Latest Odisha News

BREAKING NEWS

Browsing Category

ଫିଚର

ପିଜ୍ଜା ଡେଲିଭରି ବୟ ସାଜିଛନ୍ତି ପୂର୍ବତନ ଆଫଗାନିସ୍ତାନ ମନ୍ତ୍ରୀ

ଭୁବନେଶ୍ୱର: ତାଲିବାନୀଙ୍କ କବଜାରେ ଆଫଗାନିସ୍ତାନ । ଖାସ କରି ରାଷ୍ଟ୍ରପତି ଅସ୍ରଫ୍ ଘନି ଦେଶ ଛାଡି ପଳାୟନ କରିବା ପରେ ଅନ୍ୟ ମନ୍ତ୍ରୀଙ୍କର ଖୋଜ ଖବର ନଥିଲା । ହେଲେ ନିକଟରେ ଆଫଗାନିସ୍ତାନର ଜଣେ ମନ୍ତ୍ରୀଙ୍କ ଖବର ଜର୍ମାନୀରୁ ମିଳିଛି । ଆଫଗାନିସ୍ତାନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ…

ହାଇକୋର୍ଟରେ ପୌର ନିର୍ବାଚନ ମାମଲା: ୪ ସପ୍ତାହରେ ଜବାବ ଦାଖଲ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ପୌର ନିର୍ବାଚନ ମାମଲାର ଶୁଣାଣି ହୋଇଛି । ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି କୋର୍ଟ । ଏଥିସହ ମୁଖ୍ୟ ଶାସନ ସଚିବଙ୍କୁ ବି ଜବାବ ତଲବ ହୋଇଛି । ଚାରି ସପ୍ତାହ ଭିତରେ ସେମାନେ ଉତ୍ତର ରଖିବେ । ଏନେଇ ସୂଚନା ଦେଇଛନ୍ତି…

ଦେଢ଼ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୭ ମହିଳାଙ୍କ ସମେତ ୨୭ ଗିରଫ

ମୋହନା: ଦେଢ଼ କୋଟିରୁ ଅଧିକ ତାଙ୍କର ଗଞ୍ଜେଇ ଜବତ। ୨୬ ଜଣଙ୍କୁ ଗିରଫ କରାଯାଇଛି। ଏଭଳି ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିଛି ଗଜପତି ପୋଲିସ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୧ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି  ଆର. ଉଦୟଗିରି ଥାନା ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ…

ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ ଫେଲ୍, ୨ ଜଣଙ୍କୁ ପୋଲିସ ଜିମା ଦେଲେ ଲୋକ

ଭୁବନେଶ୍ୱର: ରାଜଧାନୀରେ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ ଫେଲ୍ ମାରିଲା । ଦେଖିଦେଲେ ଲୋକ । ୨ ଜଣ ଲୁଟେରାଙ୍କୁ କାବୁ କରି ପୋଲିସକୁ ଖବର ଦେଲେ । ପୋଲିସ ପହଞ୍ଚି ଦୁଇ ଜଣ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି । ଭୁବନେଶ୍ୱର ଓଲ୍ଡ ଟାଉନ୍ ଅନ୍ତର୍ଗତ ବଢ଼େଇବାଙ୍କ ଅଞ୍ଚଳରେ ଥିବା ଷ୍ଟେଟ୍…

କାଙ୍ଗାଳ ହେବେ ତାଲିବାନୀ: ଆଫଗାନିସ୍ତାନକୁ ଫଣ୍ଡିଂ ବନ୍ଦ କଲା ବିଶ୍ୱ ବ୍ୟାଙ୍କ

ଓ୍ୱାଶିଂଟନ୍: କାଙ୍ଗାଳ ହୋଇଯିବେ ତାଲିବାନୀ । କାବୁଲକୁ ତାଲିବାନ ନିଜ କବଜାକୁ ନେବା ପରେ ଆଫଗାନିସ୍ତାନକୁ ବିଭିନ୍ନ ମହଲରୁ ଫଣ୍ଡିଂ ବନ୍ଦ ହେଉଛି । ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆର୍ଥିକ ସହାୟତା ଦେବାକୁ ମନା କରିଥିଲା । ଏବେ ବିଶ୍ୱବ୍ୟାଙ୍କ ଫଣ୍ଡିଂ ବନ୍ଦ କରି ଦେଇଛି । ତାଲିବାନ…

ଆଫଗାନ ନାଗରିକଙ୍କ ବାଟ ଓଗାଳୁଛନ୍ତି ତାଲିବାନୀ: ସିଲ୍ କଲେ ଏୟାରପୋର୍ଟ ରାସ୍ତା

କାବୁଲ: ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଡେଡଲାଇନ୍ ପାଖେଇ ଆସିଲାଣି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ତାର ସେନା ଅପସାରଣ କରିନେବ । ତାପୂର୍ବରୁ ଦବଦବା ଜାହିର କରୁଛନ୍ତି ବର୍ବର ତାଲିବାନୀ । ରେସକ୍ୟୁ ମିଶନରେ ବାଧା ସୃଷ୍ଟି କରୁଛନ୍ତି । ଆଫଗାନିସ୍ତାନ ନାଗରିକଙ୍କୁ ଯିବାକୁ…

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଭାଦ୍ରବ କୃଷ୍ଣ ତୃତୀୟା ତିଥି ଅବସରରେ ଶ୍ରୀଜିଉମାନଙ୍କର ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଦତମହାପାତ୍ର…

ଆଫଗାନିସ୍ତାନରୁ ଦିଲ୍ଲୀ ଆସିଥିବା ୭୮ ଜଣଙ୍କ ଭିତରୁ ୧୬ ଜଣଙ୍କୁ କରୋନା

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଦିଲ୍ଲୀ ଫେରିଥିବା ୭୮ ଜଣଙ୍କ ଭିତରୁ ୧୬ କରୋନା ପଜିଟିଭ୍ ଚିହ୍ନଟ । ଗତକାଲି ସେମାନେ ଦିଲ୍ଲୀରେ ପହଞ୍ଚିଥିଲେ । ସଂକ୍ରମିତଙ୍କ ଭିତରେ ଅଛନ୍ତି ଗୁରୁ ଗ୍ରନ୍ଥ ସାହିବ ନେଇ ଆସିଥିବା ତିନି ଜଣ ଗ୍ରନ୍ଥି । ସେମାନଙ୍କୁ ଭେଟିବା ସହ ସ୍ୱାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ…

ଆମେରିକା ସମେତ ୬୦ ଦେଶ ତାଲିବାନକୁ ଆର୍ଥୀକ ସହୟତା ଦେବାକୁ ମନା କଲେ, ସପକ୍ଷରେ ଚୀନ

କାବୁଲ: ଆଫଗାନିସ୍ତାନରେ ତାଲିବାନ କବଜାକୁ ଅନେକ ଦେଶ ଅବୈଧ ଘୋଷିତ କରି ସାହାଯ୍ୟ କରିବାକୁ ମନା କରି ଦେଇଛନ୍ତି । ଆମେରିକା ସମେତ ୬୦ ଦେଶ ଆଫଗାନିସ୍ତାନକୁ ମିଳିବାକୁ ଥିବା ସମସ୍ତ ଆର୍ଥୀକ ସହାୟତା ବନ୍ଦ କରି ଦେଇଥିବା ବେଳେ ଚୀନ କିନ୍ତୁ ସହଯୋଗର ହାତ ବଢ଼ାଇଛି । ଏହାର ବୈଦେଶିକ ବ୍ୟାପାର…

ଓଡ଼ିଶାରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, କାଲି ଯିବେ ପୁରୀ

ଭୁବନେଶ୍ୱର: ଓଡ଼ିଶାରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ । ପାଞ୍ଚ ଦିନିଆ ଗସ୍ତରେ ଆସି ଗତକାଲି ରାତିରେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଗସ୍ତ ସମୟରେ ସେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି । ଆସନ୍ତାକାଲି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ ମୋହନ ଭାଗବତ ।…