Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‌ । କରୋନା କଟକଣା ଭିତରେ ପରୀକ୍ଷା ହେଉଛି । ୨୬, ୨୭, ୩୧ ତାରିଖ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ସର୍ବଭାରତୀୟସ୍ତରରେ ଏହି ପରୀକ୍ଷା ହେବ । ଦେଶରେ ମୋଟ୍ ୩୩୪ ସହରରେ ପରୀକ୍ଷା ଆୟୋଜନ ହେଉଛି । ଜେଇଇ ମେନ୍ ଦେବେ ୭…

ପାକିସ୍ତାନ କୋଚ ମିସବାଙ୍କୁ କରୋନା

ଲାହୋର: ପାକିସ୍ତାନ କ୍ରିକେଟ ଦଳର ମୂଖ୍ୟ କୋଚ ମିସବା ଉଲ ହକ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲେ ମଧ୍ୟ ତାଙ୍କ ଟେଷ୍ଟ ପଜିଟିଭ ଆସିଛି । ଦଳର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି । ମିସବା ଏବେ ଲାହୋର ପ୍ରତ୍ୟାବର୍ତନ କରିପାରିବେ ନାହିଁ ବୋଲି…

ଅଲୋଡା ପ୍ରଦର୍ଶନ: ୭୮ରେ ଟିମ ଇଣ୍ଡିଆ ଅଲଆଉଟ

ଲିଡ୍ସ: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତର ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ନାଟକୀୟ ଢ଼ଙ୍ଗରେ ଟିମ ଇଣ୍ଡିଆ ମାତ୍ର ୭୮ ରନରେ ଅଲଆଉଟ ହୋଇଯାଇଛି । ଇଂଲଣ୍ଡ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ପଡିଥିଲେ । ରୋହିତ ଶର୍ମା ୧୯…

ବାଡମେରରେ ଏୟାରଫୋର୍ସର ମିଗ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ବାଡମେର: ରାଜସ୍ଥାନର ବାଡମେରରେ ଏୟାରଫୋର୍ସର ମିଗ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବୁଧବାର ସନ୍ଧ୍ୟା ୫ଟା୩୦ରେ ଏହି ଅଘଟଣ ଘଟିଛି । ଟେକଅଫ ସମୟରେ ବୈଷୟିକ ତ୍ରୁଟି ଯୋଗୁ ବିମାନଟି ଜଣଙ୍କ ଘର ଉପରେ ଖସି ପଡିଥିଲା । ଏହା ପୂର୍ବରୁ ପାଇଲଟ ନିଜକୁ ଇଜେକ୍ଟ କରି ଦେଇଥିଲେ । ଏୟାରଫୋର୍ସ ଏହାର…

ପୁଣି ଛାତ୍ରଙ୍କୁ ମାଡ ମାରି ଫସିଲେ ପ୍ରଧାନଶିକ୍ଷକ

ଯାଜପୁର:ପ୍ରଧାନ ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର।ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ହିସ୍ପିଟାଲରେ ଭର୍ତି କରାଯାଇଛି।ଆହତ ଛାତ୍ର ଜଣକ ହେଉଛନ୍ତି ଯାଜପୁର ବିଂଝାରପୁର ମଲିଆ ଫତେପୁର ବରୁଣେଇ ହାଇସ୍କୁଲର ଦଶମ ଶ୍ରେଣୀର ଗୌରଭ ସେଠୀ। ସେ ଆଜି ସ୍କୁଲରେ ପାଠ ପଢିବା ସମୟରେ ଶିକ୍ଷକଙ୍କ ପ୍ରଶ୍ନର…

ପାରା ଅଲିମ୍ପିକ୍ସରେ ଡବଲ ଗୋଲ୍ଡ ଲକ୍ଷ୍ୟରେ ଓଡିଶାର ପ୍ରମୋଦ

ଭୁବନେଶ୍ୱର: ଟୋକିଓ ପାରାଅଲିମ୍ପିକ୍ସରେ ଭାରତ ପାଇଁ ଡବଲ ଗୋଲ୍ଡ ହାସଲ ଲକ୍ଷ୍ୟରେ ରହିଛନ୍ତି ଓଡିଶାର ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତ । ୩୩ ବର୍ଷୀୟ ପାରା ଶଟଲର ଏସୀୟ ଏବଂ ବିଶ୍ୱ ଚାମ୍ପିୟନରେ ପ୍ରଭାବିତ କରିଥିବା ବେଳେ ପାରା ଅଲିମ୍ପିକ୍ସ ଉପରେ ଏଥର ତାଙ୍କର ନଜର ରହିଛି । ପୁରୁଷ…

[ଭିଡିଓ] ମାଙ୍କଡ ପିନ୍ଧିଲା ମାସ୍କ, କେବେ ଶିଖିବେ ଅମାନିଆ

ଭୁବନେଶ୍ୱର: ସାରା ବିଶ୍ୱକୁ ଥରହର କରିଥିଲା କରୋନା ମହାମାରୀ । ଆମ ମଧ୍ୟରୁ ଅନେକ କେହି ଆପଣାର, କେହି ସାହିପଡିଶା ଓ ସାଙ୍ଗସାଥୀଙ୍କୁ ହରାଇଛନ୍ତି । ସଂକ୍ରମଣଠାରୁ ବର୍ତ୍ତିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନେକ ପ୍ରକାର ନିୟମାବଳୀ ଜାରି କରିଛନ୍ତି । ତଥାପି ଅନେକ ଲୋକ ମାସ୍କ ପିନ୍ଧିବାକୁ…

ମଣିଷ ପରି ମାଙ୍କଡ ମଧ୍ୟ ଚାପରେ ରୁହେ !

ଭୁବନେଶ୍ୱର: ମାଙ୍କଡକୁ କାହିଁକି ମଣିଷର ପୂର୍ବଜ କୁହାଯାଏ ତାହା ଧିରେ ଧିରେ ପ୍ରମାଣିତ ହେବାରେ ଲାଗିଛି । ମଣିଷ ପରି ମାଙ୍କଡ ମଧ୍ୟ ଚାପରେ ରୁହେ ବୋଲି ବୈଜ୍ଞାନିକମାନେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଏପରିକି ପୁରସ୍କାର ପାଇବାକୁ ଥିଲେ ମାଙ୍କଡ ମଣିଷପରି ମନପ୍ରାଣ ଦେଇ ଉଦ୍ୟମ କରିଥାଏ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଗିରଫ ହେଲା ଗୁପଚୁପ୍ ବିକ୍ରେତା, ଭିନ୍ନ ଦାବିକୁ ନେଇ ପୁଣି ଚର୍ଚ୍ଚା

ଭୁବନେଶ୍ୱର: ଗୌହାଟୀର ଜଣେ ଗୁପ୍‌ଚୁପ୍ ବିକାଳି ପାଣିରେ ପରିଶ୍ରା ମିଶ୍ରଣ କରିବା ଘଟଣା ଖୁବ ଭାଇରାଲ୍ ହୋଇଥିଲା । ଏପରିକି ସଂପୃକ୍ତ ବ୍ୟକ୍ତି ଜଣକ ଗିରଫ ମଧ୍ୟ ହୋଇଛି । ହେଲେ ଏବେ ସେହି ଗୁପ୍‌ଚୁପ୍ ବିକ୍ରେତାଙ୍କୁ ନେଇ ସାମ୍ନାକୁ ଆସିଛି ଭିନ୍ନ ଅଭିଯୋଗ । ଗିରଫ ବ୍ୟକ୍ତି ଜଣକ ଇଶଲାମଧର୍ମୀ…

୩୮ମିଲିୟନ ମାଇକ୍ରୋସଫ୍ଟ ୟୁଜର୍ସଙ୍କ ଲିକ୍ ହେଲା ଡାଟା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ଏକ ଆପ ବିଲ୍ଡିଂ ଟୁଲର ଡିଫଲ୍ଟ ସେଟିଂ ଯୋଗୁ ୩୮ ମିଲିୟନ ୟୁଜର୍ସଙ୍କ ଡାଟା ଲିକ ହୋଇଛି । ସିକ୍ୟୁରିଟି ଫର୍ମ ଅପଗାର୍ଡ ଏହା ପ୍ରକାଶ କରିଛି । ୟୁଜରଙ୍କ ଡାଟା ମାଇକ୍ରୋସଫ୍ଟ ସର୍ଭିସ ଷ୍ଟୋରରେ ଭୁଲରେ ରହିବା ଯୋଗୁ ଏହା ଲିକ୍ ହୋଇ ଯାଇଥିଲା । ପାୱାର ଆପ୍ସ ଟୁଲ…