Latest Odisha News

BREAKING NEWS

Browsing Category

ଫିଚର

ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଟିଟିଲାଗଡ଼: ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରୁ। ସୂଚନା ଅନୁଯାୟୀ, ଟିଟିଲାଗଡ଼ ସିର ଭଟାପଡ଼ାର କେ.ଟ୍ୱିଙ୍କଲ ରାଓ ପ୍ରଥମ ଗର୍ଭ ଧରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ…

ପୁଞ୍ଚ ସେକ୍ଟରରେ ଆତଙ୍କୀ ହମଲା,୨ ଯବାନଙ୍କ ସହ ଜେସିଓ ସହିଦ

ଜମ୍ମୁ : ଜମ୍ମୁ-କଶ୍ମୀର ପୁଞ୍ଚ ସେକ୍ଟରରେ ପୁଣି ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ଜୁନିଅର କମିଶନ ଅଫିସର ଜେସିଓ ସମେତ ଦୁଇ ଯବାନ ସହିଦ ହୋଇଛନ୍ତି। ଗତକାଲି ରାତିରେ ପୁଞ୍ଚ ସେକ୍ଟରରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ରାତି…

ଆସନ୍ତାକାଲି ଦେଶର ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିଜୟା ଦଶମୀର ଶୁଭ ଅବସରରେ ଆସନ୍ତାକାଲି ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ…

ଦେଶର ୭୩୬ଟି ଜିଲ୍ଲାରେ ୧୧୨ ଦିନ ମଧ୍ୟରେ ୨୪୯୪ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ : ରେକର୍ଡ ୧୧୨ ଦିନ ମଧ୍ୟରେ ଦେଶର ୭୩୬ଟି ଜିଲ୍ଲାର ସରକାରୀ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ହୋଇଛି ୨୪୯୪ ପ୍ରେସର ସ୍ବିଙ୍ଗ ଆଡସୋର୍ପସନ ବା (ପିଏସଏ) ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ । ଏହି ସବୁ ଅକ୍ସିଜେନ ପ୍ଲାଣ୍ଟରୁ ଦୈନିକ ୩,୩୨୪ ଟନ୍ ଅମ୍ଳଜାନ ଉତ୍ପାଦନ ହେଉଛି । ଏସବୁ ଅକ୍ସିଜେନ…

ଆର୍ଯ୍ୟନ ହେଲେ କୈଦୀ ନଂ ଏନ୯୫୬

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି କେସରେ ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ୨୦ ଅକ୍ଟୋବର ପର୍ଯ୍ୟନ୍ତ ମୁମ୍ବାଇ ଆର୍ଥର ରୋଡ ଜେଲରେ ରହିବେ । ଏନଡିପିଏସ କୋର୍ଟ ଗୁରୁବାର ଏହି ମାମଲାର ଶୁଣାଣୀ କରି ନିଷ୍ପତି ସୁରକ୍ଷିତ ରଖିଛି । ସବିଶେଷ ତଥ୍ୟ ଅନୁଯାୟୀ ଜେନେରାଲ ୱାର୍ଡକୁ…

ଫସଫେଟ୍ ଓ ପଟାସ ଜାତୀୟ ସାରର ମୂଲ୍ୟବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ : ଫସ୍‌ଫେଟ ଓ ପଟାସ ଜାତୀୟ ସାରର ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି । ମୂଲ୍ୟ ବୃଦ୍ଧି ନେଇ ସରକାରଙ୍କ…

ଫ୍ଲୋରିଆ ପରିବାର ତରଫରୁ ସୁଦୂର ଆମେରିକାରେ ଶାରଦୀୟ ଦୁର୍ଗାପୂଜାର ଆୟୋଜନ

ଫ୍ଲୋରିଡା : ମହାମାୟାଙ୍କ ଆବାହନରେ ପୂରି ଉଠିଛି ଧରା । ମନ୍ତ୍ର ଓ ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ । ଅସୁରତ୍ୱ ଉପରେ ଦେବତ୍ବ, ଅନ୍ୟାୟ ଉପରେ ନ୍ୟାୟର ବିଜୟ ପାଇଁ ଦେବୀଙ୍କ ଏହି ଶାରଦୀୟ ଆବାହନ । ଶରଣାଗତଙ୍କ ଦୁଃଖ ଦୂର କରି, ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ ପାଇଁ…

ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦି ଓ ଡୋଭାଲଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ବିଗତ କିଛିଦିନ ଧରି କଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ନୂତନ ଋଣକୌଶଳ ଜରିଆରେ ୭ ଜଣ ସାଧାରଣ ନାଗରିକଙ୍କୁ ନିହତ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ସଂପୃକ୍ତି ଥିବା ନେଇ ପ୍ରମାଣ ମିଳିଛି । ଏହି ଘଟଣା ପରେ କେନ୍ଦ୍ର ଶାସିତ…

୧୬ରୁ ଖୋଲିବ କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲା ମନ୍ଦିର

କେରଳ : ଖୋଲିବ ସାବରିମାଲା ମନ୍ଦରି । କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲାରେ ଥିବା ଆୟାପ୍ପା ସ୍ୱାମୀ ମନ୍ଦିର ଆସନ୍ତା ୧୬ ତାରିଖରେ ଖୋଲିବ। ଶ୍ରଦ୍ଧାଳୁ ମାନେ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ବୋଲି ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଟ୍ରାଭାଙ୍କୋର ଦେବସ୍ୱମ…

ପୋଲିସ ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ମୋହନ ମାଝି, ଦାବି କଲେ ସିବିଆଇ ତଦନ୍ତ

କେନ୍ଦୁଝର : ବିଧାୟକ ମୋହନ ମାଝି ଗାଡିକୁ ବୋମାମାଡ଼ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ବ୍ୟକ୍ତିଗତ ଶତ୍ରୁତା ଓ ଆର୍ଥିକ କାରବାରକୁ ନେଇ ଏହି ବୋମା ମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି । ତେବେ ପୋଲିସର ତଦନ୍ତକୁ ନେଇ ଅସନ୍ତୋଷ…