Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲିଠୁ ଟ୍ବିନ୍ ସିଟିରେ ରାତି ୮ରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର : ଆସନ୍ତାକାଲି ପୂଜା ମଣ୍ଡପରେ ଅନୁଷ୍ଠିତ ହେବ ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା । ସଂଧ୍ୟାରେ ବିଲ୍ବ ବରଣୀ କରାଯାଇ ମା’ଙ୍କ ଆବାହନ କରାଯିବ । ମା’ଙ୍କ ପୂଜାକୁ ଦୃଷ୍ଟିରେ ରଖି କଟକର ପୂଜା ମଣ୍ଡପ ଗୁଡିକରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମୂର୍ତ୍ତିର ରଙ୍ଗ କାମ ସିରିଥିବା…

ଟି୨୦ ବିଶ୍ୱକପରେ ହେବ ଧନବର୍ଷା

ଦୁବାଇ: ଏଥର ଟି୨୦ ବିଶ୍ୱକପରେ ହେବ ଧନବର୍ଷା । ରବିବାର ଆଇସିସି ଏହି ମେଗା ଇଭେଟ ପାଇଁ ପୁରସ୍କାର ରାଶିର ଘୋଷଣା କରିଛି । ଚାମ୍ପିୟନ ଦଳକୁ ୧.୬ ମିଲିୟନ (୧୨କୋଟି ଟଙ୍କା) ଏବଂ ରନର୍ସଅପ ଟିମକୁ ୮ ଲକ୍ଷ ଡଲାର ମିଳିବ । ସେହିପରି ସେମିଫାଇନାଲରେ ପ୍ରବେଶ କରିଥିବା ଦଳକୁ ୩ କୋଟି ଲେଖାଁଏ ମିଳିବ…

ଥମାସ-ଉବେର କପ ବ୍ୟାଡମିଂଟନ: ସ୍ପେନ ବିପକ୍ଷରେ ଭାରତ ଅଗ୍ରଣୀ

ନୂଆଦିଲ୍ଲୀ: ଡେନମାର୍କରେ ଖେଳା ଯାଉଥିବା ଥମାସ-ଉବେର କପ ବ୍ୟାଡମିଂଟନର ପ୍ରଥମ ଦିବସରେ ସ୍ପେନ ବିପକ୍ଷରେ ଭାରତ ୩-୨ର ଅଗ୍ରଣୀ ହାସଲ କରିଛି । ଭାରତର ଷ୍ଟାର ମହିଳା ଖେଳାଳି ସାଇନା ନେହ୍ୱାଲ ପ୍ରଥମ ସେଟରେ ବିପକ୍ଷ ଦଳର କ୍ଲାରା ଅର୍ଜୁରମେଂଣ୍ଡୀଙ୍କ ବିପକ୍ଷରେ ହାରିବା ପରେ ଆଘାତ ସମସ୍ୟା ଯୋଗୁ…

ପୁରୀ ଶ୍ରୀମନ୍ଦିର ଓ ବାହାର ଅଞ୍ଚଳକୁ ସାନିଟାଇଜ୍

ପୁରୀ: ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନର ନୂଆ ଗାଇଡ଼ଲାଇନ୍ ଅନୁଯାଇ ପ୍ରତି ରବିବାର ଓ ବିଶେଷ ପର୍ବପର୍ବାଣୀ ଦିନମାନଙ୍କରେ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ହୋଇଛି। ଆସନ୍ତାକାଲି ପୁନର୍ବାର ଦର୍ଶନ ଆରମ୍ଭ ହେବା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତର ଓ…

ଡିଜିଟାଲ ଶାଖାର ବିରାଟ କର୍ମଶାଳା ଆୟୋଜିତ

ବରଗଡ଼: ବରଗଡ଼ ଭି.ଡ଼ି ପେଲେସଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଡିଜିଟାଲ ଶାଖାର ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କରାଯାଇଥିଲା। ସରକାରଙ୍କ ସମସ୍ତ ଜନହିତକର ତଥା ଲୋକାଭିମୁଖୀ କାର୍ଯ୍ୟର ସଠିକ୍ ପ୍ରସାର, ପ୍ରଚାର…

ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘର ଆଲୋଚନା ଚକ୍ର

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରେ ଜିଲ୍ଲା ସାମ୍ବାଦିକ ସଂଘର ସାଂଗଠନିକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ୱାଧୀନତା ସଂଗ୍ରାମ ସମିତିର ସଭାପତି ନୀଳମଣି ସାମଲ ଉଦଘାଟନ କରିଥିଲେ। ରାଜ୍ୟ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ, ବିଶିଷ୍ଟ…

ଶିକ୍ଷୟିତ୍ରୀ ସୁଜାତାମଣି ପୁହାଣ ନିଲମ୍ବିତ

ଭଦ୍ରକ: ଚାକିରି ହରାଇଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଥିବା ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତାମଣି ପୁହାଣ। ସେ ଏକକାଳୀନ ଯୁକ୍ତ ୩ବିଜ୍ଞାନରେ ନାମ ଲେଖାଇବା ସହ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇଥିଲେ। ଶିକ୍ଷାଗତ ଯୋଗ୍ୟତାକୁ ଆଧାର କରି ନିଯୁକ୍ତି ପାଇଥିଲେ। ପରେ…

କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

କନ୍ଧମାଳ: କନ୍ଧମାଳ ପୋଲିସ୍ ଦ୍ୱାରା ମାଓ ଦମନ ଅଭିଯାନ ଜୋରଦାର ଚାଲିଛି। ଯାହାର ପ୍ରଭାବରେ କନ୍ଧମାଳ ଏସପି ନିକଟରେ ପୁଣି ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି। ମାଓବାଦୀ ଜଣକ ହେଲା ଛତିଶଗଡ଼ ରାଜ୍ୟର ସୁକମା ଜିଲ୍ଲାର ରାହୁଲ ମୁସାକୀ। ସେ ଦୀର୍ଘ ୨୦୧୫ରୁ ମାଓ ସଙ୍ଗଠନରେ ଯୋଗ ଦେଇ ସକ୍ରିୟଭାବେ…

ତିନି ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ

କଟକ: ଗୋଟିଏ ଦିନରେ ତିନି ପ୍ରଥମ ଶ୍ରେଣୀ କର୍ମଚାରୀ ଗିରଫ।ସେମାନଙ୍କ ପାଖରୁ ଜବତ ହୋଇଛି ବିଡ଼ା ବିଡ଼ା ଟଙ୍କା। ମୋଟ୍ ୨୨ଲକ୍ଷ ୬୧ହଜାର ୪୩୦ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ ପରେ ସମସ୍ତ ତିନି ଅଧିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ କଟକ ଡିଭିଜନ ଏସପି…

ନବରାତ୍ର ପୂଜାରେ ଚଳଚଞ୍ଚଳ ରାଉରକେଲା ମା’ ବୈଷ୍ଣୋଦେବୀ ପୀଠ

ରାଉରକେଲା: ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମା’ବୈଷ୍ଣୋଦେବୀ ଙ୍କ ପୀଠ। ୯ଦିନ ବ୍ୟାପୀ ଏହି ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି। ଏହି ନବରାତ୍ରରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ପଞ୍ଚମ ଦିନରେ ସ୍କନ୍ଦମାତାଙ୍କ ବେଶରେ…