠରେ ୧୪୪ ଧାରା ବଳବତ୍ତର ରହିବ । ମନ୍ଦିର ଆଖପାଖରେ ଗୋଟିଏ ସ୍ଥାନରେ…

ଆଜି ମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ

ଭୁବନେଶ୍ୱର: ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ଆଜି ମଣ୍ଡପରେ ମହାସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମହାମାୟାଙ୍କୁ ବିଲ୍ୱବରଣ କରାଯାଇଥିଲା । ସପ୍ତାମୀ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ । ଆଜି ମା’ଙ୍କୁ ଚକ୍ଷୁଦାନ ଦିଆଯିବ । ବେଦ ମନ୍ତ୍ର, ଚଣ୍ଡୀ ପାଠରେ…

ଆଇପିଏଲ୍ ଏଲିମିନେଟର ମୁକାବିଲା: ବେଙ୍ଗାଳୁରୁକୁ ହରାଇଲା କୋଲକାତା

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ୱାଦ): ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ଆଇପିଏଲ୍ ଟ୍ରଫି ଜିତିବା ସ୍ୱପ୍ନ ଚୁରମାର ହୋଇଛି । ଗତକାଲି ଖେଳାଯାଇଥିବା ଏଲିମିନେଟର ମୁକାବିଲାରେ ବେଙ୍ଗାଳୁରୁକୁ ୪ ଓ୍ୱିକେଟରେ ହରାଇଛି କୋଲକାତା ନାଇଟ ରାଇଡର୍ସ । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା…

ଆନ୍ତର୍ଜାତୀୟ ଗୋଲ ସ୍କୋରରେ ପେଲେଙ୍କ ସହ ସମକକ୍ଷ ହେଲେ ଛେତ୍ରୀ

ନୂଆଦିଲ୍ଲୀ: ଭାରତର ଷ୍ଟାର ଫୁଟବଲ ଖେଳାଳୀ ସୁନୀଲ ଛେତ୍ରୀ ଆନ୍ତର୍ଜାତୀୟ ଗୋଲ ସ୍କୋର କରିବା ମାମଲାରେ ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ପେଲେ ୯୨ ମ୍ୟାଚରେ ୭୭ ଗୋଲ କରିଥିଲେ । ମାଲଡିଭସରେ ଖେଳା ଯାଉଥିବା ସାଉଥ ଏସିଆନ ଫୁଟବଲ ଫେଡେରେଶନ ଚାମ୍ପିୟନଶିପରେ…

ଆଇସକ୍ରିମ୍ କାଠିରେ ମା’ ଦୁର୍ଗାଙ୍କ ମୁଖମଣ୍ଡଳ

ପୁରୀ : ଆଇସକ୍ରିମ୍ କାଠିରେ ନିର୍ମାଣ ହୋଇଛି ମା’ ଦୁର୍ଗାଙ୍କ ମୁଖମଣ୍ଡଳ । ପୁରୀ କୁମୁତିପାଟଣା ସାହିର ଯୁବଶିଳ୍ପୀ ବିଶ୍ୱଜିତ ନାୟକ ଦୁର୍ଗାପୂଜା ଅବସରରେ ଆଇସକ୍ରିମ୍ କାଠିରେ ମା’ ଙ୍କ ପ୍ରତିମୂର୍ତ୍ତି  କରିଛନ୍ତି । ଶାରଦୀୟ ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛାର ବାର୍ତ୍ତା…

କଳା ଧନ ମାମଲାରେ ଭାରତ ସରକାରଙ୍କୁ ବଡ ସଫଳତା, ସୁଇସ ବ୍ୟାଙ୍କ ଜାରୀ କଲା ତୃତୀୟ ସୂଚୀ

ନୂଆଦିଲ୍ଲୀ: କଳା ଧନ ମାମଲାରେ ଆଜି ଭାରତ ସରକାରକୁ ବଡ ସଫଳତା ମିଳିଛି । ସୁଇଜରଲାଣ୍ଡ ସହ କରାଯାଇଥିବା ସନ୍ଧି ଅନୁସାରେ ସେଠାକାର ସରକାର ଭାରତକୁ ସୁଇସ ବ୍ୟାଙ୍କରେ ଜମା ରହିଥିବା କଳା ଧନର ତୃତୀୟ ତାଲିକା ପ୍ରଦାନ କରିଛି । ସୁଇଜରଲାଣ୍ଡ ସରକାର ୮୬ ଦେଶର ୩୧ ଲକ୍ଷ ଆକାଂଉଟ ସମ୍ପର୍କରେ ତଥ୍ୟ…