Latest Odisha News

BREAKING NEWS

Browsing Category

ଫିଚର

ବୌଦ୍ଧରେ ସର୍ବାଧିକ ବର୍ଷା, ମହାନଦୀରେ ନାହିଁ ବନ୍ୟା ଆଶଙ୍କା

ଭୁବନେଶ୍ବର : ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ । ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳାର୍ଣ୍ଣବ ସ୍ଥିତି । ବୌଦ୍ଧରେ ସର୍ବାଧିକ ୩୬୧ ମିଲିମିଟର ବର୍ଷା ହୋଇଛି । ଏହାପରେ ରହିଛି ପୁରୀ ଓ ସୁବର୍ଣ୍ଣପୁର । ନବରଙ୍ଗପୁରକୁ ଛାଡ଼ି ରାଜ୍ୟର ବାକି ଜିଲ୍ଲାରେ ସ୍ବାଭାବିକ ଠାରୁ…

ଅନୁମତି ଅପେକ୍ଷାରେ ମହିଳା ସେବିକା

ପୁରୀ : ମହିଳା ସେବିକାଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବାକୁ ମିଳୁନି ଅନୁମତି । ବିଗତ ୨୩ ବର୍ଷ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମସ୍ତକରେ ଶୋଭା ପାଉଥିବା ପୁଷ୍ପ ଅଳଙ୍କାର ଗଭାକୁ ପ୍ରସ୍ତୁତ କରି ମହିଳା ଜଣକ ମନ୍ଦିରକୁ ଦେଉଥିଲେ । ୨୦୧୬ ମସିହା ପୂର୍ବରୁ ରତ୍ନ ସିଂହାସନ ପାଖକୁ ପୁଷ୍ପ…

ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, ହାଇକୋର୍ଟରେ ଦାଏର ହେଲା ରିଟ୍ ପିଟିସନ

କଟକ : ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ।ଏନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାଏର ହୋଇଛି । କଟକ ବାଲୁ ବଜାର ପୂଜା କମିଟି ପକ୍ଷରୁ ମାମଲା ଦାଏର କରାଯାଇଛି। ପରମ୍ପରାକୁ ଦୃଷ୍ଟିରେ ରଖି ପୂର୍ବପରି ମୂର୍ତ୍ତ ଉଚ୍ଚତା ବଜାୟ ରଖିବାକୁ ଅନୁମତି ଲୋଡିଛି ବାଲୁକା ବଜାର ପୂଜା କମିଟି । ହେଲେ…

ପାଣି ସୁଅରେ ଫସିଲେ ମହିଳା

ଅନୁଗୁଳ : ବଢ଼ି ପାଣିରେ ଫସିଲେ ମହିଳା । ଦୀର୍ଘ ଦୁଇ ଘଣ୍ଟା କାଳ ପରିଶ୍ରମ କରି ଦମକଳ ବାହିନୀ ମହିଳାଙ୍କୁ ଉଦ୍ଧାର କରିଛି । ଅନୁଗୁଳ ସଦର ହୁଳୁରୁସିଂହା ଗାଁରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଲିଙ୍ଗରା ନାଳରେ ଆଜି ସକାଳୁ ବଢ଼ିପାଣିରେ ଜଣେ ମହିଳା ଫସି ଯାଇଥିଲେ । ମହିଳା ଜଣକ…

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ଗୁଇନ୍ଦାଗିରି ଅଭିଯୋଗରେ ୫ ଅଟକ

ବାଲେଶ୍ୱର: ଗୁଇନ୍ଦାଗିରି ଅଭିଯୋଗରେ ଧରାପଡିଲେ ୫ ଅଭିଯୁକ୍ତ । ଏପରି ଘଟଣା ଦେଶର କୌଣସି ଆନ୍ତର୍ଜାତୀକ ସୀମା ନୁହେଁ ବରଂ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ସାମ୍ନାକୁ ଆସିଛି । ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଚୋରି ଓ ପଡୋଶୀ ଦେଶକୁ ପଠାଇବା ସନ୍ଦେହରେ…

ଆରପାରିରେ ଡାକ୍ତର ଭବାନୀ ଶଙ୍କର ବଳ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଲୋକପ୍ରିୟ ସର୍ଜନ ଡାକ୍ତର ଭବାନୀ ଶଙ୍କର ବଳ ଆଉ ନାହାନ୍ତି । ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । କରୋନା ସଂକ୍ରମିତ ହୋଇ ଦୀର୍ଘ ମାସ ହେବ ମୃତ୍ୟୁ ସହ ସଂଗ୍ରାମ କଲା ପରେ ସେ ହାରିଯାଇଛନ୍ତି । ୟୁନିଟ -୬ ସ୍ଥିତ ସରକାରୀ ବାସ…

ଭିଜିଲାନ୍ସ ଜାଲରେ କିରାଣୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଭଦ୍ରକ : ଭିଜିଲାନ୍ସ ଜାଲରେ କିରାଣୀ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନିଲମ୍ବିତ ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ କରଛି। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣୀଙ୍କ ଘରେ ଚଢାଉ ହୋଇଥିଲା । ତାଙ୍କ ବାଲେଶ୍ୱର ସହର ନେଳିଆବାଗ ବାସଭବନ ନିକଟ ଭଡା ଘର ସହ ଏକ…

ରିଲାଏନ୍ସ ଏଂଟରଟେନମେଂଟ ଓ ଟିସିରିଜ ୧୦୦୦କୋଟି ବ୍ୟୟରେ ନିର୍ମିତ କରିବେ ୧୦ ଫିଲ୍ମ

ମୁମ୍ବାଇ: ରିଲାଏନ୍ସ ଏଂଟରଟେନମେଂଟ ଓ ଟିସିରିଜ ମିଳିତ ଭାବେ ୧୦ଟି ବିଗ ବଜେଟ ଫିଲ୍ମ ନିର୍ମାଣ କରିବେ । ଏହାର ପ୍ରାରମ୍ଭିକ ବଜେଟ ୧୦୦୦ କୋଟି ଟଙ୍କା ରହିଛି । ଫିଲ୍ମ କେଉଁ ପ୍ରକାରର ହେବ ଏବଂ ଷ୍ଟାର କାଷ୍ଟ କଣ ହେବ ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ । ରିପୋର୍ଟ ମୁତାବକ ଦକ୍ଷିଣ…

ସୁନ୍ଦରଗଡ଼ବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସ୍ମାର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ରାଉରକେଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସୁନ୍ଦରଗଡ ଜିଲ୍ଲାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଆଇଜିଏଚ୍‌ ସୁପର…

ଦୁଇ ମାଓବାଦୀ ଗିରଫ, ଅଡିଓ ଟେପ୍ ଜାରି କେଲେ ମାଓନେତା

ଜୟପୁର : ଦୁଇ ମାଓବାଦୀ ଗିରଫ । ଏନେଇ ଅଡିଓ ଟେପ୍ ଜାରି କଲେ ମାଓବାଦୀ ନେତା । ତାଙ୍କର ଦୁଇ ସାଥୀଙ୍କୁ ପୋଲିସ ଗିରଫ କରିବା ନେଇ ଅଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ମାଓନେତା ଗଣେଶ । ଗିରଫ ମାଓବାଦୀ ଦୁଇଜଣ ଆନ୍ଧ୍ର ଓଡ଼ିଶା ବଡର ଜେନେରାଲ କମିଟି ସଦସ୍ୟ ଅରୁଣ ଏବଂ କୁଡୁମୁଲୁଗୁମ୍ମା ଏରିଆ…