Latest Odisha News

BREAKING NEWS

Browsing Category

ଫିଚର

ବଙ୍ଗୋପସାଗରରେ ଡିପ୍ ଡିପ୍ରେସନ, ଆଜି ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ସୃଷ୍ଟି ଡିପ୍ରେସନ ଆଜି ସକାଳେ ଡିପ୍ ଡିପ୍ରେସନରେ ପରିଣତ ହୋଇଛି।  ଗଭୀର ଅବପାତର ରୂପ ନେଇ ଉତ୍ତର ଓଡିଶା ଉପକୂଳର ଚାନ୍ଦବାଲି  ଦେଇ ଅତିକ୍ରମ କରିଛି। ଏହାର ପ୍ରଭାବରେ ଆଜି ବି ରାଜ୍ୟରେ ଲାଗି ରହିବ ବର୍ଷା। ଗୋଟିଏ ଦୁଇଟି…

ରାଜ୍ୟରେ ଲାଗିରହିଛି ଝଡିବର୍ଷା, ପୁରୀରେ ସର୍ବାଧିକ ବର୍ଷିଛି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା। ଦୁଇ ଦିନ ହେଲା ବର୍ଷୁଛି। ସକାଳରୁ ରାତି ଯାଏ ଲାଗି ରହିଛି ଝଡି ବର୍ଷା। ଅବିରତ ଭାବରେ ବର୍ଷା ଚାଲିଛି।  ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।  ଗତକାଲି ସକାଳ ୮ଟା ୩୦ରୁ ଆଜି ସକାଳ ୬ଟା ୩୦ ମଧ୍ୟରେ ପୁରୀରେ…

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆତଙ୍କରାଜ, ବୁଲିଲା କଟୁରୀ

ବାଲେଶ୍ୱର: ସରକାରୀ ୧୦୮ ଆମ୍ବୁଲାନ୍ସ ଉପରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆକ୍ରୋଶ । ଆଜି ବାଲେଶ୍ୱର ମୁଖ୍ୟ ଚିକତ୍ସାଳୟ ପରିସରରେ ଜଣେ ଘରୋଇ ଆମ୍ବୁଲାନ୍ସ ଚାଳକ ଧାରୁଆ ଅସ୍ତ୍ରରେ ଆକ୍ରମଣ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟାରେ ରୋଗୀଙ୍କୁ…

ସମୁଦ୍ରରେ ଫଶିଥିଲେ ମତ୍ସ୍ୟଜୀବୀ, ଉଦ୍ଧାର କଲା କୋଷ୍ଟଗାର୍ଡ

ପାରାଦୀପ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହେବା ପରେ ଅଶାନ୍ତ ହୋଇପଡିଛି ସମୁଦ୍ର। ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ହେଲେ କିଛି ମତ୍ସଜୀବୀ ଲଘୁଚାପ ପୂର୍ବରୁ ସମୁଦ୍ରରେ ରହି ଯାଇଛନ୍ତି । ଏହିଭଳି ଏକ…

ରାଜଧାନୀ ଭୁବନେଶ୍ବରରେ ରେକର୍ଡ ପରିମାଣର ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ସଂଧ୍ୟା ସୁଦ୍ଧା ପୁରୀରେ ସର୍ବାଧିକ ୧୪୫ ମିଲିମିଟର ବର୍ଷା ହାଇଥିବା ବେଳେ…

ଓଲିଉଡରେ ହଇଚଇ ସୃଷ୍ଟି କଲା ମୁନ୍ ଟିଭି ମୁଭିଜ୍‌, ଏକାଠି ୧୦ଟି ଫିଲ୍ମ ନିର୍ମାଣ ଘୋଷଣା

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଶିଥିଳ ପଡିଥିଲା ଓଲିଉଡ ଇଣ୍ଡଷ୍ଟ୍ରୀ । ହେଲେ ମୁନ୍ ଟିଭି ମୁଭିଜର ସଦ୍ୟ ଘୋଷଣା ଓଡିଆ ଚଳଚ୍ଚିତ୍ର ଜଗତର ମାହୋଲକୁ ସରଗରମ କରିଦେଇଛି । ଗୋଟିଏ କି ଦୁଇଟି ନୁହେଁ ବରଂ ୧୦ଟି ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଛି ଓଡିଶାର ଜଣାଶୁଣା ଫିଲ୍ମ ପ୍ରଡକ୍ସନ୍…

ମୃତ୍ୟୁକୁ ଠକିଦେଲେ ଫର୍ମୁଲା ୱାନ ରେସର ହାମିଲଟନ

ରୋମ: ଚଳିତ ଇଟାଲିଆନ ଗ୍ରାଁ ପ୍ରି ରେସରେ ଆଜି ବଡ ଧରଣର ଦୁର୍ଘଟଣା ଘଟିଛି । ଏଥିରେ ବ୍ରିଟେନର ଷ୍ଟାର ରେସର ଲୁଇସ ହାମିଲଟନ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଛନ୍ତି । ରେସ ବେଳେ ରେଡବୁଲର ମାକ୍ସ ଭେରଷ୍ଟାପେନ ଓ ମର୍ସିଡିଜର ହାମିଲଟନଙ୍କ ମଧ୍ୟରେ ପରସ୍ପରକୁ ଅତିକ୍ରମ କରିବା ପାଇଁ…

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ କାଲି ଶପଥ ନେବେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ : ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ଭୂପେନ୍ଦ୍ର ପଟେଲ୍ । କାଲି ଅପରାହ୍ନରେ ବିଦ୍ଧିବଦ୍ଧ ଭାବେ ଶପଥ ନେବେ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦଳ ମୋହର ମାରିବା ପରେ ଭୂପେନ୍ଦ୍ର ପଟେଲ୍ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ସେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ…

ଆଇପିଏଲ ୨୦୨୧: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଘୋଷଣା ହେଲା କମେଂଟେଟର୍ସଙ୍କ ନାମ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ଦ୍ୱିତୀୟ ସଂସ୍କରଣ ପାଇଁ ଷ୍ଟାର ସ୍ପୋର୍ଟ୍ସ ଆଜି ୨୩ଜଣ କମେଂଟେଟର୍ସଙ୍କ ନାମ ଘୋଷଣା କରିଛି । ଆଇପିଏଲ ୨୦୨୧ କରୋନା ଯୋଗୁ ଅଧାରୁ ବନ୍ଦ କରି ଦିଆଯାଇଥିଲା । ବଳକା ୩୧ ମ୍ୟାଚ ଦୁବାଇ, ଶାରଜା ଓ ଆବୁଧାବିରେ ଖେଳାଯିବ । ଇଂରାଜୀ କମେଂଟେଟର୍ସଙ୍କ ମଧ୍ୟରେ ହର୍ଷ…

ସୁରଜ ବଡଜାତ୍ୟାଙ୍କ ଉଚ୍ଚାଇରେ ଅମିତାଭଙ୍କ ସହ ଅଭିନୟ ପାଇଁ ସାମିଲ ହେଲେ ଡ୍ୟାନି, ସାରିକା

ମୁମ୍ବାଇ: ସୁରଜ ବଡଜାତ୍ୟା ତାଙ୍କ ପ୍ରିୟ କଳାକାର ଅମିତାଭ ବଚ୍ଚନଙ୍କ ସହ ଡ୍ରିିମ ପ୍ରୋଜେକ୍ଟ ଉଚ୍ଚାଇ ନିର୍ମାଣ କରୁଛନ୍ତି । ଏହି ବନ୍ଧୁତ୍ୱପୂର୍ଣ୍ଣ ଫିଲ୍ମରେ ଅମିତାଭଙ୍କ ସହ ଅନୁପମ ଖେର, ନୀନା ଗୁପ୍ତା, ବୋମନ ଇରାନୀ ଓ ପରିଣତ ଚୋପ୍ରାଙ୍କୁ ସାଇନ କରାଯାଇ ସାରିଛି । ଏବେ ଆଉ ଦୁଇ…