Latest Odisha News

BREAKING NEWS

Browsing Category

ଫିଚର

ରାସ୍ତା କଡରୁ ମିଳିଲା ମୃତଦେହ ,ପୋଲିସ ଆରମ୍ଭ କଲା ଖୋଳତାଡ

ଭଦ୍ରକ : ଭଦ୍ରକରେ ଚାଞ୍ଚଲ୍ୟ । ରାସ୍ତା କଡରୁ ମିଳିଲା ମୃତ ଦେହ । ଭଦ୍ରକ ହଳଦୀଡିହ ପଞ୍ଚାୟତରେ ରାସ୍ତା କଡରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ହେଲେ ପୀରହାଟ ମାଲପୁର ଅଞ୍ଚଳର ନବଘନ ସାହୁ ବୋଲି ଜଣାପଡ଼ିଛି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ…

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୨ ଗିରଫ

ସୋନପୁର : ଯୁବତୀଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା । ସୋନପୁର ସହର ଗୋକରନେଶ୍ୱର ପଡ଼ାରୁ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଦୁଇଜଣ ସହରର ସ୍ୱେଚ୍ଛାସେବୀ ବୋଲାଉଥିବା ଗଣେଶ ସାହୁ ଓ ବିଦ୍ୟୁତ…

ଭସ୍ମାସୁର ସାଜିଛନ୍ତି ତାଲିବାନ ନେତା: ଅଖୁନ୍ଦଜାଦା ନିହତ, ବରାଦର ପଣବନ୍ଦୀ!

କାବୁଲ: ଆଫଗାନିସ୍ତାନ ତାଲିବାନ ସରକାର କିଛି ଠିକ୍ ଚାଲି ନାହିଁ । ସରକାର ଗଠନ କରିବା ପରେ ତାଲିବାନର ପ୍ରମୁଖ ନେତା କ୍ଷମତା ଲୋଭରେ ପରସ୍ପରର ଶତ୍ରୁ ସାଜିଛନ୍ତି । ସେମାନେ ନିଜ ପାଇଁ ନିଜେ ଭସ୍ମାସୁର ସାଜିଛନ୍ତି । ବ୍ରିଟେନର ଦି ସ୍ପେକ୍ଟାରଟର ମାଗାଜିନରେ ଚାଂଚଲ୍ୟକର ରିପୋର୍ଟ ପ୍ରକାଶ…

ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ ୨୦୨୧ରେ ୪୬ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ବିଶ୍ବ ବୌଦ୍ଧିକ ସମ୍ପତ୍ତି ପ୍ରତିଷ୍ଠାନରେ ଭାରତ ଆଉ ଦୁଇ ପାଦ ଉପରକୁ ଉଠି ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ ୨୦୨୧ରେ ୪୬ ସ୍ଥାନରେ ପହଞ୍ଚିଛି । ଏହି ସୂଚୀରେ ଭାରତ କ୍ରମାଗତ ଭାବେ ଉପରକୁ ଉଠି ଚାଲିଛି । ୨୦୧୫ରେ ଭାରତ ଏହି ସୂଚୀରେ ୮୧ ତମ ସ୍ଥାନରେ ଥିଲା । ଇନୋଭେସନକୁ…

ଆଖଡା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ

ପ୍ରୟାଗରାଜ:ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ଏକ ରୁଦ୍ଧ ଘରେ ତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ଘରୁ ସୁସାଇଡ ନୋଟ ମିଳିଥିବାରୁ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି । ଆଖଡା ପରିଷଦ…

ମାଆ ହେଲେ ବ୍ରିଟେନର ରାଜକୁମାରୀ ବ୍ରିଟିସ

ଲଣ୍ଡନ: ବ୍ରିଟେନର ରାଜକୁମାରୀ ବ୍ରିଟିସ ସୋମବାର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଚେଲସୀର ୱେଷ୍ଟମିନଷ୍ଟର ଡାକ୍ତରଖାନରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ବୋଲି ତାଙ୍କ ସ୍ୱାମୀ ଇଡାର୍ଡୋ ମ୍ୟାପେଲି ମୋଜି କହିଛନ୍ତି । ଶିଶୁଟିର ଓଜନ ୨.୭୮ କିଗ୍ରା ରହିଛି । ୨୦୨୦ରେ…

ଟି୨୦ ବିଶ୍ୱକପ ପରେ ଘୋଷିତ ହେଲା ଭାରତର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ୨୦୨୧-୨୨ରେ ଭାରତୀୟ କ୍ରିକେଟ ଦଳ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଆଇସିସି ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ଆୟୋଜନ କରିବ । ସୋମବାର ଏହି ସିରିଜଗୁଡିକର କାର୍ଯ୍ୟସୂଚୀ ଘୋଷିତ କରାଯାଇଛି ।…

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କ୍ରୀଡ଼ାମନ୍ତ୍ରୀଙ୍କ ସହ ଅନୁରାଗ ଠାକୁରଙ୍କ ଆଲୋଚନା

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କ୍ରୀଡ଼ାମନ୍ତ୍ରୀଙ୍କ ସହ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଲୋଚନା । ଭର୍ଚୁଆଲ ଜରିଆରେ କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଅନୁରାଗ ଠାକୁର । ଟୋକିଓ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସର ସଫଳତା…

ଜୟପୁର କଲେଜ ଛାତ୍ରଙ୍କୁ ଅପହରଣ ଓ ବଳାତ୍କାର ମାମଲାର ରାୟ ପ୍ରକାଶ

ଜୟପୁର : ଜୟପୁର କଲେଜ ଛାତ୍ରଙ୍କୁ ଅପହରଣ ଓ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ଥିତ ସ୍ୱତନ୍ତ୍ର ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟରେ ଏହି ମାମଲାର ରାୟ ପ୍ରାକାଶ ପାଇଛି । ଜଜ ପ୍ରଦୀପ କୁମାର ସାସମଲ ରାୟର ଶୁଣାଣି କରିଛନ୍ତି। ବିଂସିପୁର ଅଞ୍ଚଳର ଅଭିଯୁକ୍ତ ସୁମନ ବାଘକୁ ୩ ଟି…

ତାଲିବାନକୁ ଟାର୍ଗେଟ କଲା ଆଇଏସଆଇଏସ, ଆକ୍ରମଣରେ ୩୫ରୁ ଅଧିକ ତାଲିବାନୀ ମୃତ

ଆଫଗାନିସ୍ତାନ : ଆଫଗାନିସ୍ତାନରେ ପୁଣି ମୁଣ୍ଡ ଟେକିଲା ଆତଙ୍କୀ ସଙ୍ଗଠନ ଆଇଏସଆଇଏସ । ଗତ ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ତାଲିବାନକୁ ଟାର୍ଗେଟ କରିଛି ସଙ୍ଗଠନ । ବିଭିନ୍ନ ଆକ୍ରମଣରେ ୩୫ରୁ ଅଧିକ ତାଲିବାନୀ ମୃତାହତ ହୋଇଛନ୍ତି । ନଙ୍ଗରହାର ପ୍ରଜାତନ୍ତ୍ରରେ ତାଲିବାନ…