Latest Odisha News

BREAKING NEWS

Browsing Category

ଫିଚର

କାର ଚେଚିସରେ ଫସିଥିଲା ସାପ, ୩ ଘଣ୍ଟା କସରତ ପରେ ଉଦ୍ଧାର

ଭୁବନେଶ୍ୱର: କାର୍ ଭିତରେ ଫସିଥିଲା ସାପ । ଉଦ୍ଧାର କଲେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ । ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି ଗେଷ୍ଟ ହାଉସରେ ଥିବା ଚିତ୍ତରଞ୍ଜନ ବରାଳଙ୍କ କାରରୁ ସାପ ଉଦ୍ଧାର ହୋଇଛି । ଚିତ୍ତରଞ୍ଜନ ବରାଳ କାର ଷ୍ଟାର୍ଟ କରିବା ବେଳେ…

ନଦର୍ଣ୍ଣ ଆଲିୟାନ୍ସର କଡା ଜବାବ: ୪୧ ତାଲିବାନ ମୃତ, ୨୦ ବନ୍ଧକ !

କାବୁଲ: ଆଫଗାନିସ୍ତାନରେ ୨ ଦିନ ଧରି ଚାଲିଥିବା ନଦର୍ଣ୍ଣ ଆଲିୟାନ୍ସ ଓ ତାଲିବାନ ସଂଘର୍ଷର କେତେକ ରିପୋର୍ଟ ପ୍ରକାଶ ପାଇଛି । ରିପବ୍ଲିକ ଭାରତ ଅନୁସାରେ ନଦର୍ଣ୍ଣ ଆଲାୟନ୍ସ କାଂଉଟର ଆଟାକରେ ୪୧ ତାଲିବାନ ମୃତ୍ୟୁବରଣ କରିଥିବା ବେଳେ ୨୦ ଜଣଙ୍କୁ ବନ୍ଧକ ରଖାଯାଇଛି । ପଂଜଶିରକୁ କବଜା କରିବା…

ପାରଳା ACF ମୃତ୍ୟୁ ମାମଲା: କାଲି ବିଦ୍ୟାଭାରତୀଙ୍କୁ ଜେରା

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁର କେବେ ଖୋଲିବ ରହସ୍ୟ ? ପାରଳାଖେମୁଣ୍ଡି ପରେ ଆଜିଠୁ କ୍ରାଇମବ୍ରାଞ୍ଚର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଛି । ଆଜି ମୃତ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ ତଦନ୍ତକାରୀ ଟିମ୍ । ଏଥିପାଇଁ ତାଙ୍କ ଗାଁ ବାଲେଶ୍ୱର…

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଭିଡିଓ କନଫରେନ୍ସିଂରେ ନବୀନ ନିବାସରୁ ଯୋଡ଼ି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କାର୍ତ୍ତିକ ତରାଇ ଅନ୍ୟ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟତେ ଶୋକ ପ୍ରସ୍ତାବ ଆଗତ…

ଓଡ଼ିଶାରେ କୋଭିଡ୍ ଚିକିତ୍ସା ପାଇଁ ସିବି ଶତପଥୀ କଲଚରାଲ୍ ଫାଉଣ୍ଡେସନ୍ ଦେଲା ୨୧ଟି ଅକ୍ସିଜେନ୍ କନସଣ୍ଟ୍ରେଟର

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛି ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ସିବି ଶତପଥୀ କଲଚରାଲ୍ ଫାଉଣ୍ଡେସନ୍ । କୋଭିଡ୍ ଚିକିତ୍ସା ପାଇଁ ୨୧ଟି ଅକ୍ସିଜେନ୍ କନସଣ୍ଟ୍ରେଟର ପ୍ରଦାନ କରାଯାଇଛି । ଦିଲ୍ଲୀ ସ୍ଥିତ ଗୁରୁଗାଁଓଠାରୁ ଏସବୁ…

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍, ଖସି ଯିବା ବେଳେ ମାଡି ବସିଲେ ଲୋକ

ଭୁବନେଶ୍ୱର: ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ପଣ୍ଡ । ଧରାପଡ଼ିଲା ଅଭିଯୁକ୍ତ । ଗୋଡ଼େଇ ଧରିଲେ ସ୍ଥାନୀୟ ଲୋକ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଟଳା ଷ୍ଟେଟ ବ୍ୟାଙ୍କରୁ ଗତକାଲି ଲୁଟ୍ ଉଦ୍ୟମ ହୋଇଥିଲା । ଏହି ଘଟଣାରେ ବାଲିଅନ୍ତା ଅଞ୍ଚଳର ଉମା ଶଙ୍କର ପରିଡ଼ାକୁ ଗିରଫ…

ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତୀୟ ଆଥଲେଟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ଏ ପର୍ଯ୍ୟନ୍ତ ୧୦ ପଦକ ଜିତି ଭାରତୀୟ ଆଥଲେଟ ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ଜିତିବା ରେକର୍ଡ ଅର୍ଜନ କରି ସାରିଛନ୍ତି । ୧୯୬୮ରୁ ୨୦୧୬ ପର୍ଯ୍ୟନ୍ତ ଭାରତର ୯୫ ଆଥଲେଟ ଓଭରାଲ ୧୨ ପଦକ ଜିତିଛନ୍ତି । ଏବେ ଆଉ ୩ଟି…

ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ରାୟଗଡ଼ା: ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ । ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡା ଗାଁ ନିକଟରେ ତାଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ସନ୍ତୋଷ ଦଣ୍ଡସେନା । ଗତକାଲି ରାତି ପ୍ରାୟ ୧୦ଟା ବେଳେ ସଶସ୍ତ୍ର ମାଓବାଦୀମାନେ ଆସି ସନ୍ତୋଷକୁ ଘରୁ…

ଲାଞ୍ଚ ମାଗି ରାୟଗଡ଼ା ଅବକାରୀ ଅଧୀକ୍ଷକ ଚାକିରିରୁ ସସପେଣ୍ଡ, ଭିଡିଓ ଭାଇରାଲ୍ ପରେ ଆକ୍ସନ

ରାୟଗଡା: ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗି ଚାକିରିରୁ ସସପେଣ୍ଡ ହେଲେ ରାୟଗଡ଼ା ଜିଲ୍ଲା ଅବକାରୀ ଅଧୀକ୍ଷକ । ଏସମ୍ପର୍କିତ ଅଡ଼ିଓ ଭାଇରାଲ୍ ପରେ ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବିବାଦ ତେଜିବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରିବା ସହ …

ଆଜି ଓଡ଼ିଶାରୁ ୭୧୯ କରୋନା ପଜିଟିଭ୍, ୧୨୫ ଛୁଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ଭିତରେ ରହିଛି । କିନ୍ତୁ ଛୁଆଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ୭୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୦-୧୮ ବର୍ଷ ଭିତରେ ୧୨୭ ସଂକ୍ରମିତ । ଆଜି ୨୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି ।…