Latest Odisha News

BREAKING NEWS

Browsing Category

ଫିଚର

କଇଁଛ ଧରିବାକୁ ଯାଇ ବାପ,ପୁଅ,ଜ୍ୱାଇଁଙ୍କ ଜୀବନ ଗଲା

ସୋନପୁର: ଦିନକରେ ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ଚାଲିଗଲା । ସୋନପୁର ଜିଲ୍ଲା ବନିକା ବ୍ଲକ କୁଇବାହାର ପଞ୍ଚାୟତ ଆନନ୍ଦପୁର ଗାଁରେ ଏପରି ଅଘଟଣ ଘଟିଛି । ଏକ ପରିତ୍ୟକ୍ତ କୁଅରେ ପଡ଼ି ବାପ ପୁଅ ଓ ଜ୍ୱାଇଁଙ୍କର ମୃତ୍ୟୁ ହୋଇଛି । କୁଅରୁ କଇଁଛ ମାରିବା ପାଇଁ ଯିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ଦୁର୍ଗାଙ୍କ ଉଚ୍ଚତା ବୃଦ୍ଧିକୁ ନେଇ ହାଇକୋର୍ଟରେ ଦାଏର୍ ହେଲା ମାମଲା

କଟକ : ମା’ ଦୁର୍ଗାଙ୍କ ଉଚ୍ଚତା ବୃଦ୍ଧିକୁ ନେଇ ହାଇକୋର୍ଟରେ ଦାଏର୍ ହେଲା ମାମଲା । ବାଲୁବଜାର ପୂଜା କମିଟି ତରଫରୁ ହୋଇଛି ଏହି ମାମଲା । ୫୦୦ ବର୍ଷର ପରମ୍ପରାକୁ ବଜାୟ ରଖିବା ପାଇଁ ଆବେଦନରେ ଦର୍ଶାଯାଇଛି । ୧୫୧୪ ମସିହାରୁ ଏଠାରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ହୋଇ ଆସୁଛି । ଏହି…

କ୍ରିକେଟକୁ ଅଲବିଦା କହିଲେ ମାଲିଙ୍ଗା

ନୂଆଦିଲ୍ଲୀ: ଶ୍ରୀଲଙ୍କାର ମହାନ ପେସର ଲାସିଥ ମାଲିଙ୍ଗା ଆଜି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟେଷ୍ଟ ଏବଂ ଦିନିକିଆରୁ ଅବସର ଘୋଷଣା କରି ସାରିଥିବା ମାଲିଙ୍ଗା ଟି୨୦କୁ ଗୁଡବାଏ କହିଥିଲେ । ଏଥିସହ ତାଙ୍କ ୧୭ ବର୍ଷ ଆନ୍ତର୍ଜାତୀୟ କ୍ରିକେଟ ଶେଷ ହୋଇଛି । ମାଲିଙ୍ଗା ୩୦ ଟେଷ୍ଟରେ ୧୦୧, ୨୨୬…

ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ଭାରତ ସିରିଜ୍ ଗାଡି ପଞ୍ଜିକରଣ

ଭୁବନେଶ୍ବର : ବାରମ୍ବାର ବଦଳି ହେଉଥିବା ସରକାରୀ ଓ ବେସରକାରୀ ଲୋକ ନିଜ ଗାଡିର ପଞ୍ଜିକରଣ ଭିନ୍ନ ଭିନ୍ନ ରାଜ୍ୟରେ କରି ହେଉଥିଲେ । ହେଲେ ଏବେ ଏହି ଅସୁବିଧାର ମିଳିବ ମୁକ୍ତି । ଭାରତ ସିରିଜ୍ ଗାଡି ପଞ୍ଜିକରଣରେ ଜରିଆରେ ଏହି କଷ୍ଟରୁ ମିଳିବ ମୁକ୍ତି । ଗାଡି କିଣୁଥିବା ଲୋକ ଏଣିକି ଭାରତ…

ଅଡୁଆରେ ମମତା ବାନାର୍ଜୀ !

କୋଲକାତା: ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଉପ ନିର୍ବାଚନରେ ଟିଏମସିର ମମତା ବାନାର୍ଜୀ ଓ ବିଜେପିର ପ୍ରିୟଙ୍କା ଟିବରିୱାଲ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ତେବେ ମୁଖ୍ୟମନ୍ତ୍ରୀ ମମତାଙ୍କ ପ୍ରାର୍ଥୀପତ୍ର ନାକଚ ହେବା ସ୍ଥିତି ଉପୁଜିଛି । ମମତା ତାଙ୍କ ନାମରେ ଥିବା ୫ଟି ପୋଲିସ ମାମଲା…

ନିଜ ନାଟକରେ ନିଜେ ଫଶିଗଲା ଡେଲିଭରୀ ବୟ ପତିତପାବନ

ଭୁବନେଶ୍ବର : ଡେଲିଭରୀ ବୟ ଅପହରଣ ସସ୍‌ପେନ୍‌ସରୁ ଉଠିଲା ପର୍ଦ୍ଦା । ଅପହରଣ ନୁହେଁ ବରଂ ପ୍ରାୟୋଜିତ ନାଟକ ଥିଲା । ଏଭଳି ଘଟଣାରୁ ପର୍ଦ୍ଦାଫାଶ କରିଛି ପୋଲିସ । ପ୍ରେମ ପାଇଁ ଏଭଳି ଅପହରଣ ନାଟକ ରଚାଯାଇଥିଲା ବୋଲି କହିଛି ପୋଲିସ । ମଧ୍ୟପ୍ରଦେଶରୁ ଡେଲିଭରି ବୟ ଓ ତାଙ୍କ ପ୍ରେମିକାକୁ…

ଆଜୀବନ କାରାଦଣ୍ଡାଦେଶ ଅର୍ଥ ସଶ୍ରମ କାରାଦଣ୍ଡ, ସ୍ପଷ୍ଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଜୀବନ କାରାଦଣ୍ଡାଦେଶ ଅର୍ଥ ସଶ୍ରମ କାରାଦଣ୍ଡ । ଏନେଇ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ୧୯୮୩ରେ ଏକ ରାୟକୁ ଦୋହରାଇ ସର୍ବୋଚ୍ଚ ଅଦାଲତ କହିଛନ୍ତି- ଯେଉଁ ରାୟ କ୍ଷେତ୍ରରେ ମୃତ୍ୟୁଦଣ୍ଡ ନଥାଏ, ସେକ୍ଷେତ୍ରରେ ଆଜୀବନ କାରାଦଣ୍ଡର ଅର୍ଥ ହେଉଛି ସଶ୍ରମ କାରାଦଣ୍ଡ । ଏନେଇ କୌଣସି…

ଆଇସିସି ଛୋଟ କୁକୁର ବି ଦେଲା ପୁରସ୍କାର

ଦୁବାଇ: ଆଇସିସି ପ୍ଲେୟାର ଅଫ ଦି ମନ୍ଥ ନିକଟରେ ଘୋଷଣା ହୋଇଯାଇଛି । ଏଥିରେ ଜୋ ରୁଟ ପୁରୁଷ କ୍ରିକେଟର ଓ ଏମିଏର ରିଚାର୍ଡସନ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କାର ହାସଲ କରିଥିଲେ । ତେବେ ଚର୍ଚ୍ଚାରେ ରହିଥିଲା ଗୋଟିଏ କୁକୁର । ଏହି ପୋଷା କୁକୁରକୁ ୨ଟି ପୁରସ୍କାର ପ୍ଲେୟାର ଅଫ ଦି ମୁମେଂଟ…

୨୦୫୦ ବେଳକୁ ଭୟଙ୍କର ହେବ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତି

ନୂଆଦିଲ୍ଲୀ : ଆସନ୍ତା ୨୦୫୦ ବେଳକୁ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତି ହେବ ଭୟଙ୍କର । ବିଶ୍ବର ପ୍ରାୟ ୨୦ କୋଟି ଲୋକ ନିଜ ନିଜ ଭିଟାମାଟି ଛାଡିବେ । ବିଶ୍ବବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ବରେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ବ୍ୟାପକ ଭାବେ ଦେଖାଦେଇଛି । ଆସନ୍ତା ୩୦ ବର୍ଷରେ…

ମାଓ ସଙ୍ଗଠନକୁ ଶକ୍ତ ଧକ୍କା, ଆତ୍ମସମର୍ପଣ କଲେ ଗୁମ୍ମା ଏରିଆ କମିଟିର ସଦସ୍ୟ

କୋରାପୁଟ : ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛି ଗୁମ୍ମା ଏରିଆ କମିଟିର ସଦସ୍ୟ ସୋନାଲ ମାଡ଼ଭି ଓରଫ କିରଣ । ଗତ ୨୦୧୨ ମସିହାରେ ଛତିଶଗଡର ପାମେଡୁ ଏରିଆ କମିଟିରେ ସିପିଆଇ (ମାଓବାଦୀ ) ସଙ୍ଗଠନରେ ସେ ଯୋଗ ଦେଇଥିଲା । ପୂର୍ବରୁ କୋରାପୁଟ ଜିଲ୍ଲାରେ ତାଙ୍କ…