Latest Odisha News

BREAKING NEWS

Browsing Category

ଫିଚର

ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରିବାରୁ ପୋଲିସ ଗାଡି ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ବରଗଡ଼ : ପୋଲିସ ଗାଡ଼ି ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ । ଦୁର୍ଗାପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କହିବାରୁ ପୋଲିସ ଗାଡି ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକ । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଡଭା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମା’…

ଲଂଚ ହେଲା ଓଡିଆ ଓଟିଟି ପ୍ଲାଟଫର୍ମ “Kanccha Lannka”

ଭୁବନେଶ୍ୱର: ଏଣିକି ମନୋରଂଜନ କ୍ଷେତ୍ରରେ ଓଡିଶା କିମ୍ବା ଓଡିଆ ଭାଷା ଆଉ ପଛରେ ରହିବ ନାହିଁ । ପ୍ରତିଭାବାନ କଳାକାରଙ୍କୁ ମିଳିବ ଭରପୁର ସୁଯୋଗ, ଦର୍ଶକଙ୍କୁ ମିଳିବ ନନଷ୍ଟପ୍ ଅନ୍ ଡିମାଣ୍ଡ ଏଣ୍ଟରଟେନମେଣ୍ଟ । ଲଂଚ ହୋଇଛି ଓଡିଶାର ପ୍ରିମିଅମ୍ ଓଟିଟି ପ୍ଲାଟଫର୍ମ "Kanccha Lannka"…

ମାଆଙ୍କ ଭକ୍ତଙ୍କ ଉପରେ ମାଡିଗଲା ଗଂଜେଇ ନେଉଥିବା କାର

କାଶପୁର: ଛତିଶଗଡର କାଶପୁର ଅଂଚଳରେ ଦଶହରା ଭଳି ଦିନରେ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ମାଆ ଦୁର୍ଗାଙ୍କ ଦର୍ଶନ ପାଇଁ ଯାଉଥିବା ଏକ ଭୀଡ ଉପରେ ହଠାତ ଏକ କାର ମାଡି ଯାଇଥିଲା । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତମାନଙ୍କୁ ପାଥଲଗାଁଓର ଡାକ୍ତରଖାନାରେ…

ମୂର୍ତ୍ତି ବିସର୍ଜନ ସାରି ଫେରିବା ବେଳେ ଅଘଟଣ ,ଓଲଟିଲା ଟ୍ରାକ୍ଟର ୧୧ ମୃତ

ଉତ୍ତରପ୍ରଦେଶ:ସଡକ ଦୁର୍ଘଟଣାରେ ନିମିଷକେ ଚାଲିଗଲା ୧୧ ଜଣଙ୍କ ଜୀବନ । ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ଓ ୪ ଜଣ ଶିଶୁ ଥିବା ଜଣାପଡ଼ିଛି ।ଉତ୍ତର ପ୍ରଦେଶ ଝାନସୀ ଚିରଗାଁଓ ଅଞ୍ଚଳର ଏପରି ଅଘଟଣ ହୋଇଛିା  ମାଣ୍ଡେର ରୋଡ ସ୍ଥିତ ଛିନ୍ନୋରା ଗାଁର ଶ୍ରଦ୍ଧାଳୁମାନେ ମୂର୍ତ୍ତି ବିସର୍ଜନ ସାରି…

ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବାକୁ ୬୩ବର୍ଷୀୟ ବୃଦ୍ଧଙ୍କ ୭୫୦ କିଲୋମିଟର ପଦଯାତ୍ରା

ଦିଲ୍ଲୀ: ପାଦରେ ଚାଲି ଚାଲି ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ୬୩ବର୍ଷୀୟ ବୃଦ୍ଧ। ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଜଣେ ବୃଦ୍ଧ ୭୫୦ କିଲୋମିଟର ପଦଯାତ୍ରା କରି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଯାତ୍ରା ସେ ୨୨ଦିନରେ ଅତିକ୍ରମ କରିଛନ୍ତି। ପିପାରିଆ ଗାଁର…

ଯାଜପୁର ମା’ ପୁଅ ନିଖୋଜ ଘଟଣା; ଛତିଶିଗଡ଼ରୁ ହେଲେ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରୁ ନିଖୋଜ ମା' ପୁଅ ଛତିଶିଗଡ଼ରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର। ଅଚେତ ଅବସ୍ଥାରେ ଛତିଶିଗଡ଼ର ଏକ ନିଛାଟିଆ ସ୍ଥାନରୁ ମା ଓ ପୁଅଙ୍କୁ ଉଦ୍ଧାର କରାଯାଇଛି  । ଗତ ୧୨ ତାରିଖ ସନ୍ଧ୍ୟାରୁ ବାଲିଚନ୍ଦ୍ରପୁର ବଜାରକୁ ମାର୍କେଟିଂ ପାଇଁ ଯାଇଥିବା ବେଳେ…

କେନ୍ଦୁଝର ବିମଳା ଫରେଷ୍ଟ ବିଟ୍ ଡିମିରିମୁଣ୍ଡା ଗାଁରେ ୧୨ ଟିକିଆ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ମାତିଛନ୍ତି ହାତୀପଲ । ଭିମକାଣ୍ଡ ପଞ୍ଚାୟତ ଡିମିରିମୁଣ୍ଡା ଗାଁରେ ୧୨ ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଗାଁରେ ଜଙ୍ଗଲି ବାରହାଙ୍କୁ ନେଇ ଲୋକେ ଭୟଭୀତ ଥିବା ବେଳେ, ଏବେ ହାତୀପଲ ଲୋକଙ୍କ ଚିନ୍ତା ବଢ଼ାଇଛି । ଗତକାଲି…

ସରପଞ୍ଚଙ୍କ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଜଗତସିଂହପୁର : ସରପଞ୍ଚଙ୍କ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଶଙ୍ଖେଶ୍ବର ପଞ୍ଚାୟତରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଭାଇ ହରପ୍ରସାଦ…

[ଭିଡ଼ିଓ] ସ୍ମୃତିରେ କଲାମ.. .

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାସ୍ତବକୁ ନେଇ ଜୀଉଁଥିବା ମଣିଷଟିଏ । ଜୀବନରେ କାହାକୁ ହରାଇବା ଯେତିକି କଷ୍ଟକର ..କାହାକୁ ଜିତିବା ଆହୁରି କଷ୍ଟସାଧ୍ୟ .. .ତାଙ୍କର ଉଦାର ମନୋଭାବ ସାଙ୍ଗକୁ ବଳିଷ୍ଠ ବ୍ୟକ୍ତିତ୍ୱ ଯୋଗୁ ଏବେ ବି ଝୁରୁଛି ତାଙ୍କୁ ସାରା ଦେଶ । ଏବେ ବି ସମସ୍ତଙ୍କ ହୃଦୟରେ ସେ ବିରାଜମାନ…

ମହିଳା ସ୍ବୟଂ ସହାୟକଙ୍କ ଲାଗି କାର୍ଯ୍ୟକାରୀ ହେବ ସ୍ବତନ୍ତ୍ର ପୋର୍ଟାଲ

ଭୁବନେଶ୍ବର : ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଲାଗି କାର୍ଯ୍ୟକାରୀ ହେବ ସ୍ବତନ୍ତ୍ର ପୋର୍ଟାଲ । ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଅର୍ଥ ବିଭାଗ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ବ୍ୟାଙ୍କରେ ହଜାର ହଜାର କୋଟି ଟଙ୍କାର ନେଣଦେଣ କରୁଛନ୍ତି…