Latest Odisha News

BREAKING NEWS

Browsing Category

ଫିଚର

ପାର୍ବଣ ଋତୁ ବିଗାଡିବା ଲକ୍ଷ୍ୟରେ ଆତଙ୍କବାଦୀ, ଦେଶରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଭାରତରେ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି । ଆଉ ଏହି ଖୁସିର ମାହୋଲକୁ ବିଗାଡିବା ଲକ୍ଷ୍ୟରେ ରହିଛନ୍ତି ଆତଙ୍କବାଦୀ । ଗୋଇନ୍ଦା ସଂସ୍ଥାରୁ ଇନପୁଟ ପାଇବା ପରେ ସରକାର ଦେଶରେ ହାଇଆଲର୍ଟ ଜାରୀ କରିଛନ୍ତି । ଗତ ସପ୍ତାହରେ ବିଭିନ୍ନ ରାଜ୍ୟରୁ ୬ ଆତଙ୍କବାଦୀ ଗିରଫ ହୋଇଥିଲେ ।…

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଗୃହ ମନ୍ତ୍ରାଳୟ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶୁକ୍ରବାର ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ୩ ଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଦିଲ୍ଲୀରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗୃହ ମନ୍ତ୍ରାଳୟ ବୈଠକ ବସିବ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ…

ମହାନଦୀରେ ଭାସିଯାଉଥିବା ହାତୀ କଟକ ମୁଣ୍ଡୁଳିରେ ଅଟକିଲା, ଏବେ ପୁଣି ନଦୀମୁହାଁ

କଟକ: ମହାନଦୀର ପ୍ରଖର ସୁଅ ଆଗରେ ହାର ମାନିଥିଲା ହାତୀ । ଶେଷରେ ଭାସଭାସି ମୁଣ୍ଡୁଳିରେ ଅଟକିଥିଲା । ଆଜି ସକାଳୁ ଏହି ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଫସି ରହିଥିବା ହାତୀଙ୍କୁ ଉଦ୍ଧାର କରିବା ଲାଗି ବନ ବିଭାଗ ଓ ଅଗ୍ନିଶମ ବିଭାଗ ଚେଷ୍ଟା କରିଥିଲେ ହେଁ ହାତୀଟି…

ଚାପ ପକାଇ ମହିଳାଙ୍କ ଚୁଟି କଟାଇ ଫସିଲା ହୋଟେଲ ଚେନ ଆଇଟିସି, କ୍ଷତିପୂରଣ ବାବଦକୁ ଦେବ ୨କୋଟି

ମୁମ୍ବାଇ: କଞ୍ଜୁମର କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛି । ଜଣେ ମହିଳାଙ୍କୁ ଚାପ ପକାଇ ଚୁଟି ଛୋଟ କରିବାକୁ ବାଧ୍ୟ କରିଥିବା ଦେଶର ଲକଜରୀ ହୋଟେଲ ଚେନ ଆଇଟିସିକୁ ଦଣ୍ଡିତ କରିଛି । କ୍ଷତିପୂରଣ ବାବଦକୁ ଉକ୍ତ ମହିଳାଙ୍କୁ ହୋଟେଲ ୨କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଅଯାଇଛି ।…

ଚମ୍ପୁଆ ବିଧାୟିକାଙ୍କୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇଲେ ଯୋଡ଼ା ଟ୍ରକ୍ ମାଲିକ ଓ କର୍ମଚାରୀଙ୍କ ପରିବାର

ଚମ୍ପୁଆ : ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ବିରୁଦ୍ଧରେ ଜୋର ଧରିଲା ଆନ୍ଦୋଳନ । ବିଧାୟିକାଙ୍କୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଯୋଡ଼ା ଅଞ୍ଚଳର ଟ୍ରକ୍ ମାଲିକ ଓ କର୍ମଚାରୀଙ୍କ ପରିବାର । ଆଜି ସନ୍ଧ୍ୟାରେ ହଜାର ହଜାର ଲୋକେ ବିଧାୟିକାଙ୍କ ବିରୁଦ୍ଧରେ ଏକାଠି ହୋଇ…

୭୫୨୩ କୋଟି ଟଙ୍କାରେ ଭାରତ ବରାଦ କଲା ୧୧୮ ଅର୍ଜୁନ ଏକେ-୧ଏ ଟ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ସେନାକୁ ମଜଭୁତ କରିବା ପାଇଁ ସରକାର ୧୧୮ ଅର୍ଜୁନ ଏକେ-୧ଏ ଯୁଦ୍ଧ ଟ୍ୟାଙ୍କ ବରାଦ କରିଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ୟାଙ୍କର ଓଭରାଲ ଆନୁମାନିକ ମୂଲ୍ୟ ୭୫୨୩ କୋଟି ଟଙ୍କା ହେବ । ଭାରତ ସରକାର ଏଥିପାଇଁ ଅନୁମତି ଦେଇସାରିଛି । ଚେନ୍ନାଇର ଅଭଡି ହେଭି…

ବନ୍ଧୁକ ତିଆରି କାରଖାନା ଉପରେ ସମ୍ବଲପୁର ପୋଲିସର ଚଢ଼ାଉ, ୭ ଗିରଫ

ସମ୍ବଲପୁର : ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଯୁଯୁମୁରା ଥାନା ଅଞ୍ଚଳରୁ ଜବତ ହୋଇଛି ୨ଟି ବନ୍ଧୁକ ତିଆରି କାରଖାନା । ମାମଲାରେ ପୋଲିସ ଜଣେ ଦମ୍ପତିଙ୍କ ସହ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୀର୍ଘ ବର୍ଷ ଧରି ଏମାନେ ଦେଶୀ ବନ୍ଧୁକ ତିଆରି କରୁଥିଲେ । ବିଶେଷ କରି…

ପିପିଲି ଉପନିର୍ବାଚନ : ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ ହୋଇଛି । ନିର୍ବାଚନ କମିଶନଙ୍କ ଅନୁଯାୟୀ ପିପିଲି ଉପନିର୍ବାଚନ ପାଇଁ ୮୦ ବୟସରୁ ଉର୍ଦ୍ଧ୍ବ  ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା…

ରାଗିଗଲେ ଟଲିଉଡ ଷ୍ଟାର ନାଗା ଚୈତନ୍ୟ

ହାଇଦ୍ରାବାଦ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ନାଗା ଚୈତନ୍ୟ ତାଙ୍କ ବିବାହ ବିଚ୍ଛେଦ ଖବର ନେଇ ମୁହଁ ଖୋଲିଛନ୍ତି । ସେ ଏବଂ ତାଙ୍କ ପତ୍ନୀ ସମନ୍ଥା ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି ବୋଲି ଗୁଜବ ଉଠିଥିଲା । ଏହା ଏକ ମିଛ କଥା ଆମ ଭିତରେ ଉତମ ବୁଝାମଣା ରହିଛି ବୋଲି…

ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ହାଇକୋର୍ଟରେ ଶୁଣାଣି

କଟକ : ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ହାଇକୋର୍ଟରେ ହୋଇଛି ଶୁଣାଣି । ଅମୃତ ମଣୋହି ଜମିର ବିକ୍ରି ଓ ନିର୍ମାଣ କାର୍ଯ୍ୟ ଅଦାଲତଙ୍କ ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ମାମଲାର…