Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ବିଧାନସଭା: କମ୍ପିବ ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ୯ ତାରିଖ ଯାଏ ଚାଲିବ । ଚଳିତ ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ୩ ତାରିଖରେ ଗୋଟିଏ ଦିନ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଦିନ ରହିଛି । ଏହି ଅଧିବେଶନରେ ମୋଟ୍ ୧୨ଟି ବିଲ୍ ଆସିବ । ମୌସୁମୀ ଅଧିବେଶନ…

ଜୁଆ ଆଡ୍ଡା ଉପରେ ରାତି ଅଧିଆ ରେଡ୍: ୧୧ ଗିରଫ, ୩ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଜୁଆ ଆଡ୍ଡା ଉପରେ ରାତି ଅଧିଆ ରେଡ୍ । ଅଚାନକ ମାଡ଼ି ବସିଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ବାଳକାଟିରେ ଜୁଆ ଖେଳ ଚାଲିଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ଚଢ଼ାଉ । ୧୧ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଜବତ ହୋଇଛି ନଗଦ…

ଭୁବନେଶ୍ୱର ୟୁନିଟ୍-୧ ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୯ଟି ଦୋକାନ ଘର

ଭୁବନେଶ୍ୱର: ବିଳମ୍ବିତ ରାତିରେ ଭୁବନେଶ୍ୱର ୟୁନିଟ୍-୧ ହାଟରେ ଲାଗିଲା ନିଆଁ । ଗତକାଲି ରାତି ପାଖାପାଖି ୧୦ଟା ୫୦ ବେଳେ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ୩ଟି ଦୋକାନ ଘର ସମ୍ପୂର୍ଣ୍ଣ ଛାରଖାର ହୋଇଛି ଆଉ ୬ଟି ଦୋକାନ ଆଂଶିକ ପ୍ରଭାବିତ ହୋଇଛି । ଖବର ପାଇ ଘଟାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ଆଜିଠୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ସର୍ବସାଧାରଣ ଦର୍ଶନ ପାଇଁ ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର । କୋଭିଡ୍ ଗାଇଡଲାଇନ ମାନି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ମହାପ୍ରଭୁଙ୍କୁ ଗର୍ଭଗୃହକୁ ଯାଇ ଦର୍ଶନ କରିବା ନିଷେଧ କରାଯାଇଛି…

ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକ୍ଷମ ହେବ ଏନଟିପିସି ଦର୍ଲିପାଲି ଦ୍ବିତୀୟ ୟୁନିଟ୍

ଭୁବନେଶ୍ବର : ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକ୍ଷମ ହେବ ଏନଟିପିସି ଦର୍ଲିପାଲି ଦ୍ବିତୀୟ ୟୁନିଟ୍ । ଏହି ଦ୍ବିତୀୟ ୟୁନିଟର ପରୀକ୍ଷାମୂଳକ ଉତ୍ପାଦନ ଗତ ଜୁଲାଇ ୨୧ ତାରିଖରେ ଶେଷ ହୋଇଛି । ତେବେ ବିଦ୍ଧିବଦ୍ଧ ଭାବେ ସେପ୍ଟେମ୍ବର ୧ ତାରିଖରୁ ଏହାର ବ୍ୟବସାୟୀକ ଉତ୍ପାଦନ ଆରମ୍ଭ ହେବ ବୋଲି…

ଶତାବ୍ଦୀର ପୁରୁଣା ହେରିଟେଜ୍ ଷ୍ଟିମ୍ ଲୋକୋମୋଟିଭର ପୁନଃ ନିର୍ମାଣ

ପୁରୀ : ପୁରୀ ବିଏନଆର ହୋଟେଲରେ ରଖାଯାଇଥିବା ଶତାବ୍ଦୀର ପୁରୁଣା ହେରିଟେଜ୍ ଷ୍ଟିମ୍ ଲୋକୋମୋଟିଭ୍ PL-୬୯୨କୁ ପୂର୍ବତଟ ରେଳବାଇ ଦ୍ବାରା ମରାମତି ଏବଂ ରକ୍ଷଣାବେକ୍ଷଣ କରାଯାଇଛି । ପୁରୀ ଏବଂ ଏହାର ଆଖପାଖରେ ଥିବା ଲୁଣିଆ ବାୟୁ ଇଞ୍ଜିନକୁ ସଂପୂର୍ଣ୍ଣ ଭାବେ କଳଙ୍କି କରିଦେଇଥିଲା । ଇଞ୍ଜିନର ଛାତ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆ ହାଇକମିଶନର

ଭୁବନେଶ୍ବର : ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡ଼ିଶାର ଅଧିକ ସହଯୋଗ ସଂପର୍କରେ ଆଲୋଚନା କରାଯାଇଛି । ବୈଠକରେ ଓଡ଼ିଶା ଯେପରି ଭାରତୀୟ ହକି ଦଳକୁ ପ୍ରୋତ୍ସାହନ ଦେଉଛି…

ନଷ୍ଟ ହୋଇଥିବା ଗଛ ବିକ୍ରି ଜାଲିଆତି: ୩୪ ବର୍ଷ ପରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ରାୟ, ୯ ଜଣ ଦଣ୍ଡିତ

ଜୟପୁର : ୩୪ ବର୍ଷ ପରେ ଏକ ମାମଲାର ରାୟ ପ୍ରକାଶ କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭଭି କରି ବିଚାରପତି ରାଜେଶ ଏକ୍କା ରାୟର ଶୁଣାଣି କରିଛନ୍ତି । ମାମଲାରେ ୯ ଜଣ ଦଣ୍ଡିତ ହୋଇଛନ୍ତି । କାରାଦଣ୍ଡ ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି…

କତାରରେ ଭାରତ-ତାଲିବାନଙ୍କ ମଧ୍ୟରେ ପ୍ରଥମ ଔପଚାରିକ ଆଲୋଚନା

ନୂଆଦିଲ୍ଲୀ: ଭାରତ-ତାଲିବାନ ମଧ୍ୟରେ ଆଜି କତାରରେ ପ୍ରଥମ ଔପଚାରିକ ଆଲୋଚନା ହୋଇଛି । ତାଲିବାନଙ୍କ ଅନୁରୋଧ କ୍ରମେ କତାରରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦୀପକ ମିତଲ ପ୍ରତିପକ୍ଷର ପ୍ରମୁଖ ନେତା ଶେର ଅହମ୍ମଦ ଆବାସ ଷ୍ଟାନେକାଜାଇଙ୍କୁ ଭେଟିଥିଲେ । ଭାରତ ଆଫଗାନିସ୍ତାନରେ ଫସି ରହିଥିବା…

ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁକାବିଲା କରିବାକୁ ନିର୍ଦ୍ଦେଶ ଦେବା ସହିତ ଚାଷୀଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ…